୩ ବର୍ଷରେ ୫୦୦ ବିଲିୟନ ଡଲାର ସୁଯୋଗ ପ୍ରଦାନ କରିବ ଜୈବ ଇନ୍ଧନ: ଆଇବିଏ ରିପୋର୍ଟ…
ନୂଆଦିଲ୍ଲୀ,୧୧।୯ : ଜି -୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଜୈବ ଇନ୍ଧନ ମିଳିତ ମଞ୍ଜୁରକୁ ଏକ ସ୍ବଚ୍ଛ ପରିବେଶ ଉପଯୋଗୀ ତଥା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଇଣ୍ଡିଆନ ବାୟୋଗ୍ୟାସ ଆସୋସିଏଶନ (ଆଇବିଏ) କହିଛି ଏହା…
ଅପରାଧିକ ଆଇନ ଉପରେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଲୋଡିଲା ସଂସଦୀୟ ସ୍ଥାୟୀ କମିଟି, ଭାରତୀୟ ନ୍ୟାୟ ସଂହିତାରେ ରହିବ ୩୫୬ ଧାରା…
ନୂଆଦିଲ୍ଲୀ,୧୧।୯ : ସ୍ବରାଷ୍ଟ୍ର ବିଭାଗ ଉପରେ ସଂସଦୀୟ ସ୍ଥାୟୀ କମିଟି ଭାରତୀୟ ଜୁଡିସିଆଲ କୋଡ, ୨୦୨୩, ଭାରତୀୟ ସିଭିଲ ଡିଫେନ୍ସ କୋଡ, ୨୦୨୩ ଏବଂ ଭାରତୀୟ ପ୍ରମାଣ ବିଲ, ୨୦୨୩ଉପରେ ବିଶେଷଜ୍ଞଙ୍କ ମତାମତକୁ ଆମନ୍ତ୍ରଣ କରିଛି। କମିଟି ସେପ୍ଟେମ୍ବର ୧୧, ୧୨…
ପିଓକେରେ ପ୍ରଦର୍ଶନ: ଆମକୁ ପାକିସ୍ତାନ କବଳରୁ ମୁକ୍ତି ଦିଅ ମୋଦି…
ଇସଲାମାବାଦ,୧୧।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ କବଳରୁ ସେମାନଙ୍କୁ ମୁକ୍ତି ଦେବାକୁ ଦାବି କରିଛନ୍ତି। ସମ୍ପ୍ରତି ପିଓକେରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ଜାରି ରହିିଛି। ଆକାଶଛୁଆଁ ମୁଦ୍ରାସ୍ଫୀତି, ଖାଦ୍ୟ ଅଭାବ ଏବଂ ଅତ୍ୟଧିକ…
ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ୭ ଆତଙ୍କବାଦୀ ନିହତ…
ଇସଲାମାବାଦ,୧୧।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର ରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୬ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ଚିତ୍ରାଲ ଜିଲାରେ ଏହି ଏନକାଉଣ୍ଟର…
ଗଫ୍ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ
ନ୍ୟୁୟର୍କ,୧୧ା୯(ପି.ଟି.): ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ୍ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟ୍ରଫି ହାସଲ କରିଛନ୍ତି ଆମେରିକୀୟ କୋକୋ ଗଫ୍। ଦ୍ୱିତୀୟ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଗଫ୍ ୨-୬, ୬-୩ ଓ ୬-୨ ସେଟ୍ରେ ବେଲାରୁଷର ଆରିନା…
ବଙ୍ଗୋପସାଗରରେ ଭୂକମ୍ପ
ନୂଆଦିଲ୍ଲୀ,୧୧ା୯: ଦେଶ ହେଉ କିମ୍ବା ବିଦେଶରେ ପ୍ରତିଦିନ ଭୂକମ୍ପ ହେଉଥିବାର ଖବର ଆସୁଛି। ବର୍ତ୍ତମାନ ବଙ୍ଗୋପସାଗରରେ ଭୂକମ୍ପ ହୋଇଥିବା ଜାଣିବାକୁ ମିଳିଛି। ରବିବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଘଟିଛି। ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଅନୁଯାୟୀ, ରାତି ୧:୨୯ରେ ଏହି…
ଦେଶର ନାଁ ବଦଳାଇଲେ ମୂଲ୍ୟ ଦେବାକୁ ହେବ
ନୂଆଦିଲ୍ଲୀ,୧୧ା୯ : ଦେଶର ନାଁ ଇଣ୍ଡିଆ ଏବଂ ଭାରତ ପରିବର୍ତ୍ତେ କେବଳ ଭାରତ ରଖିବାକୁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାଜପାକୁ ଟାର୍ଗେଟ କରିଛନ୍ତି। ଯେଉଁମାନେ ଭାରତର ଆତ୍ମା…
ଡ୍ରାଇଭର ଢୁଳାଉଥିଲେ ସତର୍କ କରାଇବ
ନୂଆଦିଲ୍ଲୀ,୧୧ା୯(ପି.ଟି.) : ଟ୍ରେନ୍ ଚଳାଉଥିବାବେଳେ ଡ୍ରାଇଭରଙ୍କ ଆଖିପତା ଲାଗିଗଲେ, ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭିତ୍ତିକ ଡିଭାଇସ୍ ଏହାକୁ ଚିହ୍ନଟ କରି ତାଙ୍କୁ ଟ୍ରେନ୍ ଅଟକାଇବା ପାଇଁ ସତର୍କ କରାଇଦେବ। ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ (ଏନ୍ଏଫ୍ଆର୍) ଏଭଳି ଏକ ଡିଭାଇସ୍ ବିକଶିତ…
କେନ୍ଦ୍ରର ଫମ୍ପା ବିକାଶ ପଦାରେ ପଡ଼ିଲା: କଂଗ୍ରେସ
ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି-୨୦ ସମିଟ୍ ଆୟୋଜନ ସ୍ଥଳ ନବନିର୍ମିତ ଭାରତ ମଣ୍ଡପମ୍ରେ ପାଣି ଜମିଥିବାର ଭିଡିଓ ଶେୟାର କରି କେନ୍ଦ୍ର ସରକାରଙ୍କ ଫମ୍ପା ବିକାଶ ପଦାରେ ପଡ଼ିଲା ବୋଲି ରବିବାର କଂଗ୍ରେସ କହିଛି। ଉକ୍ତ ଭିଡିଓରେ ପାଣି ଜମିଥିବା କରିଡରରେ ଲୋକେ…
ୟୁଏନ୍ଏସ୍ସିର ସମ୍ପ୍ରସାରଣ ଦାବି ଉଠିଲା
ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି୨୦ ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ସମ୍ପ୍ରସାରଣ ଦାବିକୁ ଦୋହରାଇବା ସହ ବିଶ୍ୱର ନୂଆ ବାସ୍ତବତାର ପ୍ରତିଫଳନ ଲାଗି ବୈଶ୍ୱିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିଲେ। ଅନେକ ସ୍ପଷ୍ଟ…
୧୨ରେ ଘୂର୍ଣ୍ଣିବଳୟ: ଆଜି ୧୯ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର,୧୧।୯(ଅନୁରାଧା ମହାରଣା): ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାଶର୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସୋମବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା…
ମଙ୍ଗଳରେ ଅମ୍ଳଜାନ ପ୍ରସ୍ତୁତି ମିଶନ ସଫଳ
ଓ୍ବାଶିଂଟନ,୧୧।୯: ମଙ୍ଗଳ ଗ୍ରହ ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିଛି। ସୌରମଣ୍ଡଳରେ ଏହା ପୃଥିବୀର ନିକଟତମ ଗ୍ରହ ବୋଲି କୁହାଯାଉଛି। କିଛି ନିୟୁତ ବର୍ଷ ପୂର୍ବେ ଏଠାରେ ଜୀବଜଗତ ରହିଥିବା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ…
Archives


