Home Middle

ଦିଲ୍ଲୀ ପରେ ଉତ୍ତର ପ୍ରଦେଶବାସୀଙ୍କୁ କନ୍ଦାଇବ ଯମୁନା, ମଥୁରା ସମେତ କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ବହୁଛି ନଦୀ

ଲକ୍ଷ୍ନୌ,୧୫।୭: ପାହାଡ ଉପରେ ହେଉଥିବା ବର୍ଷାର ପ୍ରଭାବ ଏବେ ତଳିଆ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଯମୁନା ନଦୀରେ ଆସିଥିବା ବନ୍ୟାରେ ଦିଲ୍ଲୀ ଉବୁଟୁବୁ ହେବା ପରେ ଏବେ ଉତ୍ତର ପ୍ରଦେଶରେ ଯମୁନାର ଜଳସ୍ତର ବଢିବାରେ ଲାଗିଛି। ହାଥିନି କୁଣ୍ଡ ବ୍ୟାରେଜରୁ ଯମୁନା…

ଫ୍ରାନ୍ସ ଯାତ୍ରା ଶେଷ କରି ୟୁଏଇ ବାହାରିଲେ ମୋଦି, ଆଜି ରାଷ୍ଟ୍ରପତି ଜାୟଦ ଅଲ ନାହୟାନଙ୍କୁ ଭେଟିବେ

ଆବୁ ଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଯାତ୍ରା କରିଛନ୍ତି। ଏହି ସମୟରେ ସେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଓ ଆବୁ ଧାବିର ଶାସକ ଶେଖ…

ଦେଶରେ ବିପତ୍ତି, ବିଦେଶରେ ମୋଦି

ଇମ୍ଫାଲ/ନୂଆଦିଲ୍ଲୀ/ପ୍ୟାରିସ୍‌,୧୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୨୩ ଏପ୍ରିଲରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟର ଲୋକଙ୍କୁ ୪ ସପ୍ତାହ ମଧ୍ୟରେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇମ୍ଫାଲ ଉପତ୍ୟକାର ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟର…

୧୧୧ ମୁନ୍‌ ମିଶନରୁ ସଫଳ ହୋଇଛି ୬୨

ଓ୍ବାଶିଂଟନ୍‌,୧୫।୭: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ରିପୋର୍ଟ ମୁତାବକ ୭ ଦଶନ୍ଧିରୁ ଅଦ୍ୟାବଧି ମୋଟ ୧୧୧ ମୁନ୍‌ ମିଶନରୁ ୬୨ଟି ସଫଳ ହୋଇଛି। ସେଗୁଡ଼ିକ ଭିତରୁ ୪୧ଟି ଆଂଶିକ ସଫଳ ହୋଇଥିବା ନାସା କହିଛି। ଶୁକ୍ରବାର ଭାରତୀୟ ମହାକାଶ ଗବେଷଣା…

ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ

ସାନ୍‌ ଫ୍ରାନ୍ସିସ୍କୋ, ୧୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ମାସେ ନ ପୂରୁଣୁ ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ସ୍ବରୂପ ଆମେରିକା ସିନେଟ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି। ସିନେଟର ଜେଫ୍‌ ମେକେଲି, ବିଲ୍‌ ହାଗେର୍ଥତ୍, କିମ୍‌…

ଭାରତର ରପ୍ତାନି ୨୨% ହ୍ରାସ

ନୂଆଦିଲ୍ଲୀ, ୧୫ା୭(ପି.ଟି.): ବିଶ୍ୱ ବଜାର ବିଶେଷ କରି ଆମେରିକା, ୟୁରୋପ ଭଳି ପାଶ୍ଚାତ୍ୟ ବଜାରରେ ଚାହିଦା ହ୍ରାସ କାରଣରୁ ଭାରତର ରପ୍ତାନି ୨୨ ପ୍ରତିଶତ ହ୍ରାସ ପାଇଁ ଜୁନ୍‌ରେ ୩୨.୯୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ୩ ବର୍ଷ ମଧ୍ୟରେ ଏହା…

ଗୋପନୀୟ ଦସ୍ତାବିଜ ରଖିବା ମାମଲା: ଶୀଘ୍ର ଶୁଣାଣି କରିବାକୁ ଦାବି କଲେ ଆମେରିକୀୟ ନ୍ୟାୟ ବିଭାଗ

ଓ୍ବାଶିଂଟନ୍‌,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସର କିଛି ଗୋପନୀୟ ଦସ୍ତାବିଜ ବେଆଇନ ଭାବେ ଲୁଚାଇ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏହାର ଶୁଣାଣି କରି ମିଆମି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ…

ସେନଥିଲଙ୍କୁ ମାଦ୍ରାସ ହାଇକୋର୍ଟରୁ ଝଟକା

ଚେନ୍ନାଇ,୧୪।୭: ଚାକିରି ବଦଳରେ ଟଙ୍କା ନେଇଥିବା ଘୋଟାଲାରେ ଡିଏମକେ ମନ୍ତ୍ରୀ ସେନଥିଲ ବାଲାଜୀଙ୍କୁ ମାଦ୍ରାସ ହାଇକୋର୍ଟରୁ ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ ସେନଥିଲଙ୍କୁ ଇଡି ଦ୍ୱାରା ଗିରଫଦାରୀକୁ ସମର୍ଥନ କରିଛନ୍ତି। ଏଥିସହ ତାଙ୍କୁ ତଳ କୋର୍ଟ ଦ୍ୱାରା ନିର୍ଦ୍ଦେଶ ହୋଇଥିବା ନ୍ୟାୟିକ…

ମହାରାଷ୍ଟ୍ର ହାଇଡ୍ରାମା: ଶରଦଙ୍କୁ ଭେଟିଲେ ଅଜିତ ପାଓ୍ବାର

ମୁମ୍ବାଇ,୧୪।୭: ମହାରାଷ୍ଟ୍ର ହାଇଡ୍ରାମା ପରେ ମୁଖିଆ ଶଦର ପାଓ୍ବାରଙ୍କୁ ଭେଟିଛନ୍ତି ଅଜିତ ପାଓ୍ବାର। ଦାଦା-ପୁତୁରାଙ୍କ ଏହି କନ୍ଦଳ ଭିତରେ ପ୍ରଥମ ଥର ଶରଦଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଅଜିତ। ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣବେଳେ ଅଜିତଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଉଥିବା ସମୟରେ…

ସମାନ ନାଗରିକ ସଂହିତା: ମନ୍ତବ୍ୟ ରଖିବାର ଅବଧି ବଢାଇଲେ ଲ କମିଶନ

ନୂଆଦିଲ୍ଲୀ,୧୪।୭: ୟୁନିଫର୍ମ ସିଭିଲ କୋଡ ପର ସମାନ ନାଗରିକ ସଂହିତା(ୟୁସିସି) ଉପରେ ଜନସାଧାରଣଙ୍କ ମନ୍ତବ୍ୟ ରଖିବା ପାଇଁ ସମୟସୀମା ବଢାଇଲେ ଲ କମିଶନ। ଏହାର ଶେଷ ତାରିଖ ଜୁଲାଇ ୧୪ତାୀଖ ପର୍ଯ୍ୟନ୍ତ ଥିଲା ଯାହାକୁ ବୃଦ୍ଧି କରାଯାଇ ଜୁଲାଇ ୨୮ କରାଯାଇଛି।

ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଧରାପଡିଲେ ଡେଟ୍ରୋଇଟ ପୋଲିସ କମିଶନର

ଓ୍ବାଶିଂଟନ୍‌,୧୪।୭: ଡେଟ୍ରୋଇଟ ପୋଲିସ କମିଶନର ବ୍ରାଏନ ଫର୍ଗୁସନ ନିଜ କାରରେ ବେଶ୍ୟାଙ୍କ ସହ ଧରାପଡ଼ିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରିଆନ ଫର୍ଗୁସନ ଏକ ବିବୃତ୍ତିରେ କହିଛନ୍ତି, “ପୋଲିସ ତତ୍ୱାବଧାନରେ ଡେଟ୍ରୋଇଟ ଲୋକଙ୍କ ସେବା କରିବା ଏକ ଗୌରବର ବିଷୟ…

ଜାପାନରେ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲା ନାଟୋ

ବେଜିଂ,୧୪।୭:ନାଟୋ ଜାପାନରେ ନିଜ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ ଚାଇନାକୁ ଆଶ୍ୱସ୍ତି ମିଳିଛି। ଲିଥୁଆନିଆର ରାଜଧାନୀ ବିଲୁନସରେ ଆରମ୍ଭ ହୋଇଥିବା ନାଟୋ ଶିଖର ସମ୍ମିଳନୀରେ ପାରିତ ହୋଇଥିବା ଘୋଷଣା ପତ୍ରରେ ଟୋକିଓରେ କାର୍ଯ୍ୟାଳୟ ଖୋଲିବା ନେଇ ଉଲ୍ଲେଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri