ମଙ୍ଗଳ ଗ୍ରହରେ ବସତି ସ୍ଥାପନ ପାଇଁ ଆବଶ୍ୟକ ୨୨ଜଣ
ଓ୍ବାଶିଂଟନ୍,୨୭।୮: ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଅନେକ ପ୍ରକାରର ଗବେଷଣା ଓ ଅନୁସନ୍ଧାନ ଚାଲିଛି। ଏଥିମଧ୍ୟରେ ମଙ୍ଗଳ ଗ୍ରହରେ ବସତି ସ୍ଥାପନା ପାଇଁ ବୈଜ୍ଞାନିକମାନେ ଅଧିକ ଗବେଷଣା କରୁଛନ୍ତି। ତେବେ ବସତି ସ୍ଥାପନ ବିଷୟରେ ଚିନ୍ତା କଲେ ହେବନି ରହିବା…
ମୋଦିଙ୍କୁ ପ୍ରଶଂସା କଲେ ବିବେକ ରାମାସ୍ବାମୀ
ଓ୍ବାଶିଂଟନ,୨୭।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରୁଥିବା ଭାରତୀୟ ମୂଳବାସିନ୍ଦା ବିବେକ ରାମାସ୍ବାମୀ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ ସମ୍ପର୍କ ଚାଇନା ଉପରେ ଆମେରିକାର ନିର୍ଭରଶୀଳତାକୁ ଦୂର…
୫୦ କୋଟି ଲୋକଙ୍କୁ ବିଦ୍ୟୁତ ସୁବିଧା ଦେଇ ପାରିବ ସ୍ବିରେଜ ପାଣି: ଜାତିସଂଘ…
ନ୍ୟୁୟର୍କ,୨୭।୮ : ଡ୍ରେନ ଏବଂ ସ୍ବିରେଜର ଆବର୍ଜନା ଜଳ, ଯାହା ପରିବେଶ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ବଡ ସମସ୍ୟା ଭାବରେ ବିବେଚନା କରାଯାଏ, ତାହା ମଧ୍ୟ ଉପଯୋଗୀ ହୋଇପାରେ। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ନୂତନ ରିପୋର୍ଟ ବର୍ଜ୍ୟଜଳ ପରିବର୍ତ୍ତନ…
ଇତିହାସ ରଚିଲା ଭାରତୀୟ ରିଲେ ଟିମ୍
ବୁଦାପେଷ୍ଟ,୨୭।୮: ଭାରତର ପୁରୁଷ ୪x୪୦୦ ରିଲେ ଦଳ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ର ଫାଇନାଲରେ ଯୋଗ୍ୟତା ଅର୍ଜନ କରି ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲା। ଭାରତୀୟ ଦଳ ଏହି ଦୌଡ଼କୁ…
ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି ପଶ୍ଚିମବଙ୍ଗ: ଭାଜପା…
କୋଲକାତା,୨୭।୮ : ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସୁକାନ୍ତ ମଜୁମଦାର କହିଛନ୍ତି ପଶ୍ଚିମବଙ୍ଗର ବର୍ତ୍ତମାନର ସରକାର ହେଉଛନ୍ତି ପାକିସ୍ତାନ ପ୍ରେମୀ ସରକାର। ଆଇଏସଆଇ ଏଜେଣ୍ଟ ପରି…
ମୁନ ମିଶନ ଯୋଗ ଯୋଗୁ ଚନ୍ଦ୍ରପୃଷ୍ଠରେ ପଡି ରହିଛି ୨୦୦ଟନ୍ ଆବର୍ଜନା, ୧୦୦ ବ୍ୟାଗ ମାନବ ମଳ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୨୭।୮: ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରାୟାନ ୩। ଚନ୍ଦ୍ରାବତରଣ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସେମାନଙ୍କ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ରକେଟ୍ ନୁହେଁ ମାନବ ରକେଟ୍ ମଧ୍ୟ ୧୯୫୦ରୁ ମହାକାଶକୁ…
ଲଣ୍ଡନରେ ଥିବା ‘ଇଣ୍ଡିଆ କ୍ଲବ୍’ ସବୁଦିନ ପାଇଁ ହୋଇଯିବ ବନ୍ଦ, ସ୍ବାଧୀନତା ସଂଗ୍ରାମରେ ରହିଛି ଏହାର ସ୍ବତନ୍ତ୍ର ଯୋଗଦାନ
ଲଣ୍ଡନ,୨୭।୮: ଲଣ୍ଡନରେ 70 ବର୍ଷ ପୁରୁଣା ଐତିହାସିକ ‘ଇଣ୍ଡିଆ କ୍ଲବ’ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଏହାର ସ୍ବତନ୍ତ୍ର ଯୋଗଦାନ ରହିଛି। କୃଷ୍ଣ ମେନନଙ୍କ ସମେତ ଜାତୀୟତାବାଦୀ ସଂଗ୍ରାମୀଙ୍କ କେନ୍ଦ୍ର ଭାବରେ ଏହି କ୍ଲବ ଜଣାଶୁଣା…
ଏବେ ହେବା ସୂର୍ଯ୍ୟମୁହାଁ: ମନ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୭।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୦୪ତମ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଚନ୍ଦ୍ରଯାନ ମିଶନକୁ ପ୍ରଶଂସା କରିବା ସହ କହିଛନ୍ତି ଏହା ଏକ ଉଲ୍ଲେଖନୀୟ ସଫଳତା। ଆମର ବୈଜ୍ଞାନିକମାନଙ୍କ ସହିତ ବିଭିନ୍ନ କ୍ଷେତ୍ର…
ମୋବାଇଲ ମାନିଆ: କିଶୋର, ଛୋଟ ପିଲାଙ୍କ ମଧ୍ୟରେ ବଢୁଛି ଅନିଦ୍ରା ସମସ୍ୟା…
ସିଆଟେଲ,୨୭।୮ : କମ୍ପ୍ୟୁଟରରେ ଛୋଟ ପିଲା ଏବଂ କିଶୋରମାନେ ଅଧିକ ସମୟ ବିତାଇବା ଦ୍ୱାରା ଏବେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ସିଆଟେଲ ଶିଶୁ ହସପିଟାଲର ମୁଖ୍ୟ ଚିକିତ୍ସକ ତଥା ସ୍ଲିପିଙ୍ଗ ସେଣ୍ଟରର ମୁଖ୍ୟ ଶିଶୁ ଚିକିତ୍ସକ ମେଡା…
ମ୍ୟୁଜିୟମରୁ ୨୦୦୦ରୁ ଅଧିକ କଳାକୃତି ଗାଏବ
ଲଣ୍ଡନ,୨୭ା୮: ବ୍ରିଟେନ ମ୍ୟୁଜିୟମ୍ରୁ ୨୦୦୦ରୁ ଅଧିକ କଳାକୃତି କେଉଁଆଡ଼େ ଗାଏବ ହୋଇଯାଇଛି। ଯାହାକି ଅନ୍ଲାଇନ୍ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସେଗୁଡ଼ିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏଥିମଧ୍ୟରୁ କେତେକ ଐତିହାସିକ କଳାକୃତି ମଧ୍ୟ ଉଦ୍ଧାର କରାଯାଇଛି। ଏହି ସମୟରେ…
ଅଷ୍ଟ୍ରେଲିଆରେ ଆମେରିକୀୟ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ମାନବେରା,୨୭।୮: ଅଷ୍ଟ୍ରେଲିଆରେ ସାମରିକ ଅଭ୍ୟାସ ବେଳେ ପ୍ରାୟ ୨୦ ଆମେରିକୀୟ ନୌସେନାଙ୍କୁ ନେଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡାରୱିନ ଉତ୍ତରରେ ଥିବା ତିୱି ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି। ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଏହି ଦୁର୍ଘଟଣା ପ୍ରିଡେଟର ରନ…
ଫ୍ଲୋରିଡାରେ ଗୁଳିକାଣ୍ଡ: ୩ ମୃତ…
ଓ୍ବାଶିଂଟନ,୨୭।୮ : ଆମେରିକାର ଫ୍ଲୋରିଡାସ୍ଥିତ ଏକ ଜେନେରାଲ ଷ୍ଟୋରରେ ତିନି ଜଣଙ୍କୁ ଜାତିଆଣ ବିବାଦ ନେଇ ୩ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ କହିଛନ୍ତି ହତ୍ୟାକାରୀ ଜାତିଭିତ୍ତିକ…
Archives


