ମଣିପୁର ଫାଇଲ୍ସ ଫିଲ୍ମ ନିର୍ମାଣ ହେବା ଆବଶ୍ୟକ: ‘ସାମନା’ରେ ମୋଦିଙ୍କୁ ଟାର୍ଗେଟ…
ମୁମ୍ବାଇ,୨୨।୭ : ମଣିପୁରରେ ହିଂସାକୁ ନେଇ ଶିବସେନା (ୟୁବିଟି) କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରକୁ ସମାଲୋଚନା କରିଛି। ଶନିବାର ଶିବସେନା (ୟୁବିଟି) କହିଛି ମଣିପୁର ଫାଇଲ ନାମକ ଏକ ଫିଲ୍ମ ନିର୍ମାଣ କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମଣିପୁର…
ଭାରତରେ ୯୦୦୦କୋଟି ଟଙ୍କା ଟିକସ ଫାଙ୍କିଛନ୍ତି ଚାଇନା ମୋବାଇଲ ଫୋନ କମ୍ପାନୀ
ନୂଆଦିଲ୍ଲୀ,୨୨।୭: ଚାଇନା ମୋବାଇଲ ଫୋନ ନିର୍ମାତା ଏକ ବଡ ରକମର ଟଙ୍କା ଭାରତରେ ଫାଙ୍କିଛନ୍ତି। କମ୍ପାନୀଗୁଡିକ କଷ୍ଟମ ଡ୍ୟୁଟି ଏବଂ ଜିଏସ୍ଟି ଆକାରରେ ଭାରତ ସରକାରଙ୍କୁ ୯,୦୦୦ କୋଟି ଟଙ୍କା ଟିକସ ଦେଇ ନାହାନ୍ତିି। କମ୍ପାନୀ ଠାରୁ ସରକାର କେବଳ ୧,୬୨୯…
୧୮ ତମ ‘ଜି -୨୦’ ଶିଖର ସମ୍ମିଳନୀ : ଦେଶକୁ ଆସିବ ଲେଫ୍ଟହ୍ୟାଣ୍ଡ ଡ୍ରାଇଭିଂ ଗାଡ଼ି, ୪୫୦୦ ଯବାନ ସୁଟ ବୁଟ ସହ ପିନ୍ଧିବେ କଳା ଚଷମା…
ନୂଆଦିଲ୍ଲୀ,୨୨।୭ : ୧୮ ତମ ‘ଜି -୨୦’ ଶିଖର ସମ୍ମିଳନୀ ନୂଆଦିଲ୍ଲୀରେ ୯-୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏଥିରେ ୧୯ ଟି ଦେଶର ମୁଖ୍ୟ ଏବଂ ରାଜ୍ୟ ମୁଖ୍ୟମାନେ ଯୋଗଦେବେ। ଏହା ବ୍ୟତୀତ ୟୁରୋପୀୟ ୟୁନିଅନ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ…
କର୍ନାଟକ-ରାଜସ୍ଥାନ ଗସ୍ତ କରୁଥିବା ମୋଦି କାହିଁକି ମଣିପୁର ଯାଉ ନାହାନ୍ତି: କଂଗ୍ରେସର ପ୍ରଶ୍ନ…
ଜୟପୁର,୨୨।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଣିପୁର ପ୍ରସଙ୍ଗରେ ନୀରବ ରହିବା ନେଇ କଂଗ୍ରେସ ପ୍ରଶ୍ନ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ଜୟପୁରରେ ଗଣମାଧ୍ୟମକୁ କହିଛନ୍ତି କର୍ନାଟକ ରାଜସ୍ଥାନ ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମଣିପୁର…
ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟକଳାପ ସମୁଦ୍ର ଜାହାଜ ଡକାୟତିକୁ ରୋକିଛି…
ସିଙ୍ଗାପୁର ସିଟି,୨୨।୭ : ଭାରତୀୟ ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ ପୋଲିସ ଦ୍ୱାରା ସାମୁଦ୍ରିକ ଡକାୟତି ମାମଲାରେ ହ୍ରାସ ଘଟିଛି। ସିଙ୍ଗାପୁର ସ୍ଥିତ ଆଞ୍ଚଳିକ ସାମୁଦ୍ରିକ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଡକାୟତି ଏବଂ ସଶସ୍ତ୍ର ଡକାୟତି…
ମାଇକ୍ରୋଓ୍ବେଭନରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଶରୀର ପାଇଁ କ୍ଷତିକାରକ, ପେଟକୁ ଯାଇପାରେ ନାନୋପ୍ଲାଷ୍ଟିକ କଣିକା
ଖାଦ୍ୟ ଶୀଘ୍ର ଗରମ ପାଇଁ ମାଇକ୍ରୋଓ୍ବେଭନ ବ୍ୟବହାର କରୁଛନ୍ତି କି। ତେବେ କଣ ଆପଣ ଖାଦ୍ୟ ଗରମ ପାଇଁ ପାଷ୍ଟିକ ପାତ୍ର ବ୍ୟବହାର କରୁଛନ୍ତି। ତେବେ ହୋଇଯାଆନ୍ତୁ ସାବଧାନ। ମାଇକ୍ରୋୱେଭରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ…
କୃଷ୍ଣ ସାଗରର ଚୁକ୍ତି ଉଲ୍ଳଂଘନ ନେଇ ରୁଷିଆକୁ ଜାତିସଂଘର ତେଚାବନୀ…
ଜେନେଭା/ମସ୍କୋ,୨୨।୭ : କୃଷ୍ଣ ସାଗର ଚୁକ୍ତିର ରୁଷିଆ ଓହରି ଯାଇଛି। ରୁଷିଆର ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏସିଆରେ ଅଧିକାଂଶ ଗରିବ ଦେଶ ୟୁକ୍ରେନରୁ ସେମାନଙ୍କର ଖାଦ୍ୟଶସ୍ୟ ଆମଦାନି କରିଥାନ୍ତି। ବର୍ତ୍ତମାନ ମିଳିତ ଜାତିସଂଘର ସହାୟତା ମୁଖ୍ୟ…
ୱାଗନର୍ ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି ପୁଟିନ: ଆମେରିକା…
ଓ୍ବାଶିଂଟନ/ମସ୍କୋ,୨୨।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ୱାଗନର୍ ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛନ୍ତି। ଯାହା ତାଙ୍କ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି। ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ମୁଖ୍ୟ ୱିଲିୟମ ବର୍ନସ ଏ ବିଷୟରେ ଏକ…
ଗାନ୍ଧୀ ପରିବାରକୁ ଟାର୍ଗେଟ କଲେ ମୋଦି
ନୂଆଦିଲ୍ଲୀ,୨୨।୭: ଶନିବାର ଦେଶର ୪୪ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମ ସହ ଜଡିତ ହୋଇ ଏହି ସମୟରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ…
ହନିଟ୍ରାପ ମାମଲାରେ ଅଭିଯୁକ୍ତ ଡିଆରଡିଓ ବୈଜ୍ଞାନିକଙ୍କ କୌଣିସି ଟେଷ୍ଟରେ ସହମତି ଲୋଡା ନାହିଁ
ମୁମ୍ବାଇ,୨।୭: ଡିଆରଡିଓ ବୈଜ୍ଞାନିକ ହନିଟ୍ରାପ ମାମଲାରେ ମହାରାଷ୍ଟ୍ର ଏଟିଏସ ପୁଣେ କୋର୍ଟଙ୍କୁ କହିଛନ୍ତି, ଭଏସ ଟେଷ୍ଟ ଏବଂ ମାନସିକ ବିଶ୍ଳେଷଣ ପରୀକ୍ଷା ପାଇଁ ବୈଜ୍ଞାନିକଙ୍କ ସହମତି ଆବଶ୍ୟକ ନାହିଁ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ରଦ୍ଦ ହେବ ବିଧାୟକ ପଦ! ହାଇକୋର୍ଟରେ ଯାଚିକା ଦାଖଲ
ବେଙ୍ଗାଲୁରୁ,୨୨।୭: ୫ପଏଣ୍ଟର ଗ୍ୟାରେଣ୍ଟି କାର୍ଡ ବାଣ୍ଟି ଅଡୁଆରେ କର୍ନାଟକ ସରକାର। ଚଳିତ କର୍ନାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ୫ଟି ଗ୍ୟାରେଣ୍ଟି ପୂରଣ କରିବେ କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡି.କେ ଶିବକୁମାର। ସରକାର ଗଠନ ପରେ ଦେଇଥିବା…
ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିଧାନସଭାରେ ପାରିତ ହେଲା ନିନ୍ଦା ପ୍ରସ୍ତାବ
ପଣଜୀ,୨୨।୭: ଗୁଜରାଟ ଦଙ୍ଗା ଉପରେ ବିବିିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଥିଲା। ତେବେ ଏହି ଡକ୍ୟୁମେଣ୍ଟାରୀ ବିରୋଧରେ ଗୋଆ ବିଧାନସଭାରେ ଏକ ନିନ୍ଦା ପ୍ରସ୍ତାବ ପାରିତ…
Archives


