Home Middle

ନିର୍ବାଚନ ପରେ ଶୁଣାଣି କରାଯାଉ: ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୧୧।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟର ଫଳାଫଳକୁ ଆଗ୍ରାହ୍ୟ କରିବା ମାଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ କୋର୍ଟରେ ତାଙ୍କ ପକ୍ଷରୁ କୁହାଯାଇଥିଲା କି, ଏହି ମାମଲାର ଶୁଣାଣି ଆସନ୍ତା ଆମେରିକା ନିର୍ବାଚନ ପରେ…

ରାଜ୍ୟ ସଭାରୁ ଏଏପି ନେତା ରାଘବ ଚଡ୍ଡା ନିଲମ୍ବିତ

ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଏଏପି ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଗୃହରେ ତାଙ୍କର ଆଚରଣକୁ…

ରାଜ୍ୟ କ୍ୟାବିନେଟ୍‌ ବୈଠକ: ୧୯ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର,୧୧ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରୀ ମିଳିଛି। ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ଆଡ୍‌…

ଦେଶ ସ୍ବାଧୀନତା ପାଇବାର ୨୩ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା, ଜାଣନ୍ତୁ ପତାକା ପଛର ଆଉ କିଛି କଥା…

ନୂଆଦିଲ୍ଲୀ,୧୧ା୮: ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀମାନେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଥିଲେ। କିନ୍ତୁ ଦୀର୍ଘବର୍ଷ ଧରି ସେମାନଙ୍କର ଭାରତର ପତାକା ନ ଥିଲା। ଅବଶ୍ୟ ୧୮୫୭ର ବିପ୍ଳବ ପରେ ବ୍ରିଟିଶ ସରକାର ଆନୁଷ୍ଠାନିକ…

ବସ୍‌ରେ ଗୁଳିମାଡ଼: ୨୦ ମୃତ, ଅନେକ ଆହତ

ବିରୁଟ୍‌,୧୧ା୮: ପୂର୍ବ ସିରିଆର ଏକ ବସ୍‌ରେ କିଛି ଦୁର୍ବୃତ୍ତ ଗୁଳି ଚଳାଇବା ପରେ ଅତିକମ୍‌ରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିରୋଧୀ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଶୁକ୍ରବାର ସକାଳେ ଦେଶର ପୂର୍ବ ଭାଗରେ ସିରିଆର ସୈନ୍ୟମାନଙ୍କୁ ନେଇ…

ଆଇପିସି, ସିଆରପିସି ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୧୧।୮: ମଣିପୁର ହିଂସାକୁ ନେଇ ଗୃହରେ ଉତ୍ତେଜନା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶୁକ୍ରବାର ଶେଷ ହେବାକୁ ଯାଉଛି। ଆଜି ବି ଗୃହରେ ହଟ୍ଟଗୋଳ ଦେଖାଦେଇଛି। ଏସବୁ ଭିତରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଇଣ୍ଡିଆନ୍‌ ପେନାଲ…

ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୮: ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଭଳି ମାମଲା ନିର୍ବାଚନ ଆୟୋଗରେ ରଖାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ସିଧାସଳଖ ଶୁଣାଣି…

ଭାରତ ସାମ୍ନାରେ ମୁଣ୍ଡ ନୁଆଇଁଲା ବ୍ରିଟେନ, ‘ଖଲିସ୍ତାନ ସମର୍ଥକ ଉଗ୍ରବାଦ’ ପାଇଁ ୯୫ ହଜାର ପାଉଣ୍ଡ ଫଣ୍ଡିଂ ଘୋଷଣା

ଲଣ୍ଡନ,୧୧।୮: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ଟମ ତୁଗେଂଦହାଟ ‘ଖଲିସ୍ତାନ ସମର୍ଥକ ଉଗ୍ରବାଦ’ର ମୁକାବିଲା ପାଇଁ ବ୍ରିଟେନର କ୍ଷମତା ବଢାଇବାକୁ ୯୫,୦୦୦ ପାଉଣ୍ଡ(ପ୍ରାୟ ଏକ କୋଟି ଟଙ୍କା)ନୂଆ ଫଣ୍ଡିଂ ଘୋଷଣା କରିଛନ୍ତି।ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ ଗସ୍ତରେ ଆସିଥିବା ତୁଗେଣ୍ଡହାଟଙ୍କ ତିନି…

ମୁନ ମିଶନ: ଚନ୍ଦ୍ରାୟନ-୩ ପରେ ରୁଷିଆର ଲୁନା-୨୫ ଲଞ୍ଚ, ଇସ୍ରୋ ଜଣାଇଲା ଶୁଭେଚ୍ଛା

ନୂଆଦିଲ୍ଲୀ,୧୧।୮: ଭାରତ ପରେ ଏବେ ରୁଷିଆ ଲୁନର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାକୁ ପଠାଇଛି। ଶୁକ୍ରବାର ଲଞ୍ଚ ହେବାକୁ ଥିବା ଏହି ଚନ୍ଦ୍ରାୟନ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ରୁଷିଆ ମହାକାଶ…

ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ୟାନେଲରେ ସିଜେଆଇଙ୍କୁ ରଖିବାକୁ ଦାବି କରିଥିଲେ ଆଡଭାନୀ

ନୂଆଦିଲ୍ଲୀ,୧୧।୮: ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୦ ଗୁରୁବାର ପାର୍ଲାମେଣ୍ଟରେ ଏକ ବିଲ ଉପସ୍ଥାପନ ହୋଇଥିଲା, ଯେଉଁଥିରେ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଏକ ହାଇ ପାଓ୍ବାର କମିଟି ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ…

୧୪ରୁ ୨ୟ ପର୍ଯ୍ୟାୟ ଡାକ୍ତରୀ ନାମଲେଖା

ଭୁବନେଶ୍ୱର,୧୧ା୮(ଅସମାପିକା ସାହୁ): ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ୨୦୨୩ ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଏଫ୍‌ଏମ୍‌ ଏମ୍‌ସିଏଚ୍‌ ବାଲେଶ୍ୱରରେ ସବୁ ସିଟ୍‌ ପୂରଣ ହୋଇଥିବାବେଳେ ଅନ୍ୟ ମେଡିକାଲ କଲେଜରେ ମୋଟ ୪୫୨ଟି ସିଟ୍‌ ଖାଲି…

ଲୁଚିଛପି ପରମାଣୁ ଅସ୍ତ୍ର ବିକଶିତ କରୁଛି ଉତ୍ତର କୋରିଆ

ସିଓଲ,୧୧।୮: ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ଦେଶ ଉତ୍ତର କୋରିଆ ଲୁଚିଛପି ପରମାଣୁ ଅସ୍ତ୍ର ବିକଶିତ କରୁଛି। କେବଳ ସେତିକି ନୁହେଁ ଉତ୍ତର କୋରିଆ୨୦୨୩ରେ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଏବଂ ପରମାଣୁ ବିଖଣ୍ଡନୀୟ ସାମଗ୍ରୀ ଉତ୍ପାଦନ ଜାରି ରଖିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri