Home Middle

ଉପନିର୍ବାଚନ ପ୍ରଚାରର ଶେଷଦିନ: ୪ଟାରୁ ନୂଆପଡ଼ା ଛାଡ଼

ନୂଆପଡ଼ା,୯।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ରବିବାର ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ…

ଆପାର୍ଟମେଣ୍ଟ ବାଲ୍‌କୋନି ଭୁଶୁଡ଼ି ୩ମୃତ

କଟକ,୯।୧୧(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶନିବାର ଅପରାହ୍ନରେ ମଣିସାହୁ ଛକ ନିକଟରେ ଘଟିଛି ଏକ ଅଘଟଣ। ଏକ ପୁରୁଣା ଆପାର୍ଟମେଣ୍ଟର ୫ମ ମହଲାରେ ଥିବା ବାଲ୍‌କୋନି ଭୁଶୁଡ଼ି ଆଜ୍‌ବେଷ୍ଟସ୍‌ ଘର ଉପରେ ଖସି…

ନୂଆପଡ଼ାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ଆଦିବାସୀ ପରିବାରର ତେଣୁ…

ନୂଆପଡ଼ା,୮ା୧୧(ମକାରୁ ବେମାଲ): ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରୋଡ୍‌ ଶୋ’ କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ  ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍‌ ଶୋ’ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ…

ସାମରିକ ଶକ୍ତି ବୃଦ୍ଧି କଲା ଚାଇନା, ଚିନ୍ତାରେ ଆମେରିକା

ବେଜିଂ,୮ା୧୧:  ଚାଇନା ତା’ର ସାମରିକ ଶକ୍ତି ବୃଦ୍ଧି କରିଛି। ତୃତୀୟ ବିମାନ ବାହକ ‘ଫୁଜିଆନ’ ନିର୍ମାଣ ଶେଷ କରିଛି। ଶନିବାର ଚାଇନା ପିଏଲଏ ନୌସେନା ଫୁଜିଆନର କାର୍ଯ୍ୟକ୍ଷମ ଡେମୋର ଏକ ଭିଡିଓ ଜାରି କରିଛି। ଏହି ସପ୍ତାହରେ ଫୁଜିଆନର କମିଶନିଂ ସମାରୋହ…

ପୁଣି ପରୀକ୍ଷା ଦ୍ୱନ୍ଦ୍ୱ: ଗୋଟିଏ ସମୟରେ ୨ ପରୀକ୍ଷା

କଟକ,୮ା୧୧: ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ରହିଛି। OPSC ପକ୍ଷରୁ ଆସନ୍ତାକାଲି ଅର୍ଥାତ୍‌ ରବିବାର ASO ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟା, ପୂର୍ବାହ୍ନ ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ…

ଲଣ୍ଡନ ଯିବାର ଥିଲା ବିମାନ, ହୋଇଗଲା ୭ ଘଣ୍ଟା ବିଳମ୍ବ, ଆଉ ତା’ ପରେ…

ମୁମ୍ବାଇ,୮ା୧୧:  ଶନିବାର ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏୟାର ଇଣ୍ଡିଆର ମୁମ୍ବାଇ-ଲଣ୍ଡନ ବିମାନ AI-୧୨୯ ପ୍ରାୟ ୭ ଘଣ୍ଟା ବିଳମ୍ବ ହୋଇଥିଲା। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୬.୩୦ର ଉଡ଼ାଣ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ଅପରାହ୍ନ…

୬୫ ଭୋଲ୍ଟର ଝଟ୍‌କା ଦେଲେ ମୋଦି: ଜଙ୍ଗଲରାଜ ଲୋକଙ୍କୁ…

ପାଟନା,୮।୧୧: ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି। ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଗଠବନ୍ଧନ ଉପରେ ବର୍ଷିଛନ୍ତି। ରାଷ୍ଟ୍ରୀୟ ଜନତା ଦଳକୁ ଟାର୍ଗେଟ କରି ସେ କହିଛନ୍ତି, ଏହି ଜଙ୍ଗଲରାଜ…

ମହିଳାଙ୍କ ପାଇଁ ଏତେଟଙ୍କା କାହିଁକି ଖର୍ଚ୍ଚ କରନ୍ତି ସରକାର? ଜଣାପଡିଗଲା…

ନୂଆଦିଲ୍ଲୀ,୮।୧୧: ବର୍ତ୍ତମାନ ଦେଶରେ ବିଭିନ୍ନ ଯୋଜନାରେ ମହିଳାଙ୍କୁ ସିଧାସଳଖ ନଗଦ ଟଙ୍କା ଦିଆଯାଉଛି। ଆଉ ସବୁ ରାଜ୍ୟରେ ଏଭଳି ଯୋଜନା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହା ଏପରି ପ୍ରତିଯୋଗିତା ପାଲଟି ଯାଇଛି ଯେଉଁଥିରେ ପ୍ରାୟ ପ୍ରତ୍ୟେକ ରାଜ୍ୟ ଅଂଶଗ୍ରହଣ କରୁଛନ୍ତି। PRS…

ଆଜିଠୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫର୍ମ ପୂରଣ: ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୮।୧୧(କାର୍ତ୍ତିକ ସାହୁ):୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ନଭେମ୍ବର ୮ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ପ୍ରଦତ୍ତ ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ଫର୍ମ…

ନାଳକୁ ଖସିପଡ଼ିଲା ଅଭିନେତା ଅଶ୍ରୁମୋଚନଙ୍କ କାର୍‌: କୁକୁର ପଳାଇ ଆସିବାରୁ…

ଭୁବନେଶ୍ବର,୮।୧୧: ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା…

ଏହି ଦିନ ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତାବର୍ଷ ଭାରତ ଗସ୍ତରେ ଆସିପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ବନ୍ଧୁ ଓ ଜଣେ ମହାନ ବ୍ୟକ୍ତି ବୋଲି କହିଛନ୍ତି। ସେ ଭାରତ ଆସିବା ମୋଦି ଚାହାନ୍ତି ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଏଥିପାଇଁ…

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ: ୪୦୦-୫୦୦ କୁଡ଼ିଆ ଜଳିପୋଡ଼ି ପାଉଁଶ, ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୭।୧୧: ଦିଲ୍ଲୀର ରୋହିଣୀର ରିଥାଲା ମେଟ୍ରୋ ଷ୍ଟେଶନ ନିକଟରେ ଅନେକ କୁଡ଼ିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ଅନୁଯାୟୀ,ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା ପରେ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି। ଅଗ୍ନିଶମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri