ମଣିପୁରରେ ୨ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୫ମ ଅଭିଯୁକ୍ତ ଗିରଫ
ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ପୋଲିସ ପଞ୍ଚମ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଶୁକ୍ରବାର ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୧୯ରେ ଦେଖାଦେଇଥିବା ଏକ ଭିଡିଓରେ ୨ଜଣ ମହିଳାଙ୍କୁ ଉଲଗ୍ନ କରି…
ଗୋଟିଏ ମାସରେ ତୃତୀୟ ଥର ଛତିଶଗଡ଼ ପହଞ୍ଚିବେ ଅମିତ ଶାହା, ନିର୍ବାଚନ ରାଲିକୁ ନେଇ ହେବ ହାଇଲେବଲ ବୈଠକ
ନୂଆଦିଲ୍ଲୀ,୨୨।୭: ଚଳିତ ବର୍ଷ ଶେଷ ବେଳକୁ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନ୍ୟ ସମସ୍ତ ରାଜନୈତିକ ଦଳ ସହ ଭାରତୀୟ ଜନତା ପାର୍ଟି(ଭାଜପା) ବି ମଇଦାନsକୁ ଓହ୍ଲାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର…
ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ
ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଅଛି। ଆମେରିକୀୟ ହିନ୍ଦୁ ସମାଜ ଏହାକୁ…
କୋହଲିଙ୍କ ସ୍ମରଣୀୟ ଶତକ
ପୋର୍ଟ ଅଫ୍ ସ୍ପେନ୍, ୨୨।୭: ବିରାଟ କୋହଲିଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବଡ଼ ସ୍କୋର ପଥରେ ଅଗ୍ରସର ହୋଇଛି। ଶୁକ୍ରବାର ଦ୍ୱିତୀୟ ଦିବସ ମଧ୍ୟାହ୍ନ…
କିମଙ୍କୁ ଚେତାବନୀ ଦେଲା ଦକ୍ଷିଣ କୋରିଆ
ସିଓଲ,୨୨।୭: ଉତ୍ତର କୋରିଆ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିବା ମଧ୍ୟରେ କିମ ଜୋନ ଉନ ଶାସନକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ସିଓଲରୁ ପକ୍ଷରୁ କୁହାଯାଇଛି ଯେ ଯଦି ଉତ୍ତର କୋରିଆ ଆମ ଉପରେ କୌଣସି ପ୍ରକାର ଆଣବିକ ଆକ୍ରମଣ…
ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୮୭୦୨୬ ଭାରତୀୟ ଛାଡିଛନ୍ତି ନାଗରିକତା: ଏସ ଜୟଶଙ୍କର
ନୂଆଦିଲ୍ଲୀ,୨୨।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଲୋକ ସଭାରେ କହିଛନ୍ତି କି ଚଳିତ ବର୍ଷ ଜୁନ ସୁଦ୍ଧା ୮୭,୦୨୬ ଜଣ ଭାରତୀୟ ନିଜ ନାଗରିକତା ଛାଡିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି କି ୨୦୧୧ରୁ ଏବେ ପର୍ଯ୍ୟନ୍ତ ୧୭.୫୦…
ମଣିପୁର ଯୌନହିଂସା: ସଂସଦରେ ଅଚଳାବସ୍ଥା
ନୂଆଦିଲ୍ଲୀ,୨୨ା୭: ମଣିପୁର ହିଂସା ଓ ଯୌନହିଂସାକୁ ନେଇ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅଚଳାବସ୍ଥା ଜାରି ରହିବାରୁ ଗୃହକାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଶୁକ୍ରବାର ଲୋକ ସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ, ଡିଏମ୍କେ ଏବଂ ବାମପନ୍ଥୀ ସଦସ୍ୟମାନେ…
ଭାରତ-ଶ୍ରୀଲଙ୍କା ଆର୍ଥିକ ସହଭାଗିତା ବଢ଼ିବ
ନୂଆଦିଲ୍ଲୀ,୨୨ା୭: ଭାରତ ଏବଂ ଶ୍ରୀଲଙ୍କା ଆର୍ଥତ୍କ ସହଭାଗିତାରେ ଉଲ୍ଲେଖନୀୟ ବୃଦ୍ଧି ନେଇ ଦୁଇ ଦେଶ ଶୁକ୍ରବାର ମହତ୍ତ୍ୱାକାଂକ୍ଷୀ ଭିଜନ ଡକ୍ୟୁମେଣ୍ଟ ଆପଣାଇଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…
ଆଜି ଦେଶର ୪୪ଟି ସ୍ଥାନରେ ଆୟୋଜିତ ହେବ ରୋଜଗାର ମେଳା, ୭୦ ହଜାରରୁ ଅଧିକନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପ୍ରାୟ ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଯୁବକମାନଙ୍କୁ ସମ୍ବୋଧିତ…
ହରତାଳ କରିବେ ପାକିସ୍ତାନୀ ପେଟ୍ରୋଲିୟମ ଡିଲର
ଇସଲାମବାଦ,୨୧।୭: ଅର୍ଥସଙ୍କଟରେ ଯୁଝୁଥିବା ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛି। ପାକିସ୍ତାନର ପେଟ୍ରୋଲିୟମ ଡିଲରମାନେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଏନେଇ ସେମାନେ ଶନିବାର ଠାରୁ ଦେଶବ୍ୟାପୀ ଧର୍ମଘଟ କରିବାକୁ…
ଟ୍ରେନ୍ ଧକ୍କାରେ ସିଂହ ମୃତ
ଅମ୍ରେଲି,୨୧।୭: ଗୁଜୁରାଟର ଆମ୍ରେଲି ଜିଲାରେ ଏକ ମାଲଗାଡି ଟ୍ରେନ ଧକ୍କାରେ ଗୋଟିଏ ସିଂହର ମତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ଆହତ ହୋଇଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨.୫୫ ସମୟରେ ରାଜୁଲା ତାଲୁକା ଅନ୍ତର୍ଗତ ଉଚାୟା ଗ୍ରାମ ନିକଟରେ ଏପରି…
ଓଏନଜିସି ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ
ଗୌହାଟୀ,୨୧।୭: ଆସାମ ଶିବସାଗରର ଅୟଲ ଆଣ୍ଡ ନାଚରାଲ ଗ୍ୟାସ କର୍ପୋରେଶନ(ଓଏନଜିସି) ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପୋଲିସ ଏବଂ ଓଏନଜିସି ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଛି।
Archives


