ମୋର କୌଣସି ପଶ୍ଚାତାପ ନାହିଁ, ବ୍ୟାନ ପରେ ହରମାନପ୍ରୀତ କୌରଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୨୧।୮ : ଭାରତୀୟ ମହିଳା ଦଳର ଅଧିନାୟକ ହରମାନପ୍ରୀତ କୌର ବାଂଲାଦେଶ ଗସ୍ତର ଶେଷ ମ୍ୟାଚରେ ଅନେକ ବିବାଦ ସୃଷ୍ଟି କରିଥିଲେ। ଏହା ପରେ ଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ଅଧିନାୟିକାଙ୍କ ଉପରେ ବ୍ୟାନ ଲଗାିଥିଲେ। ବାରଣ କିନ୍ତୁ,…
ଲୋକସଭା ନିର୍ବାଚନ ଲଢ଼ିବାକୁ ସଞ୍ଜୟଙ୍କ ପ୍ରସ୍ତୁତି: ମୁମ୍ବାଇର ଉତ୍ତର ପୂର୍ବ ଆସନରୁ ଲଢ଼ିବା ଯୋଜନା…
ମୁମ୍ବାଇ,୨୧।୮ : ଲୋକସଭା ର୍ନିବାଚନରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କୁ ଲୋକସଭା ନିର୍ବାଚନୟରେ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚାଲିଛି। ଦଳ ଚାହୁଁଛି ସଞ୍ଜୟ ରାଉତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ରାଉତ ମୁମ୍ବାଇର ଉତ୍ତର ପୂର୍ବ ଲୋକସଭା…
ନୀତୀଶ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି: ଭାଜପା…
ନୂଆଦିଲ୍ଲୀ,୨୧।୮ : ଭାରତୀୟ ଜନତା ପାର୍ଟି ବିହାରରେ ଘଟିଥିବା ଅପରାଧିକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି କହିଛି ସେ ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି, କିନ୍ତୁ ତାଙ୍କ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବାରେ ମଧ୍ୟ…
ଆମେରିକା-ଦକ୍ଷିଣ କୋରିଆକୁ କଡ଼ା ଜବାବ ଦେଲେ କିମ୍: କଲେ କ୍ଷେପଣାସ୍ତ୍ର ପରୀକ୍ଷଣ…
ପ୍ୟୋଙ୍ଗାୟାଙ୍ଗ୨୧।୮ : ଉତ୍ତର କୋରିଆ ର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆମେରିକା ଏବଂ ଦକ୍ଷିଣ କୋରିଆକୁ କଡ଼ା ଜବାବ ନେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ନୌସେନା ଜାହାଜରୁ କ୍ରୁଜ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନର…
ଅଧିକାରୀମାନଙ୍କୁ ବିଦେଶୀ ଶବ୍ଦ-କାର-ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ମନା: ପୁଟିନଙ୍କ ନିର୍ଦ୍ଦେଶ…
ମସ୍କୋ,୨୧।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ ଶେଷ ହେବ ତାହା ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିଛି। ଭାରତ ସମେତ ଅନେକ ବଡ ଦେଶର ଶାନ୍ତି ଆବେଦନ ପରେ ମଧ୍ୟ ଏଥିରୁ କୌଣସି ଫଳାଫଳ…
ନେଦରଲାଣ୍ଡ-ଡେନମାର୍କର ବଡ ନିଷ୍ପତ୍ତି, ୟୁକ୍ରେନକୁ ଦେବେ ଏଫ-୧୬ ଯୁଦ୍ଧ ବିମାନ…
କିଭ,୨୧।୮ : ନେଦରଲାଣ୍ଡ ଏବଂ ଡେନମାର୍କ ୟୁକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନ ଯୋଗାଇବେ। ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଏହା ବିଷୟରେ କହିଛନ୍ତି। ଏହାପୂର୍ବରୁ ରୁଟ ନେଦରଲାଣ୍ଡର ବିମାନବନ୍ଦରରେ ଜେଲେନସ୍କିଙ୍କୁ ଭେଟିଥିଲେ। କିଛି ସର୍ତ୍ତ ପୂରଣ…
ଇରାନରେ ପହଞ୍ଚିଲା ଭାରତୀୟ ଯୁଦ୍ଧପୋତ ଆଇଏନଏସ ତ୍ରିକନ୍ଦ…
ତେହେରାନ,୨୧।୮ : ଇରାନର ବନ୍ଦର ସହର ବାନ୍ଦର ଅବ୍ବାସରେ ଭାରତୀୟ ନାଭାଲ ଜାହାଜ ଆଇଏନଏସ ତ୍ରିକନ୍ଦ ପହଞ୍ଚିଛି। ପରେ ଏହାକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନୌସେନାର ମୁଖପାତ୍ର କହିଛନ୍ତି ଆଞ୍ଚଳିକ ଦେଶମାନଙ୍କ ସହ ସହଯୋଗୀ ସାମୁଦ୍ରିକ ଯୋଗଦାନ ଦିଗରେ ଭାରତୀୟ ନୌସେନାର…
କର୍ନାଟକ ଦଳଗତ ଚାମ୍ପିୟନ
ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଆକ୍ୱାଟିକ୍ ସେଣ୍ଟରରେ ଜାତୀୟ ଜୁନିୟର ଏବଂ ସବ୍ଜୁନିୟର ଆକ୍ୱାଟିକ୍ ଚାମ୍ପିୟନଶିପ୍ ରବିବାର ଉଦ୍ଯାପିତ ହୋଇଛି। ଏଥିରେ ମୋଟ ୧୧୯ଟି ପଦକ ଜିତି କର୍ନାଟକ ଓଭରଅଲ୍ ଚାମ୍ପିୟନ ହୋଇଛି। ଏହା ମଧ୍ୟରେ ୫୦…
ମହାରାଷ୍ଟ୍ର ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ
ଭୁବନେଶ୍ୱର, ୨୧।୮(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ରବିବାର ଶେଷ ହୋଇଛି ଜାତୀୟ ଜୁନିୟର ଓ ସବ୍ଜୁନିୟର ଆକ୍ୱାଟିକ୍ ଚାମ୍ପିୟନଶିପ୍। ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ପ୍ରତିଯୋଗିତାରେ ୨୫ ରାଜ୍ୟ ଓ ଅନୁଷ୍ଠାନରୁ ୯୦୦ରୁ ଊର୍ଦ୍ଧ୍ୱ ସନ୍ତରଣକାରୀ ଅଂଶଗ୍ରହଣ…
ମଧ୍ୟପ୍ରଦେଶରେ ୩,୦୦୦ ଟଙ୍କା ବେରୋଜଗାରୀ ଭତ୍ତା ପ୍ରତିଶ୍ରୁତି ଦେଲେ କେଜ୍ରିଓ୍ବାଲ
ସାତନା,୨୧ା୮(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍ରିଓ୍ବାଲ ରବିବାର ଯୁବବର୍ଗଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ସମେତ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଗ୍ୟାରେଣ୍ଟି ମଧ୍ୟରେ ରହିଛି ମାଗଣା…
ଫିଫା ମହିଳା ବିଶ୍ୱକପ୍: ପ୍ରଥମ ଥର ସ୍ପେନ୍ ଚାମ୍ପିୟନ୍
ସିଡ୍ନୀ,୨୧ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପ ଶେଷ ହୋଇଛି। ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସ୍ପେନ୍ ୟୁରୋ ଚାମ୍ପିୟନ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଉଭୟ ଦଳ ପ୍ରଥମ ଥର…
୨୨ରେ ଭାରତ ଏନ୍ସିଏପିର ଶୁଭାରମ୍ଭ
ଭୁବନେଶ୍ୱର,୨୧।୮: ଦିନକୁ ଦିନ ସଡକ ଦୁର୍ଘଟଣା ବିଭିନ୍ନ କାରଣରୁ ବୃଦ୍ଧି ପାଉଛି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ୨୨ ଅଗଷ୍ଟ ୨୦୨୩ ରେ କେନ୍ଦ୍ର ସରକାରଙ୍କର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଭାରତ ନୂତନ…
Archives


