ପୁଣି ଥରେ ଏନ୍ଡିଏରେ ସାମିଲ ହେଲେ ଓମ୍ ପ୍ରକାଶ ରାଜଭର
ନୂଆଦିଲ୍ଲୀ,୧୬।୭: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଲାଗିଛି ଆଉ ଏକ ବଡ଼ ଝଟ୍କା। ଉତ୍ତରପ୍ରଦେଶରେ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ମୁଖ୍ୟ ଓମ୍ ପ୍ରକାଶ ରାଜଭର ପୁଣିଥରେ ନ୍ୟାଶନାଲ ଡେମୋକ୍ରିଟିକ୍ ଆଲାଏନ୍ସ(ଏନ୍ଡିଏ)ରେ ସାମିଲ ହୋଇଛନ୍ତି। ସେ ଦିଲ୍ଲୀରେ କେନ୍ଦ୍ର…
୧୭୪ ବର୍ଷର ଜଳବାୟୁ ଇତିହାସରେ ଭାରତରେ ଜୁନ୍ରେ ସର୍ବାଧିକ ତାତି…
ନୂଆଦିଲ୍ଲୀ,୧୬।୭ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଅନ୍ୟ ଏକ ଉଦାହରଣ ଜୁନ ୨୦୨୩ରେ ରେକର୍ଡ କରାଯାଇଥିଲା। ଜଳବାୟୁ ଇତିହାସର ୧୭୪ ବର୍ଷ ମଧ୍ୟରେ ଜୁନ ମାସରେ ତାପମାତ୍ରା ସର୍ବାଧିକ ସ୍ତରରେ ପହଞ୍ଚିଥିଲା। ଏହା…
ଉପରାଷ୍ଟ୍ରପତି ପଦବୀ ପାଇଁ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଆଣିବେ ଟ୍ରମ୍ପ…
ଓ୍ବାଶିଂଟନ,୧୬।୭ : ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥି ସହିତ, ଏକ ରିପୋର୍ଟରେ ଦର୍ଶାଯାଇଛି ଯଦି ସେ ୨୦୨୪ ରିପବ୍ଲିକାନ ନାମାଙ୍କନରେ ସ୍ଥାନ ପାଆନ୍ତି,…
ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଦକ୍ଷିଣ କୋରିଆ…
ସିଓଲ,୧୬।୭ : ଗତ ଏକ ସପ୍ତାହ ଧରି ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଅନେକ ଅଘଟଣ ଘଟାଇଛି । ଦେଶରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ଶନିବାର ଦିନ ମୃତ୍ୟୁ ସଂଖ୍ୟା ୭ ଥିଲା, ଯାହା ବର୍ତ୍ତମାନ…
ଆମେରିକା-ୟୁରୋପରେ ଅସହ୍ୟ ତାତି ଲହର…
ଓ୍ବାଶିଂଟନ,୧୬।୭ : ଗୋଟିଏ ପଟେ ଭାରତରେ ଲଗାତାର ବର୍ଷା ପ୍ରବଳ ଉତ୍ତାପରୁ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଥିବାବେଳେ ଅନ୍ୟ ପଟେ ଆମେରିକା ଏବଂ ୟୁରୋପର ଲୋକମାନେ ଅସହ୍ୟ ଉତ୍ତାପ ଲହରକୁ ନେଇ ସଙ୍କଟରେ ପଡ଼ିଛନ୍ତି। ଆମେରିକାରେ ପ୍ରାୟ ୧୧ କୋଟି…
ଦେଶର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା, କେରଳରେ ସର୍ବାଧିକ: ଏଡିଆର ରିପୋର୍ଟ…
ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ୪୪ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। କେରଳରେ ସର୍ବାଧିକ ୭୦ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ନିଜ ବିରୋଧରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି। ଆସୋସିଏଶନ ଫର…
ପ୍ରତିଷେଧକ ବନ୍ଦୋବସ୍ତ ଆଇନର ପ୍ରକ୍ରିୟାଗତ ଆବଶ୍ୟକତାକୁ କଡାକଡି ପାଳନ କରାଯିବା ଜରୁରୀ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୫।୭ : ପ୍ରତିଷେଧକ ବନ୍ଦୋବସ୍ତ ଆଇନ ସମ୍ବନ୍ଧୀୟ ମାମଲାଗୁଡ଼ିକରେ ପ୍ରକ୍ରିୟାଗତ ଆବଶ୍ୟକତାକୁ କଡାକଡି ପାଳନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି ପ୍ରତିଷେଧକ ବନ୍ଦୋବସ୍ତ ଆଇନଗୁଡିକ ନିଶ୍ଚିତ ଭାବରେ କଠୋର ଅଟେ। ଏହା ଜଣେ ବ୍ୟକ୍ତିଙ୍କୁ ବିନା…
ୟୁସିସି ଏକ ରାଜନୈତିକ ଅସ୍ତ୍ର, ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବ୍ୟବହାର କରୁଛି ଭାଜପା: ସୀତାରାମ ୟେଚୁରୀ…
କୋଝିକୋଡେ,୧୫।୭ : ସମ୍ପ୍ରତି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଷୟରେ ଆଲୋଚନା ଚାଲିଛି। ଏହି ସମୟରେ, ଆଇନ ଆୟୋଗ ଜୁଲାଇ ୧୪ ରୁ ଜୁଲାଇ ୨୮ ପର୍ଯ୍ୟନ୍ତ ପରାମର୍ଶ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ଏଥି ସହିତ ଆଇନ କାର୍ଯ୍ୟକାରୀ…
ଦିଲ୍ଲୀ ବନ୍ୟା: ଭାଜପା-ଏଏପି ମୁହାଁମୁହିଁ…
ନୂଆଦିଲ୍ଲୀ,୧୫।୭ : ଯମୁନାି ନଦୀର ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକରେ ରହିଛି। ରାଜଧାନୀ ଦିଲ୍ଲୀ ରାସ୍ତାରେ ଜଳ ଦୃଶ୍ୟମାନ ହେଉଛି। ଦିଲ୍ଲୀ ବର୍ତ୍ତମାନ ବନ୍ୟା ପରିସ୍ଥିତି ଦେଇ ଗତି କରୁଛି। ଏସବୁ ମଧ୍ୟରେ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ…
ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି…
ଜେରୁଜେଲମ,୧୫।୭ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହଠାତ ବେହୋସ ହୋଇ ପଡ଼ିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…
ଯଦି ସବୁ କିଛି ସ୍ବାଭାବିକ ଅଛି, କାହିଁକି କରାଯାଉନି ନିର୍ବାଚନ: ଓମାର ଅବଦୁଲା…
ଶ୍ରୀନଗର,୧୫।୭ : ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଓମାର ଅବଦୁଲା ଶନିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ରୋକ ଲାଗି ପାରିନି। ଏନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଭାଜପା ମିଛରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହୋଇଛି ବୋଲି ଅପପ୍ରଚାର…
ସୋନିଆଙ୍କ ରାତ୍ରଭୋଜିରେ ଯୋଗ ଦେବେନି ମମତା, ବିରୋଧୀଙ୍କ ବୈଠକରେ ହେବେ ସାମିଲ…
କୋଲକାତା,୧୫।୭ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଙ୍ଗାଲୁରୁରେ ଜୁଲାଇ ୧୭ରେ ସୋନିଆ ଗାନ୍ଧୀ ଦେଉଥିବା ରାତ୍ରଭୋଜିରେ ଯୋଗ ଦେବେନି। କାରଣ ତାଙ୍କୁ ସର୍ଜରୀ ପରବର୍ତ୍ତୀ ପ୍ରୋଟୋକଲ ମାନିବାକୁ ପଡ଼ିବ। ତେବେ ସେ ଜୁଲାଇ ୧୮ରେ ହେବାକୁଥିବା ବିରୋଧୀ ଦଳଙ୍କ ଏକଜୁଟ…
Archives


