Home Middle

ଡିଜିଟାଲ ଆରେଷ୍ଟରେ ଫସିଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ: ଦେଢ଼କୋଟି ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର, ୧୦ା୧୧(ସତ୍ୟଜିତ ରାଉତ):ରାଜଧାନୀରେ ସାଇବର ଅପରାଧର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସାଇବର ଠକମାନେ ଜଣେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ବ୍ୟକ୍ତି ଜଣକ ହେଲେ ଶହୀଦନଗର ଥାନା ଅନ୍ତର୍ଗତ…

ନୂଆପଡାରୁ ପ୍ରଥମ ଥର ଏମିତି ଟାର୍ଗେଟ କଲେ ନବୀନ! ସମସ୍ତେ ତାଜୁବ

ଭୁବନେଶ୍ୱର,୭।୧୧: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ଖରିଆର୍‌ ରୋଡ ଏନଏସି ଅଞ୍ଚଳର…

ଓଡ଼ିଶାରେ ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ନୀତୀନ ଗଡ଼କରୀ ବଡ଼ ଘୋଷଣା…

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା ଏମ୍‌ପି ସମ୍ବିତ ପାତ୍ର ଏକ ପ୍ରେସମିଟ କରିଛନ୍ତି। ଏଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ହଠାତ୍‌ ନୂଆପଡାରେ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଯାଞ୍ଚ, ଜାଣନ୍ତୁ କାହିଁକି…

ନୂଆପଡା,୭।୧୧: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ କରାଯାଇଛି। ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ  ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି। ଫ୍ଲାଇଂ ସ୍କ୍ବାର୍ଡ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍‌ ତରଫରୁ ଯାଞ୍ଚ କରାଯାଇଛି। ଏନେଇ ନୂଆପଡା…

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଏସବୁ ସ୍ଥାନରୁ ବୁଲା କୁକୁର ହଟାଅ

ନୂଆଦିଲ୍ଲୀ,୭ା୧୧: ଦେଶରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ୁଥିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ କ୍ରୀଡ଼ା କେନ୍ଦ୍ର ପରିସରରୁ ବୁଲା କୁକୁରଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ…

ଓଡ଼ିଶା ପାଳୁଛି ଛାଡ଼ଖାଇ: ଆମିଷ ବଜାରରେ ଭିଡ଼, ଦର ଆକାଶଛୁଆଁ

ଭୁବନେଶ୍ୱର,୭ା୧୧: ପବିତ୍ର କାର୍ତ୍ତିକ ମାସର ମାସବ୍ୟାପୀ ନିରାମିଷ ଭୋଜନ ପରେ ମାର୍ଗଶିର ମାସର ପ୍ରଥମ ଗୁରୁବାର ଯିବା ପରେ ଶୁକ୍ରବାର ଛାଡ଼ଖାଇ ପାଳନ କରୁଥିବା ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ମାଂସ ଓ ମାଛ ବଜାରରେ ଭୋର୍…

ଆଜି ହେଉଛି ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୭।୧୧: ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ୧୫୦ ବର୍ଷ…

ପାରଦ ତଳମୁହାଁ: ଦୁଇଦିନ ପରେ ବଢ଼ିବ ଶୀତ, ଥରିବ ଓଡ଼ିଶା

ଭୁବନେଶ୍ୱର, ୭ା୧୧ (ବନ୍ଦନା ସେଠୀ): ରାଜ୍ୟରେ ଧିରେ ଧିରେ ପାରଦ ତଳମୁହାଁ ହେଉଥିବାବେଳେ ଶୀତ ଅନୁଭୂତ ହେବାରେ ଲାଗିଛି। ଆଉ ୨ଦିନ ପରେ ଶୀତ ଆହୁରି ବଢିବ। ଆଗାମୀ ୪୮ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସହ ଅଧିକ…

ଉଦାହରଣ ସୃଷ୍ଟି କଲେ ଜୁଆଙ୍ଗ ଆଦିବାସୀ, ପୁରୁଷଙ୍କ ତୁଳନାରେ ମହିଳା ଅଧିକ

ଭୁବନେଶ୍ୱର,୭ା୧୧: ଓଡ଼ିଶାର ସାମଗ୍ରିକ ଲିଙ୍ଗ ଅନୁପାତ ପୁରୁଷଙ୍କ ସପକ୍ଷରେ ଥିବାବେଳେ, କେନ୍ଦୁଝର ଜିଲାର ଜୁଆଙ୍ଗ୍ ଆଦିବାସୀ ସମ୍ପ୍ରଦାୟ ଏକ ଭିନ୍ନ ଚିତ୍ର ପ୍ରସ୍ତୁତ କରିଛି। ତଥ୍ୟ ଅନୁଯାୟୀ, ଏହି ଆଦିବାସୀ ଗୋଷ୍ଠୀରେ ମହିଳାମାନେ ପୁରୁଷଙ୍କ ସଂଖ୍ୟାକୁ ଟପି ଯାଇଛନ୍ତି, ଯାହା ରାଜ୍ୟ…

ଦିଲ୍ଲୀ ବିମାନ ବନ୍ଦରରେ ବିମାନ ସେବା ବ୍ୟାହତ; ଏହି କାରଣରୁ ଅନେକ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ,୭ା୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (IGIA) ର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ସକାଳେ ବିମାନ ସେବା ବ୍ୟାପକ ଭାବରେ ବ୍ୟାହତ ହୋଇଛି। ଏହି ସମସ୍ୟା ଫଳରେ ବିମାନ ଅବତରଣ…

ବାଲିଯାତ୍ରାରେ ଓଡ଼ିଆ ବହି ମାଗଣା ବଣ୍ଟାକୁ ନେଇ ବିବାଦ

କଟକ,୭ା୧୧: ଡିଜିଟାଲ୍ ଯୁଗରେ ଓଡ଼ିଆ କ୍ଲାସିକ୍ ପୁସ୍ତକର ପ୍ରଚାର ପ୍ରସାର ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ବାଲିଯାତ୍ରାରେ ମାଗଣାରେ ବହି ବଣ୍ଟନ ପାଇଁ ଯେଉଁ ଯୋଜନା କରାଯାଇଥିଲା, ଯାହା ଏବେ ବିବାଦ ଘେରରେ ଫସିଯାଇଛି। ବହୁ ପ୍ରକାଶକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri