ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ବ୍ୟୟ ହେବ ୬ କୋଟି ୪୧ ଲକ୍ଷ ଟଙ୍କା
ଭୁବନେଶ୍ୱର,୧୫ା୭(ଅନିଲ ଦାସ): ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା…
ଭାରତ-ୟୁଏଇ କାରବାର ଛୁଇଁବ ୧୦୦ ବିଲିୟନ ଡଲାର: ମୋଦି…
ଦୁବାଇ,୧୫।୭ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ…
ମୋଦିଙ୍କୁ ପୁଣି ପ୍ରଶଂସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ କହିଛନ୍ତି ଯେ, ସେ ଚାହୁଁଛନ୍ତି ଭାରତୀୟ ଟଙ୍କା ଆମେରିକୀୟ ଡଲାର ସହିତ ବ୍ୟବହାର କରାଯାଉ। ସେ ମଧ୍ୟ ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କର ବିବୃତ୍ତି ଏମିତି ଏକ ସମୟରେ ଆସିଛି…
ମୋଦି ସରନେମ୍ ମାମଲାରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ…
ନୂଆଦିଲ୍ଲୀ,୧୫।୭ : ମୋଦି ସରନେମ୍ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ୨ ବର୍ଷ ଦଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ନେତା ଶନିବାର ସର୍ବୋଚ୍ଚ କୋର୍ଟରେ ଆବେଦନ…
୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ, ବିଗ୍ ବିଙ୍କ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା…
ମୁମ୍ବାଇ,୧୫।୭ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଭିଷେକ ବଚ୍ଚନ ମଧ୍ୟ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଅଭିଷେକ…
ନିର୍ବାଚନ କାହା ନେତୃତ୍ୱରେ ଲଢ଼ାଯିବ କହିବେ ଜେପି ନଡ୍ଡା: ଉମା ଭାରତୀ…
ଭୋପାଳ,୧୫।୭ : ମଧ୍ୟପ୍ରଦେଶର ସେହୋରରେ ପୂର୍ବତନ ସିଏମ ଉମା ଭାରତୀ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଆମେ ଭୋଟ ସହ ନିର୍ବାଚନରେ ଜିତିବୁ। ଆମେ ହାରିବା ପାଇଁ ନିର୍ବାଚନ ଲଢୁ ନାହୁଁ। ସେ କହିଛନ୍ତି ଆମେ ଜିତିବା ପାଇଁ ସଂଗ୍ରାମ…
ଦେଶର ୫୪ ସହରରେ ଟମାଟୋ କିଲୋପିଛା ଦାମ ୧୫୦, ଆଗାମୀ ଦିନରେ ଛୁଇଁପାରେ ୩୦୦ ଟଙ୍କା…
ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଦାମ କମିବାର ନା ନେଉ ନାହ। ଚଣ୍ଡିଗଡ଼ରେ ଏହାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏଥିସହିତ ଗାଜିଆବାଦରେ ଟମାଟୋ ୨୫୦ ଟଙ୍କାରେ କିଲୋଗ୍ରାମ…
କଂଗ୍ରେସରୁ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ
ଭୁବନେଶ୍ୱର,୧୫ା୭(ଅନିଲ ଦାସ): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଶନିବାର କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନକୁ ନେଇ ରାଜ୍ୟ କଂଗ୍ରେସରେ ଜୋର୍ଦାର ଚର୍ଚ୍ଚା ଚାଲିଛି।…
କେନ୍ଦ୍ରର ଯୋଜନା: ଅବସର ପରେ ବି ବାହାରେ କିଛି କହି ପାରିବେନି ଆଇଏଏସ-ଆଇପିଏସ-ଆଏଫଏସ ଅଫିସର: ପେନସନ ହେବ ବନ୍ଦ…
ନୂଆଦିଲ୍ଲୀ,୧୫।୭ : ଅଲ ଇଣ୍ଡିଆ ସର୍ଭିସେସ ଅଧୀନରେ ଥିବା ଆଇଏଏସ, ଆଇପିଏସ, ଆଇଏଫଏସ ଏବଂ ଅନ୍ୟାନ୍ୟ ସେବା ଉପରେ କେନ୍ଦ୍ର ସରକାର ପୂର୍ବରୁ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଅବସରପ୍ରାପ୍ତ ଅଫିସରଙ୍କ ପାଇଁ ସେମାନଙ୍କ ଅଭିବ୍ୟକ୍ତି ବିଷୟରେ ସରକାର ଅନେକ ନିୟମ…
ଆବୁଧାବି ଜାତୀୟ ତୈଳ କମ୍ପାନୀ ଗ୍ରୁପ୍ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଆବୁଧାବି,୧୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସରକାରୀ ଗସ୍ତରେ ଶନିବାର ଆବୁଧାବିରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ସ୍ବାଗତ କରିଥିଲେ। ଆବୁଧାବିରେ ପହଞ୍ଚିବା ପରେ ମୋଦି ୟୁଏଇର ଚେୟାରମ୍ୟାନ ତଥା…
ଏଲିଅନଙ୍କ ସମ୍ପର୍କରେ ପଡ଼ିବ ଜଣା: ୟୁଏଫଓର ଗୁପ୍ତ ତଥ୍ୟ ସାର୍ବଜନୀନ କରି ପାରନ୍ତି ବାଇଡେନ ସରକାର…
ଓ୍ବାଶିଂଟନ,୧୫।୭ : ଆମେରିକାର ସିନେଟ ନେତା ଚକ ଶୁମାନ ଏକ ଆଇନ ଆଗତ କରିଛନ୍ତି ଯାହା ଅଜ୍ଞାତ ଫ୍ଲାଇଙ୍ଗ ବସ୍ତୁ (ୟୁଏପଓ) ସହିତ ଜଡିତ ଗୁପ୍ତ ତଥ୍ୟଗୁଡ଼ିକୁ ସାର୍ବଜନୀନ କରିପାରେ। ଯେହେତୁ ଡେମୋକ୍ରାଟମାନେ ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମରେ ସଂଶୋଧନ କରିବାକୁ…
ୱାଗନର୍ ମୁଖ୍ୟ ଜହର ଦେବାର ଆଶଙ୍କା, ମୁଁ ମୋ ଖାଦ୍ୟ ପ୍ରତି ରହିବି ସତର୍କ, କହିଲେ ବାଇଡେନ…
ମସ୍କୋ,୧୫।୭: ରୁଷିଆର ଭଡ଼ାଟିଆ ସୈନ୍ୟ ଦଳ ଓ୍ବାଗନର ମୁଖ୍ୟ ପ୍ରିଗୋଜିନଙ୍କୁ ଜହର ଦିଆଯିବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ସେ ବିଫଳ ହେବାପରେ ଏହି ଖବର ଏବେ ପ୍ରଚାର ହେଉଛି।…
Archives


