ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩।୭ : ଘରୋଇ ହିଂସାର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ଦ୍ୱାରା ଆତ୍ମହତ୍ୟା ମାମଲାର ସମାଧାନ ପାଇଁ ନିର୍ଦ୍ଦେଶନାମା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପୁରୁଷଙ୍କ ପାଇଁ ଜାତୀୟ ଆୟୋଗ ଗଠନ କରିବାକୁ ଆବେଦନକାରୀ ଦାବି କରିଥିଲେ। ସୁପ୍ରିମକୋର୍ଟ ଆବେଦନକୁ…
ଦଙ୍ଗା ବନ୍ଦ କର, ଆମେ ଶାନ୍ତି ଚାହୁଁ କହି ଅନୁରୋଧ କଲେ ନାହେଲଙ୍କ ଜେଜେମା’
ପ୍ୟାରିସ,୩ା୭: ଫ୍ରାନ୍ସରେ ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହେବା ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ୬ ଦିନରେ ଫ୍ରାନ୍ସରେ ୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇସାରିଲାଣି।…
ହିଂସା ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛ: ମଣିପୁର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩।୭ : ମଣିପୁର ହିଂସା ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ତିନୋଟି ମୁଖ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ରାଜ୍ୟରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକୁ…
ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା…
ଓ୍ବାଶିଂଟନ,୩।୭ : ଆସନ୍ତା ବର୍ଷ ୨୦୨୪ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିକ୍କି ହାଲି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି। ଆମେରିକାର ଫକ୍ସ ନ୍ୟୁଜରେ ଏକ ସାକ୍ଷାତକାର ଦେଇ ସେ ଚାଇନା ସୈବାହିନୀର ଦକ୍ଷତା ଏବଂ ସେନା…
ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୁଳିକାଣ୍ଡ..
ଓ୍ବାଶିଂଟନ,୩।୭ : ଆମେରିକାରେ ଏବେ ଗୁଳିକାଣ୍ଡ ସାଧାରଣ ଘଟଣା ପାଲଟିଛି। ଜୁଲାଇ ୪ରେ ଆମେରିକାରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୭…
୩ ଛୁଆଙ୍କୁ ଧରି କୂଅକୁ ଡେଇଁଲେ ମା’, ଦୁଇ ମୃତ, ଦୁଇ ଗୁରୁତର
ବ୍ରହ୍ମପୁର,୩ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ଜଣେ ମହିଳା ଚରମ ପଦକ୍ଷେପ ନେଇଛନ୍ତି। ନିଜେ ତାଙ୍କର ୩ ଛୁଆଙ୍କୁ…
ମୋଦିଙ୍କ ବାସଭବନ ଉପରେ ଡ୍ରୋନ…
ନୂଆଦିଲ୍ଲୀ,୩।୭ : ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ ଉଡ଼ିବାର ଖବର ଆଲୋଡ଼ନ ସୃଷ୍ଟି କରିଛି। ଏସପିଜି ଏହି ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା, ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି…
ମହାରାଷ୍ଟ୍ରରେ ପୋଷ୍ଟର ଓ୍ବାର: ଏକଜୁଟ ହୁଅନ୍ତୁ ଉଦ୍ଧବ-ରାଜ ଠାକରେ…
ମୁମ୍ବାଇ,୩।୭ : ଏନସିପି ନେତା ଅଜିତ ପାୱାରଙ୍କ ବିଦ୍ରୋହୀ ମନୋଭାବ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏତେ ବଡ ରାଜନୈତିକ ଘଟଣାାକ୍ରମ ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଥରାଇ ଦେଇଛି। ଏହି ସମୟରେ ମୁମ୍ବାଇରେ ପୋଷ୍ଟର…
ଶିନ୍ଦେ ହଟିବେ ଅଜିତ ହେବେ ମୁଖ୍ୟମନ୍ତ୍ରୀ: ସାମନା…
ମୁମ୍ବାଇ,୩।୭ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏହାର ମୁଖପତ୍ର ସାମାନାରେ ଏକ ବଡ଼ କଥା କହିଛି। ବାସ୍ତବରେ, ସାମନାରେ ଲେଖାଯାଇଥିବା ଏକ ଆର୍ଟିକିଲରେ ଶିବସେନା ଦାବି କରିଛି ଅଜିତ ପାୱାରଙ୍କ ସହ ଭାଜପା ହାତ ମିଳାଇ ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…
ଆତଙ୍କବାଦୀ ଆକ୍ରମଣ ନିଆଁରେ ଜଳୁଛି ପାକିସ୍ତାନ, ବର୍ଷକରେ ୩୮୯ ଲୋକଙ୍କ ମୃତ୍ୟୁ…
ଇସଲାମାବାଦ,୩।୭ : ଆତଙ୍କବାଦୀ ତଥା ଆତ୍ମଘାତୀ ଆକ୍ରମଣ ଘଟଣା ଚଳିତ ବର୍ଷ ପାକିସ୍ତାନରେ ବୃଦ୍ଧି ପାଇବାରେ ଲାଗିଛି। ଅବସ୍ଥା ଏତେ ଖରାପ ଏପର୍ଯ୍ୟନ୍ତ ଏହି ଆକ୍ରମଣ ଯୋଗୁଁ ଦେଶରେ ୩୮୯ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ପାକିସ୍ତାନ ଇନଷ୍ଟିଚ୍ୟୁଟ ଫର୍ କନ୍ଫ୍ଲାଇଟ…
ଆମେରିକାରୁ ୨୫ ଏଫ-୩୫ ଯୁଦ୍ଧ ବିମାନ କିଣିବ ଇସ୍ରାଏଲ…
ଓ୍ବାଶିଂଟନ,୩।୭ : ଆମେରିକାରୁ ଏଫ-୩୫ ଯୁଦ୍ଧ ବିମାନର ତୃତୀୟ ସ୍କ୍ବାଡ୍ରନ କ୍ରୟ କରିବାକୁ ଇସ୍ରାଏଲ ଏକ ଚୁକ୍ତି ଅନୁମୋଦନ କରିଛି। ଏହି ବିମାନ କ୍ରୟ ପାଇଁ ଇସ୍ରାଏଲ ୩ ବିଲିୟନ ଡଲାର ଖର୍ଚ୍ଚ କରିବ। ଲକହିଡ ମାର୍ଟିନ ନିର୍ମିତ ବିମାନର ଏହି…
ତୁର୍କୀ ସଂସଦ ରବର ଷ୍ଟାମ୍ପରେ ପରିଣତ,ଗୋଟିଏ ବର୍ଷରେ ୭୧୬ ଡ୍ରାଫ୍ଟ ବିଲ ଆଗତ କରିଥିଲେ ବିରୋଧୀ, ଗୋଟିଏ ବି ହୋଇ ନ ଥିଲା ଆଲୋଚନା !…
ଆଙ୍କରା,୩।୭ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କ୍ଷମତାକୁ ଆସିବାର ୨୦ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଏହି ସମୟ ମଧ୍ୟରେ ସେ କ୍ଷମତାକୁ ଏତେ ପରିମାଣରେ ନିୟନ୍ତ୍ରଣ କରିଛନ୍ତି, ଯାହାଦ୍ୱାରା ତୁର୍କୀ ସଂସଦ ବର୍ତ୍ତମାନ ଏକ ରବର…
Archives


