ଦିଲ୍ଲୀ ସେବା ବିଲ୍: ବିଜେଡିକୁ ଚିଦାମ୍ବରମ୍ଙ୍କ ସମାଲୋଚନା
ନୂଆଦିଲ୍ଲୀ,୩।୮: ଦିଲ୍ଳୀ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରର ବିଲ୍କୁ ବୁଧବାର ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସମର୍ଥନ ଘୋଷଣା କରିଛି। ଏହା ପୂର୍ବରୁ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ଏବଂ ଆନ୍ଧ୍ରର ଶାସକ ଓ୍ବାଇଏସ୍ଆର୍…
ମୁଁ ଅହଂକାରୀ ନୁହେଁ: ରାହୁଲ
ନୂଆଦିଲ୍ଲୀ,୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ ହେବାକୁ ଥିବା ଶୁଣାଣି ପୂର୍ବରୁ ବୁଧବାର ସେ ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି, ମୁଁ ଏହି…
ମହାକାଶରେ ମୃତ୍ୟୁ ଘଟିଲେ…
ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି ସ୍ପେସ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ୧୯୮୬ରୁ ୨୦୦୩…
ହରିୟାଣା ସାମ୍ପ୍ରଦାୟିକ ହିଂସା :ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ
ନୂଆଦିଲ୍ଲୀ,୩ା୮ : ଦିଲ୍ଲୀ ସଂଲଗ୍ନ ହରିୟାଣାରେ ସାମ୍ପ୍ରଦାୟିକ ହିଂସାରେ ୬ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସୁରକ୍ଷା ବଳ ମୁତୟନ ଏବଂ…
୪ ମାସରେ ୧,୨୨୪ ମୃତ
ନୂଆଦିଲ୍ଲୀ,୩ା୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା ଓ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଭାରତରେ ଗତ ୪ ମାସ ମଧ୍ୟରେ ୧,୨୨୪ ଜଣଙ୍କ ଜୀବନ ଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ତଥ୍ୟ ପ୍ରଦାନ କରାଯାଇଛି। ମୃତକଙ୍କ ମଧ୍ୟରୁ…
ମଣିପୁର ହିଂସା: ୧୪ହଜାର ସ୍କୁଲ ପିଲା ବିସ୍ଥାପିତ
ନୂଆଦିଲ୍ଲୀ,୩।୮: ଗତ ପ୍ରାୟ ୩ ମାସ ଧରି ମଣିପୁରରେ ସୃଷ୍ଟ ହିଂସାରେ ପ୍ରାୟ ୧୪ହଜାର ସ୍କୁଲ ପିଲା ବିସ୍ତାପିତ ହୋଇଛନ୍ତି। ଏଥିମଧ୍ୟରୁ ୯୩ପ୍ରତିଶତ ପିଲାଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅର୍ନ୍ନପୂର୍ଣ୍ଣା ଦେବୀ ବୁଧବାର ରାଜ୍ୟ…
ଇମ୍ରାନଙ୍କୁ ପୁଣି ଝଟ୍କା
ଇସଲାମାବାଦ,୨ା୮: ବୁଧବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପୁଣି ଥରେ ବଡ଼ ଝଟ୍କା ଲାଗିଛି। ଦ୍ୱିତୀୟ ଥର ପାଇଁ ତୋସାଖାନା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ୟାହିଆ ଆଫ୍ରିଦି କହିଛନ୍ତି, ଆପଣ ଯେଉଁ ସାହାଯ୍ୟ…
ମିଶନ ୨୪: କର୍ନାଟକ କଂଗ୍ରେସର ସମରସଜ୍ଜା
କର୍ନାଟକ କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି ଦଳ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ। ବୁଧବାର ଖାର୍ଗେ ଓ ରାହୁଲ ଗାନ୍ଧୀ କର୍ନାଟକର ପାର୍ଟି ମୁଖ୍ୟାଳୟର ଏହି ବୈଠକରେ ଯୋଗ ଦେଇଛନ୍ତି। ତେବେ ଅଗାମୀ ୨୦୨୪ଲୋକସଭା ନିର୍ବାଚନର ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସର…
ଭାଜପାରେ ଯୋଗ ଦେଲେ ତେଲଗୁ ଅଭିନେତ୍ରୀ ଜୟସୁଧା
ହାଇଦ୍ରାବାଦ,୨।୮: ତେଲଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟକ ଜୟସୁଧା ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ଭାଜପା ସଭାପତି ଜି କିଶନ ରେଡ୍ଡୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବରୁ…
ବିପଦ ସଙ୍କେତ ଟପିଲା ବୈତରଣୀ
ଆନନ୍ଦପୁର,୨ା୮(ସନ୍ତୋଷ ରାଉତ): ବୈତରଣୀ ନଦୀରେ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଆନନ୍ଦପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦପୁରଠାରେ ବୈତରଣୀର ବନ୍ୟାଜଳ ୩୪.୦୩୦ ମି. ରହିଥିଲା ବେଳେ ୯ଟାରେ ସତର୍କ ସଙ୍କେତ ଅତିକ୍ରମ କରି ୩୭.୪୫୦…
କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ, ୪୭ହଜାର ନେଇଛନ୍ତି ଅବସର
ନୂଆଦିଲ୍ଲୀ,୨।୮: କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର ବୁଧବାର ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିଆରପିଏଫ, ବିଏଏଫ ଏବଂ ଦିଲ୍ଲୀ ପୋଲିସ ଭଳି କେନ୍ଦ୍ରୀୟ ସୁରକ୍ଷା ବାହିନୀରେ…
ଏଣିକି ନକଲି ଔଷଧ କରିପାରିବେ ଚିହ୍ନଟ, ଔଷଧ ଉପରେ ରହିବ କ୍ୟୁଆର କୋଡ୍
ନୂଆଦିଲ୍ଲୀ: ନକଲି ଔଷଧରେ ଲାଗିବ ଲଗାମ। ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍…
Archives


