ଏୟାର ଇଣ୍ଡିଆର ବଡ଼ ଘୋଷଣା: ଦିଲ୍ଲୀରୁ ଚାଇନାକୁ ନନ୍ଷ୍ଟପ୍ ବିମାନ ସେବା
ନୂଆଦିଲ୍ଲୀ,୧୭ା୧୧: ଏୟାର ଇଣ୍ଡିଆ ୧ ଫେବୃଆରୀ ୨୦୨୬ରୁ ଦିଲ୍ଲୀ ଏବଂ ଚାଇନାର ସାଂଘାଇ ମଧ୍ୟରେ ନନ୍ଷ୍ଟପ ବିମାନ ସେବା ପୁନଃ ଆରମ୍ଭ କରିବ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଭାରତ ଏବଂ ଚାଇନା ମଧ୍ୟରେ…
କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ବିଧାୟକ ଦଳ ବୈଠକରେ ତେଜସ୍ବୀଙ୍କୁ ମିଳିଲା ବଡ ଦାୟିତ୍ୱ
ପାଟନା,୧୭।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜସ୍ୱୀ ଯାଦବ ସୋମବାର ଦିନ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ପାଇବା ପାଇଁ ଗୃହର ମୋଟ ସଂଖ୍ୟା (୨୪୩…
ଅଷ୍ଟମ ବେତନ କମିଶନ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କର୍ମଚାରୀ, ଶ୍ରମିକ ମହାସଂଘ
ନୂଆଦିଲ୍ଲୀ,୧୭।୧୧: ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟାବଳୀର ସର୍ତ୍ତାବଳୀ(ToR)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିବାକୁ ଦାବି କରି କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ମହାସଂଘ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛି। ଏହି ମହାସଂଘ ପ୍ରାୟ ୬୯ ଲକ୍ଷ…
ଶେଖ ହାସିନା ଦୋଷୀ ସାବ୍ୟସ୍ତ: ମିଳିବ ଫାଶୀ
ଢାକା,୧୭।୧୧: ବାଂଲାଦେଶର ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଶେଖ ହାସିନାଙ୍କ ବିରୋଧରେ ଏକ ରାୟ ପ୍ରକାଶ କରିଛି। କୋର୍ଟ ତାଙ୍କୁ ଜୁଲାଇ ବିଦ୍ରୋହ ପାଇଁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ…
ପାତ୍ର ଥିଲେ ସିନା
ବିହାର ବିଧାନସଭା ନିର୍ବାଚନ ଫଳ ଭାରତୀୟ ରାଜନୈତିକ ଇତିହାସ ପାଇଁ ଏକ ନୂଆ ପାଣ୍ଡୁଲିପି ଲେଖିଛି। ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ କୁମାର ଓ କ୍ଷମତା ରାଜନୀତିରେ ସହଯୋଗୀ ଭାଜପା ସରକାରୀ ବିରୋଧୀ ପବନର ସମ୍ମୁଖୀନ ହୋଇପାରନ୍ତି ବୋଲି…
ମେକ୍ସିକୋରେ ବିକ୍ଷୋଭ ବେଳେ ହିଂସା
ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍ ଜି ଆନ୍ଦୋଳନ ଜୋର୍ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର ବିକ୍ଷୋଭକାରୀ ଶନିବାର ‘ଜେନେରେଶନ ଜି’ ବ୍ୟାନରରେ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅପରାଧ,…
ଆଜି ଢେଙ୍କାନାଳ ବନ୍ଦ: ଟିପିସିଓଡିଏଲ୍ର ଶୋଷଣକୁ ନେଇ ପ୍ରତିବାଦ
ଢେଙ୍କାନାଳ,୧୭ା୧୧(ରତନ ନାୟାର):ଟିପିସିଓଡିଏଲ୍ର ଶୋଷଣ ପ୍ରତିବାଦରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ପକ୍ଷରୁ ଜିଲା ଓକିଲ ସଂଘ ଆବାହକତ୍ୱରେ ସୋମବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଏଥିପାଇଁ ସହର…
ଦିଲ୍ଲୀ ବିସ୍ଫୋରଣ: ରହସ୍ୟରେ ୯ ଏମ୍ଏମ୍ ଗୁଳି
ନୂଆଦିଲ୍ଲୀ,୧୭ା୧୧(ଏଜେନ୍ସି):ନଭେମ୍ବର ୧୦ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଲାଲ୍କିଲ୍ଲା ନିକଟରେ ଏକ ବଡ଼ଧରଣର ବିସ୍ଫୋରଣରେ ଥରି ଉଠିଥିଲା ଜାତୀୟ ରାଜଧାନୀ। ଚାହୁଁ ଚାହୁଁ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ୨୦୦୮ ସେପ୍ଟେମ୍ବର…
ଦିଲ୍ଲୀ କାର୍ ବିସ୍ଫୋରଣ: କାର୍ ଯୋଗାଇଥିବା ସହଯୋଗୀ ଗିରଫ
ନୂଆଦିଲ୍ଲୀ,୧୬ା୧୧: ଦିଲ୍ଲୀରେ ନଭେମ୍ବର ୧୦ ତାରିଖରେ ରେଡ୍ ଫୋର୍ଟ ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ଏହି ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ କାର୍ ଯୋଗାଇବାରେ ସାହାଯ୍ୟ କରିଥିବା ଜଣେ କାଶ୍ମୀରୀ ଯୁବକଙ୍କୁ ଜାତୀୟ…
ବିହାର ନିର୍ବାଚନ ପରେ ଲାଲୁ ପରିବାରରେ ମହାଭାରତ, ଜାଣନ୍ତୁ ସମ୍ପୂର୍ଣ୍ଣ ଭିତିରି କାହାଣୀ
ନୂଆଦିଲ୍ଲୀ,୧୬ା୧୧: ବିହାର ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଶୋଚନୀୟ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଲାଲୁ ଯାଦବଙ୍କ ପରିବାରରେ ବଡ଼ ଧରଣର କଳହ ଦେଖାଦେଇଛି। ଘଟଣା ଏପରି ଚରମ ସୀମାରେ ପହଞ୍ଚିଛି ଯେ ଲାଲୁଙ୍କ ଝିଅ ତଥା ତାଙ୍କୁ କିଡ୍ନୀ…
ନୂଆପଡ଼ା ଫଳାଫଳରେ କାରସାଦି ଅଭିଯୋଗ: ନିର୍ବାଚନ କମିଶନଙ୍କୁ ନିନ୍ଦା କଲେ ସ୍ନେହାଙ୍ଗିନୀ ଛୁରିଆ
ନୂଆପଡ଼ା,୧୬ା୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ସଙ୍ଗୀନ ଅଭିଯୋଗ ଆଣିଛି। ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନ କରିବା ସହ ନିର୍ବାଚନ କମିଶନଙ୍କୁ କଡ଼ା ନିନ୍ଦା କରିଛନ୍ତି। ଛୁରିଆ…
ମୋ’ ଭଉଣୀକୁ କେହି ଅପମାନିତ କଲେ ବୁଲିବ ସୁଦର୍ଶନ ଚକ୍ର, ଜାଣନ୍ତୁ କାହିଁକି ଏମିତି କହିଲେ ଭାଇ ତେଜପ୍ରତାପ
ପାଟ୍ନା,୧୬ା୧୧: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଘର ଏବଂ ଦଳ ଛାଡ଼ିବା ବିଷୟରେ ବୟାନ ପରେ ଭାଇ ତେଜପ୍ରତାପ ଯାଦବ ଏବେ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ସେ ପ୍ରଚଣ୍ଡ ରାଗିଯାଇଛନ୍ତି। ସେ କହିଛନ୍ତି ଯେ, ଯିଏ…
Archives


