ଗେହଲୋଟଙ୍କ ଦାବି- ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ହଟା ଯାଇଛି ମୋ ଭାଷଣ, ଜବାବ ରଖିଲା ପିଏମଓ
ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକର ଅଞ୍ଚଳରେ ଥିବା ଶେଖାଓ୍ବଟି ଗସ୍ତ କରୁଛନ୍ତି। ଏବେ ପ୍ରଧାମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିବାଦ ଉପୁଜିଛି। ଏହି କାର୍ଯ୍ୟକ୍ରମରେ ତାଙ୍କ ଭାଷଣ ହଟାଇ ଦିଆଯାଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ…
ଜୁଲାଇ ୨୯ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ ଓମ ବିର୍ଲା…
ନୂଆଦିଲ୍ଲୀ,୨୭।୭ : ଲୋକସଭା ବାଚସ୍ପତି ଓମ ର୍ବିଲା ଜୁଲାଇ ୨୯ ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ। ଶନିବାର ଶିଲଂରେ ଆଠଟି ଉତ୍ତର-ପୂର୍ବ ରାଜ୍ୟର ବିଧାନସଭାର ବାଚସ୍ପତିଙ୍କ ଏକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ର୍ବିଲା ସମ୍ବୋଧିତ କରିବେ…
କେରଳରେ ନର୍ସିଂ ପାଠ୍ୟକ୍ରମରେ କିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷଣ…
ଥିରୁଭାନନ୍ତପୁମର,୨୭।୭ : କେରଳରେ ନର୍ସିଂ ଅଧ୍ୟୟନ ଲାଗି ଟ୍ରକିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ସରକାର ସଂରକ୍ଷଣ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ବି.ଏସ.ସି ନର୍ସିଂ ଏବଂ ଜେନେରାଲ ନର୍ସିଂ ପାଠ୍ୟକ୍ରମରେକିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରତ୍ୟେକ ଗୋଟିଏ ସିଟ ସଂରକ୍ଷିତ ରହିବ।…
ହିଂସା ବିଷୟରେ ମିଡିଆ କଭରେଜ, ଦେଶର ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଟିମ ଗଠନ କରିବ ଏଡିଟର୍ସ ଗିଲ୍ଡ…
ନୂଆଦିଲ୍ଲୀ,୨୭।୭ : ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ କହିଛି ସ୍ଥାନୀୟ ତଥା ଜାତୀୟ ଗଣମାଧ୍ୟମସ୍ତରରେ ମଣିପୁରରେ ଜାତିଗତ ହିଂସାକୁ କଭରେଜ କରିବାକୁ ଏକ ତଥ୍ୟ ସମ୍ବଳିତ ମିଶନ ପାଇଁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ଟିମ ଗଠନ କରୁଛି। ମେ ୩…
ଜଳବାୟୁ ପରିବର୍ତ୍ତନ ପ୍ରଭାବ: ପ୍ରତିବର୍ଷ ୮୧ ବିଲିୟନ ଡଲାର ସାମୁଦ୍ରିକ କାରବାର ସଙ୍କଟରେ…
ଓ୍ବାଶିଂଟନ,୨୭।୭ : ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବନ୍ଦରଗୁଡିକ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛନ୍ତି। ବିଶ୍ୱର ୮୦ ପ୍ରତିଶତ ବାଣିଜ୍ୟ ବନ୍ଦର ମାଧ୍ୟମରେ ହୋଇଥାଏ । ଅନେକ ବନ୍ଦର ବିପର୍ଯ୍ୟୟ ଯୋଗୁ ବ୍ୟାଘାତର ସମ୍ମୁଖୀନ ହୋଇଥାନ୍ତି। ଫଳସ୍ବରୂପ ଆର୍ଥିକ…
ଯେ କୌଣସି ସରକାର ଆସନ୍ତୁ, ଭାରତ ତୃତୀୟ ଅର୍ଥବ୍ୟବସ୍ଥା ହେବା ନିଶ୍ଚିତ: ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ…
ନୂଆଦିଲ୍ଲୀ,୨୭।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଦେଶ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ନିଶ୍ଚିତ ହୋଇଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା…
ପିଟିଆଇ ନେତା ଜୁଲଫି ବୁଖାରୀଙ୍କ ବାସଭବନରେ ଚଢାଉ
ଇସଲାମବାଦ,୨୭।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଉପରେ କଟକଣା ଜାରି କରି ପୋଲିସ ଇସଲାମାବାଦରେ ପିଟିଆଇ ଦଳର ନେତା ଜୁଲଫି ବୁଖାରୀଙ୍କ ବାସଭବନକୁ ଚଢାଉ କରିଛି।ଚଢାଉ କରିବା ପରେ ତାଙ୍କ ବାସଭବନକୁ ସିଲ କରାଯାଇଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଚଢାଉ…
ୟୁଏଫ୍ଓ-ଏଲିଅନ ସୂଚନା ଲୁଚାଉଛି ଆମେରିକା, ପୂର୍ବ ବାୟୁସେନା ଅଧିକାରୀ କଲେ ପର୍ଦ୍ଦାଫାଶ…
ଓ୍ବାଶିଂଟନ,୨୭।୭ : ଆମେରିକାର ବାୟୁସେନାର ଜଣେ ପୂର୍ବତନ ଗୁପ୍ତଚର ଅଧିକାରୀ ପ୍ରକାଶ କରିଛନ୍ତି ଦଶନ୍ଧି ଧରି ଆମେରିକା ଏଲିଅନ ଏବଂ ୟୁଏଫ୍ଓ ସହ ଜଡିତ ତଥ୍ୟ ଲୁଚାଇ ରଖିଛି। ୟୁଏଫ୍ଓ ଗୁଡ଼ିକୁ ବର୍ତ୍ତମାନ ଆମେରିକା ସରକାର ୟୁଏପି ବା ଅଜ୍ଞାତ ଉଡ଼ାଣ…
ଭୋକ ସୂଚକାଙ୍କ: ପୃଥିବୀରେ ୮୨.୮ କୋଟି ଲୋକ ଭୋକିଲା, ତାଲିକାରେ ପାକିସ୍ତାନ ୯୯ ତମ ସ୍ଥାନରେ…
ଓ୍ବାଶିଂଟନ,୨୭।୭ : ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ଜିଏଚଆଇ)ରେ ପାକିସ୍ତାନର ମାନ୍ୟତା ୨୦୦୬ରେ ୩୮.୧ ରୁ ୨୦୨୨ ରେ ୨୬.୧ କୁ ଖସି ଆସିଛି। ଦେଶ ତଥା ଏହାର ଲୋକଙ୍କ ଉପରେ କେତେ ସଙ୍କଟ ଅଛି ତାହା ଏଥିରେ ଦର୍ଶାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ…
ନାଇଜରରେ କ୍ଷମତା ଦଖଲ, କାରାଗାରରେ ରାଷ୍ଟ୍ରପତି…
ନିଆମେ,୨୭।୭ : ଆଫ୍ରିକୀୟ ଦେଶ ନାଇଜରରେ ସେନା କ୍ଷମତା ଦଖଲ କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କ ସରକାରକୁ ହଟାଇ ଦିଆଯାଇଛି ବୋଲି ନାଇଜର ସେନା ଦାବି କରିଛି। ସେମାନେ ରାଷ୍ଟ୍ରପତି ବାଜୁମଙ୍କୁ କାରାଗାରରେ ରଖିଛନ୍ତି। ଜାତିସଂଘ-ଆମେରିକାର ହସ୍ତକ୍ଷେପକୁ ସୈନିକମାନେ ବିରୋଧ କରିଥିଲେ…
ଚାଇନା ମନ୍ତ୍ରୀ ଗଲେ କୁଆଡେ, ସରକାର କ୍ୱିନ୍ ଗେଙ୍ଗଙ୍କ ସବୁ ଡେଟା ହଟାଇଲେ…
ଓ୍ବାଶିଂଟନ,୨୭।୭ : ଗତ ଏକ ମାସ ହେବ ନିଖୋଜ ଥିବା ଚାଇନାର ବୈଦେଶିକ ମନ୍ତ୍ରୀ କ୍ୱିନ ଗେଙ୍ଗଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ପୁଣିଥରେ ବୈଦେଶିକ ମନ୍ତ୍ରୀ କରାଯାଇଛି। ଗେଙ୍ଗ ମାତ୍ର…
ଫର୍ମ ସୁଧାରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର
ବ୍ରିଜ୍ଟାଉନ୍, ୨୭ା୭(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଏହାର ଦିନିକିଆ ସିରିଜ୍ ଗୁରୁବାରଠାରୁ ଖେଳିବ। ଟେଷ୍ଟ ସିରିଜ୍ରେ ବିଜୟ ପରେ ଏହି ସିରିଜରେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରିବା ନେଇ ଆଶା ରହିଛି। ତେବେ ଏହି ସିରିଜ୍ରେ ଭାରତୀୟ ମଧ୍ୟକ୍ରମ ବ୍ୟାଟର…
Archives


