ଆସନ୍ତା ୨୭ରୁ ବିଧାନସଭା ଶୀତ ଅଧିବେଶନ: ପ୍ରଥମ ଦିନରେ ସମ୍ବୋଧନ କରିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୦।୧୧: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାର ଏହି ଶୀତ ଅଧିବେଶନ…
ଲାଲକିଲ୍ଲାରେ ତୃତୀୟ ବିସ୍ଫୋରଣ: ଦେଖନ୍ତୁ ଦିଲ୍ଲୀରେ ୧୯୯୭ ପରଠାରୁ ହୋଇଥିବା ପ୍ରମୁଖ ବିସ୍ଫୋରଣର ତାଲିକା
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟ ଏକ କାର୍ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଓ ୨୪ ଜଣ ଆହତ ହେବା ପରେ ପୁଣି ଥରେ ଦିଲ୍ଲୀରେ ଅତୀତର ଭୟଙ୍କର ବିସ୍ଫୋରଣଗୁଡ଼ିକର ସ୍ମୃତି ତାଜା ହୋଇଯାଇଛି। ସୂଚନା…
ଲାଲକିଲ୍ଲା ବିସ୍ଫୋରଣର ଭୟାବହତା: ପ୍ରତ୍ୟକ୍ଷଦର୍ଶୀଙ୍କ ଛାତିଥରା କାହାଣୀ, ”ଭାବିଲି ଆଉ ବଞ୍ଚିବିନି”
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ନିକଟରେ ସୋମବାର ସନ୍ଧ୍ୟାରେ ଏକ କାର୍ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ଅତିକମ୍ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର…
ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା! ଏହି ଗାଡିରେ…
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର ୧ ନିକଟରେ ସୋମବାର ହୋଇଥିବା ବିସ୍ଫୋରଣ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ଏକ ଇକୋ ଭ୍ୟାନରୁ ହୋଇଥିଲା। ତଥାପି, ପାଖରେ ଠିଆ ହୋଇଥିବା…
ସନ୍ଧ୍ୟା ୬:୫୫ରେ ବିସ୍ଫୋରଣ, ୮ ଜଣଙ୍କର ମୃତ, ସବୁ ଛିନଛତ୍ର
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ର ଗେଟ୍ ନମ୍ବର ୧ ନିକଟ ପାର୍କିଂରେ ସୋମବାର ସନ୍ଧ୍ୟାରେ ଏକ କାର୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତିକମ୍ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨…
ଲାଲକିଲ୍ଲା ବିସ୍ଫୋରଣ: ଆତଙ୍କବାଦୀ ଲିଙ୍କ୍ ସନ୍ଦେହ, ଅପରାହ୍ନରେ ଦିଲ୍ଲୀରୁ ଜବତ ହୋଇଥିଲା ୨,୯୦୦ କେଜି ବୋମା ତିଆରି ସାମଗ୍ରୀ
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ ନିକଟରେ ସୋମବାର ସନ୍ଧ୍ୟାରେ ଏକ କାର୍ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ଅତିକମ୍ରେ ୮ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିବା…
ଲାଲକିଲ୍ଲା ବିସ୍ଫୋରଣରେ ୮ ମୃତ, ଏକାଧିକ ଆହତ; ଦେଶବ୍ୟାପୀ ହାଇ ଆଲର୍ଟ
ନୂଆଦିଲ୍ଲୀ,୧୦।୧୧: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ର ଗେଟ୍ ନମ୍ବର ୧ ନିକଟରେ ଥିବା ଏକ କାର୍ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ଅତିକମ୍ରେ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।…
Video: ଦିଲ୍ଲୀ ଲାଲ୍କିଲ୍ଲା ନିକଟ ଭୟଙ୍କର ବିସ୍ଫୋରଣ ପରେ ବ୍ୟାପକ କ୍ଷୟକ୍ଷତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ ନିକଟରେ ଏକ କାର୍ରେ ଭୟଙ୍କର ବିସ୍ଫୋରଣ ହେବା ପରେ ବ୍ୟାପକ ନିଆଁ ଲାଗିଯାଇଛି ଏବଂ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ରାସ୍ତାରେ ଥିବା…
ଭାରତର କମିଲା ବେରୋଜଗାରୀ ହାର: ମହିଳାଙ୍କ ନିଯୁକ୍ତିରେ ବୃଦ୍ଧି
ନୂଆଦିଲ୍ଲୀ,୧୦।୧୧: ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ବେରୋଜଗାରୀ ହାର ପୂର୍ବ ତ୍ରୈମାସିକର ୫.୪%ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି। କୃଷି ଋତୁରେ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଏବଂ ମହିଳାମାନଙ୍କ ଅଂଶଗ୍ରହଣରେ ଉନ୍ନତି ଯୋଗୁଁ ଏହି ହ୍ରାସ…
ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ହୁତୁହୁତୁ ହୋଇ ଜଳିଗଲା କାର୍
ନୂଆଦିଲ୍ଲୀ,୧୦।୧୧: ସୋମବାର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ କାର୍ ବିସ୍ଫୋରଣ ଯୋଗୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଖବର ମିଳିଛି ଯେ ବିସ୍ଫୋରଣରେ ନିକଟରେ ଥିବା ତିନୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର…
ନୂଆ ଆଧାର ଆପ୍ ଲଞ୍ଚ୍: ଫେସ୍ ସ୍କାନ୍ ସୁରକ୍ଷା ସହିତ ରହିଛି ଏସବୁ ସୁବିଧା
ନୂଆଦିଲ୍ଲୀ,୧୦।୧୧: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସାଧାରଣ ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଆଧାର ଆପ୍ (Aadhaar App) ଲଞ୍ଚ୍ କରିଛି। ଏହି ଆପ୍ ମାଧ୍ୟମରେ ଉପଭୋକ୍ତାମାନେ ସ୍ମାର୍ଟଫୋନରେ ନିଜ ଆଧାର କାର୍ଡକୁ ଡିଜିଟାଲ୍ ଭାବରେ ସାଙ୍ଗରେ ନେଇପାରିବେ,…
ନୂଆପଡ଼ା ଉପନିର୍ବାଚନ: ଆସନ୍ତାକାଲି ନିର୍ଦ୍ଧାରଣ ହେବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ
ନୂଆପଡ଼ା,୧୦।୧୧: ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ନଭେମ୍ବର ୧୧ (ମଙ୍ଗଳବାର) ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମୋଟ୍ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୪ ଜଣ…
Archives


