ହୋଣ୍ଡୁରାସରେ ହିଂସା ତେଜିଲା, ଗୋଟିଏ ରାତିରେ ୨୦ରୁ ଅଧିକ ମୃତ୍ୟୁ, କର୍ଫ୍ୟୁ ଘୋଷଣା କଲେ ରାଷ୍ଟ୍ରପତି…
ଓ୍ବାଶିଂଟନ,୨୬।୬ : କେନ୍ଦ୍ରୀୟ ଆମେରିକାରେ ଅବସ୍ଥିତ ହୋଣ୍ଡୁରାସରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ପୃଥକ ପୃଥକ ଆକ୍ରମଣରେ ଗୋଟିଏ ରାତିରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ସରକାର ରବିବାର ଦୁଇଟି ଉତ୍ତର ସହରରେ କର୍ଫ୍ୟୁ ଲାଗୁ…
ବୁଡ଼ା ଜାହାଜରେ ବିସ୍ଫୋରଣର ତଦନ୍ତ ଆରମ୍ଭ କଲା ଆମେରିକା…
ଓ୍ବାଶିଂଟନ,୨୬।୬ : ଆମେରିକାର ତଟରକ୍ଷୀ ବାହିନୀ ପର୍ଯ୍ୟଟନ ବୁଡ଼ାଜାହାଜ ବିସ୍ଫୋରଣର କାରଣ ଅନୁସନ୍ଧାନ କରୁଛି। ବୁଡ଼ାଜାହାଜ ଟାଇଟାନିକର ଧ୍ୱଂସାବଶେଷ ଦେଖାଇବାକୁ ଯାଉଥିଲା, କିନ୍ତୁ ଏଥିରେ ବିସ୍ଫୋରଣ ହୋଇ ଜାହାଜରେ ଥିବା ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। କାନାଡା ଏହି ବୁଡ଼ାଜାହାଜ…
ଇଦ୍ ପୂର୍ବରୁ ସିରିଆ ଉପରେ ଆକ୍ରମଣ କଲା ରୁଷିଆ: ୯ ମୃତ…
ମସ୍କୋ,୨୬।୬ : ରୁଷିଆ ସିରିଆର ଉତ୍ତର-ପଶ୍ଚିମ ଇଡଲିବ ପ୍ରଦେଶରେ ଏୟାର ଷ୍ଟ୍ରାଇକ କରିଛି। ଏହି ବିସ୍ଫୋରଣ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ସିରିଆ ବିଦ୍ରୋହୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ କରାଯାଇଛି। ଏହି…
ଓଡ଼ିଶା ଆଥ୍ଲେଟଙ୍କୁ ଆଶାତୀତ ସଫଳତା
ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍ଡ ସମର ଗେମ୍ସରେ ଓଡ଼ିଶା ଆଥ୍ଲେଟ୍ମାନେ ଆଶାତୀତ ସଫଳତା ପାଇଛନ୍ତି। ପ୍ରତିଯୋଗିତାର ଇତିହାସରେ ପ୍ରଥମଥରପାଇଁ ଓଡ଼ିଶା ପ୍ରତିଯୋଗୀମାନେ ୮ଟି ପଦକ ପାଇଛନ୍ତି ଏବଂ ଜଣେ ପ୍ରତିଯୋଗୀ ୪ର୍ଥ ସ୍ଥାନରେ…
କ୍ରୀଡ଼ା ମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିର ନକଲ ଶେୟାର କଲେ ଭିନେଶ
ନୂଆଦିଲ୍ଲୀ, ୨୬ା୬(ପି.ଟି.): ଆନ୍ଦୋଳନରତ ୬ଜଣ କୁସ୍ତିଯୋଦ୍ଧା ଏସିଆନ ଗେମ୍ସ ଏବଂ ଓ୍ବାଲର୍ଡ ଚାମ୍ପିୟନଶିପ୍ ଲାଗି ହେବାକୁ ଥିବା ସିଲେକ୍ସନ ଟ୍ରାଏଲ୍ରୁ ରିହାତି ଦିଆଯିବା ସମ୍ପର୍କରେ କୌଣସି ଦାବି ଉପସ୍ଥାପନ କରି ନ ଥିଲେ। ତାହା ପ୍ରମାଣ କରିବାକୁ ଯାଇ ଭିନେଶ ଫୋଗତ…
ଭାରତୀୟ କୋର୍ ଗ୍ରୁପ୍ରେ ଓଡ଼ିଶାର ୪
ନୂଆଦିଲ୍ଲୀ, ୨୬।୬(ପି.ଟି.): ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ରବିବାର ୩୯ ଜଣିଆ କୋର୍ ଗ୍ରୁପ୍ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୪ ଖେଳାଳି ସାମିଲ ଅଛନ୍ତି। ସେମାନେ…
ପ୍ରାର୍ଥୀ ହେବା ପୂର୍ବରୁ ପିଏମ୍ଓ କଲ୍ ମିସ୍ କରିଥିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୨୬ା୬ : ଦ୍ରୌପଦୀ ମୁର୍ମୁ କମ୍ ସମୟ ମୋବାଇଲ ଫୋନ୍ ବ୍ୟବହାର କରିଥାନ୍ତି। ସେଥିପାଇଁ ସେ ସମ୍ଭବତଃ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଲ୍କୁ ହରାଇଥିଲେ ବୋଲି ସାମ୍ବାଦିକ କସ୍ତୁରୀ ରାୟଙ୍କ ଦ୍ୱାରା ଲିଖିତ ଜୀବନୀ ପୁସ୍ତକ ‘ଦ୍ରୌପଦୀ ମୁର୍ମୁ:…
ଭୁଲ୍ରେ ଡ୍ରାଇଭରଙ୍କୁ ହତ୍ୟାକଲେ ମହିଳା
ଓ୍ବାଶିଂଟନ୍,୨୬ା୬: ଆମେରିକାର ଜଣେ ମହିଳା ଏକ ଉବର କାର୍ରେ ଯାଉଥିଲେ। ଡ୍ରାଇଭର ଜଣକ ଅପହରଣ କରି ନେଉଥିବା ସନ୍ଦେହ ହେବାରୁ ସେ ତାଙ୍କୁ ଗୁଳି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏଲ୍ପାସୋ ପୋଲିସ ମହିଳା ଯାତ୍ରୀଙ୍କୁ ଗିରଫ ପରେ ୧.୫…
ୟୁସିସି ବିରୋଧରେ ଆନ୍ଦୋଳନ କରିବେ ଝାଡ଼ଖଣ୍ଡ ଆଦିବାସୀ
ରାଞ୍ଚି, ୨୫ା୬(ପି.ଟି.) : ଦେଶର ଆଦିବାସୀମାନଙ୍କ ପରିଚୟ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବା ଏକକ ଦଓ୍ବୋନି ସଂହିତା (ୟୁସିସି) ଚିନ୍ତାଧାରାକୁ ପ୍ରତ୍ୟାହାର କରିନେବା ଲାଗି ଆଇନ କମିଶନଙ୍କୁ ନିବେଦନ କରିବେ ଝାଡ଼ଖଣ୍ଡର ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ସଂଗଠନ। ୟୁସିସି…
ପାକିସ୍ତାନକୁ ସହାୟତା ଦେଉଛି ଚାଇନା
ନୂଆଦିଲ୍ଲୀ, ୨୬ା୬ : ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ଲାଗି ପାକିସ୍ତାନକୁ ଚାଇନା ସହାୟତା ଯୋଗାଇ ଦେଇଆସୁଛି। ସୀମାରେ ଯୋଗାଯୋଗ ଟାଓ୍ବାର ନିର୍ମାଣ, ଭୂତଳ କେବୁଲ ବିଛାଇବାରେ ଚାଇନା ସହାୟତା କରିବା ସହ ଡ୍ରୋନ୍ ଏବଂ ଲଢ଼ୁଆ…
୨ ମାଲବାହୀ ଟ୍ରେନ୍ ଧକ୍କା: ୧୨ ବଗି ଲାଇନଚ୍ୟୁତ
ବାଙ୍କୁରା, ୨୬ା୬ : ପଶ୍ଚିମବଙ୍ଗର ବାଙ୍କୁରା ନିକଟ ଓଣ୍ଡା ଷ୍ଟେଶନରେ ରବିବାର ଭୋର ସମୟରେ ଦୁଇଟି ମାଲ୍ବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଷ୍ଟେଶନରେ ଗୋଟିଏ ଟ୍ରେନ୍ ଛିଡ଼ାହୋଇଥିବାବେଳେ ଅନ୍ୟଟି ତାକୁ ପଛରୁ ପିଟିଥିଲା। ଦୁର୍ଘଟଣାରେ…
୧୨ ଉଗ୍ରପନ୍ଥୀଙ୍କୁ ମୁକ୍ତ କଲା ସେନା
ଇମ୍ଫାଲ, ୨୬ା୬ : ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ମେଇତି ଉଗ୍ରପନ୍ଥୀ ସଂଗଠନ କଙ୍ଗଲେଇ ୟାଓ୍ବଲ କାନ୍ନା ଲୁପ୍ (କଓ୍ବୋଇକେଏଲ୍)ର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି ସଂଗଠନ ୨୦୧୫ର ୬ ଡୋଗ୍ରା ୟୁନିଟ୍ ଉପରେ…
Archives


