ସରକାର ବିଫଳ, ପ୍ରଧାନମନ୍ତ୍ରୀ ଉଦାସୀନ
ନୂଆଦିଲ୍ଲୀ,୩୧ା୭: ପ୍ରାୟ ୩ ମାସ ଧରି ହିଂସା ଲାଗିରହିଥିବା ମଣିପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏହାର ସମାଧାନ କରି ଶାନ୍ତି ଫେରାଇ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିଫଳ ହୋଇଛନ୍ତି। ଏତେ ସବୁ ଘଟିଯିବା…
ପାକିସ୍ତାନ ବଜାରରେ ବିସ୍ଫୋରଣ, ଅତିକମରେ ୨୦ ମୃତ
ଇସଲାମାବାଦ,୩୦।୭: ପାକିସ୍ତାନର ଖେବର ପଖତୁନଖ୍ବା ବଜାରରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଜମିୟତ…
ମଣିପୁରକୁ ୩ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କଲେ ହିଂସା ବନ୍ଦ ହେବ: ଭାଜପା ବିଧାୟକ…
ଇମ୍ଫାଲ,୩୦।୭ : କୁକି ନେତା ତଥା ଭାଜପା ବିଧାୟକ ପାଉଲେନଲାଲ ହାକିପ କହିଛନ୍ତି ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟକୁ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେରେ ବିଭକ୍ତ କରାଯିବା ଉଚିତ। ଦେଇଥିବା ଏକ ସାକ୍ଷାତକାରରେ ହାକିପ ମଣିପୁରର ଜାତିଗତ ବିଚ୍ଛିନ୍ନତାକୁ ରାଜନୈତିକ ଏବଂ…
ସଶସ୍ତ୍ର ବାହିନୀର ପରିଚୟ ଅନୁଶାସନ: ମଞ୍ଜୁରୀରୁ ଅଧିକ ଛୁଟି ନେଇଥିବା ଯବାନଙ୍କ ଆବେଦନକୁ ପ୍ରତ୍ୟାଖାନ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩୦।୭ : : ମଞ୍ଜୁରୀ ଅପେକ୍ଷା ଅଧିକ ଛୁଟି ନେଇଥିବାରୁ ଜଣେ ସେନା କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ କରି କହିଛନ୍ତି ଯେ ଶୃଙ୍ଖଳିତ ହେବା ସଶସ୍ତ୍ର ବାହିନୀର ସେବାର ଏକ ଅନ୍ତନିର୍ହିତ ଅଂଶ ଏବଂ ଏ ବାବଦରେ କୌଣସି ଆଶ୍ୱସ୍ତି ପ୍ରଦାନ…
ଆଡଭାଣୀଙ୍କୁ ଅପମାନିତ କରିବାରେ ଭାଜପା କୌଣସି ପ୍ରୟାସ ଛାଡ଼ି ନାହିଁ: କମଲନାଥ…
ଭୋପାଳ,୩୦।୭ : ମଧ୍ୟପ୍ରଦେଶ କଂଗ୍ରେସ ୟୁନିଟ ସଭାପତି କମଲ ନାଥ ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ଏଲ.କେ ଆଡଭାଣୀଙ୍କୁ ଅପମାନିତ କରିବାରେ ଭାଜପା କୌଣସି ପ୍ରୟାସ ଛାଡିନାହିଁ। ବାସ୍ତବରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ କମଲନାଥ ଏବଂ କେନ୍ଦ୍ର…
ମୋ ମାଟି, ମୋ ଦେଶ ଅଭିଯାନ ଆରମ୍ଭ ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩୦।୭ : ଦେଶର ଶହୀଦ ବୀର ଯବାନମାନଙ୍କ ସମ୍ମାନାର୍ଥେ ସ୍ବାଧୀନତା ଦିବସ ପୂର୍ବରୁ ରବିବାର (ଜୁଲାଇ ୩୦) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେରୀ ମାଟି ମେରା ଦେଶ’(ମୋ ମାଟି, ମୋ ଦେଶ) ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ପିଏମ…
ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ
ଭୁବନେଶ୍ୱର,୩୦ା୭(ଅସମାପିକା ସାହୁ): ନୟାଗଡ଼ ଗୌରବ ଆଇରନ ମ୍ୟାନ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ ଏଲ୍ବ୍ରସ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର…
ରାଷ୍ଟ୍ରପତିଙ୍କ ପୁଅ ଗିରଫ, ନିର୍ବାଚନ ପ୍ରଚାର ସମୟରେ ଡ୍ରଗ୍ସ ବେପାରୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ
ବୋଗୋଟା,୩୦।୭: କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ପୁଅକୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ, ରାଷ୍ଟ୍ରପତିଙ୍କ ପୁଅ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ବେଆଇନ ଭାବେ ବଟି ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ, ଡ୍ରଗ୍ସ ବେପାରୀଙ୍କଠାରୁ ସେ ବେଆଇନ ଭାବେ ଟଙ୍କା…
ଆଣ୍ଟାର୍କଟିକାରେ ଭାଙ୍ଗିଲା ୪୫ ବର୍ଷର ରେକର୍ଡ, ଜମାଟ ବାନ୍ଧିଲା ନାହିଁ ବରଫ
ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଅନେକ ଦେଶ ପାଣିପାଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ବନ୍ୟା, କେଉଁଠାରେ ବଢୁଛି ତାପମାତ୍ରା। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆଣ୍ଟାର୍କଟିକାରେ ଚଳିତ ବର୍ଷ ରେକର୍ଡ…
ଅବମାନନା ମାମଲାରେ ଇମ୍ରାନଙ୍କ ଉପରେ ଅଗଷ୍ଟ ୨ରେ ହେବ ଶୁଣାଣି, ହାଜର ହେବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ
ଇସଲାମବାଦ,୩୦।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କୁ ଅବମାନନା ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଅଗଷ୍ଟ ୨ରେ ଏହି ମାମଲାର ଶୁଣାଣି ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ତଥା ତାଙ୍କ ଅନ୍ୟ ସହଯୋଗୀଙ୍କ ବିରୋଧରେ…
ବିନା ପୁରୁଷ ସାଥିରେ ୪୦୦୦ ମହିଳା କରିଛନ୍ତି ହଜ ଯାତ୍ରା: ମୋଦି
ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ହେଉଛି ୧୦୩ ତମ ଏପିସୋଡ। ଏହି ଏପିସୋଡରେ ପ୍ରଧାନମନ୍ତ୍ରୀ କିଛି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଦେଶବାସୀଙ୍କ ଅସାଧାରଣ ସାହସର…
୮ ମାସ ପରେ ଆକ୍ଟିଭେଟ୍ ହେଲା ଲୋକପ୍ରିୟ ଆମେରିକୀୟ ରାପର୍ କାନୟେ ୱେଷ୍ଟଙ୍କ ଟ୍ବିଟର୍ ଆକାଉଣ୍ଟ
ଓ୍ବାଶିଂଟନ୍,୩୦।୭: ଲୋକପ୍ରିୟ ଆମେରିକୀୟ ରାପର୍ କାନୟେ ୱେଷ୍ଟଙ୍କ ଟ୍ବିଟର ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭେଟ୍ କରାଯାଇଛି। କାନୟେଙ୍କ ଆକାଉଣ୍ଟ ଟ୍ବିଟର୍ ପ୍ଲାଟଫର୍ମରେ ‘ୟେ’ ନାମରେ ଜଣାଶୁଣା। ପ୍ରାୟ ଆଠ ମାସ ପୂର୍ବରୁ ତାଙ୍କ ଆକାଉଣ୍ଟକୁ ଟ୍ବିଟର୍ ବ୍ଲକ୍ କରିଦେଇଥିଲା। ତାଙ୍କ ପୋଷ୍ଟ ଆକ୍ରୋଶମୂଳକ…
Archives


