କାବୁ ହେଉନି ଜଙ୍ଗଲ ନିଆଁ, କାନାଡା ସହର ଖାଲି କରିବାକୁ ନିର୍ଦ୍ଦେଶ
ଓଟାଓ୍ବା,୧୮ା୮: ଜଙ୍ଗଲରେ ବ୍ୟାପିଥିବା ନିଆଁ ଥମିବାର ନାଁ ନେଉନି। ଏହି ନିଆଁ ବର୍ତ୍ତମାନ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଆଡ଼କୁୁ ଗତି କରୁଛି। ବନ୍ୟପ୍ରାଣୀ ଭୟରେ ହଜାର ହଜାର ବାସିନ୍ଦା କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଛାଡ଼ି ପଳାଇଛନ୍ତି। କେତେକ ନିରାପତ୍ତା…
୫ ଶ୍ରେଣୀ ପାଇଁ ଜଣେ ଶିକ୍ଷକ
ନିଶ୍ଚିନ୍ତକୋଇଲି,୧୮ା୮(ଅଶୋକ କୁମାର ମହାପାତ୍ର): ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଓ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନ କଟିକଟା ପଞ୍ଚାୟତର ପାରସାଇଲୋ…
ଉଦ୍ଧାରକାର୍ଯ୍ୟ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ: ୧୨ ନାଇଜେରିଆ ସୈନିକ ମୃତ
ଅବୁଜା,୧୮।୮: ନାଇଜେରିଆର ରାଜଧାନୀ ଅବୁଜାରେ ଏକ ମିଶନରୁ ମୃତ ଓ ଆହତସସୈନିକମାନଙ୍କୁ ନେଇ ଯାଉଥିବା ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସମୟ ମଧ୍ୟରେ ନାଇଜେରିଆର ୧୨ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି। ନାଇଜର ଚୁକୁବା ଗ୍ରାମରେ ସଶସ୍ତ୍ର ଗ୍ୟାଙ୍ଗଙ୍କ ଆକ୍ରମଣରେ ଆହତ…
ଲେହ-ଲଦାଖରେ ପିତାଙ୍କ ଜନ୍ମଦିନ ପାଳିବେ ରାହୁଲ
ନୂଆଦିଲ୍ଲୀ,୧୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲେହ-ଲଦାଖ ଯାତ୍ରା ବର୍ତ୍ତମାନ ଦୁଇ ଦିନରୁ ୨୫ ଅଗଷ୍ଟକୁ ବୃଦ୍ଧି ପାଇଛି। ପାର୍ଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ରାହୁଲ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ…
ଏକ୍ସପ୍ରେସ ୱେ’ରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ: ୧୦ ମୃତ
କୁଆଲାଲମ୍ପୁର,୧୭।୮: ଗୁରୁବାର ମାଲେସିଆର କୁଆଲାଲମ୍ପୁରରେ ଏକ୍ସପ୍ରେସ ୱେ’ରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଏକ ବୟାନରେ କୁହାଯାଇଛି ଯେ, ବିମାନରେ ୬…
ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା
ନୂଆଦିଲ୍ଲୀ,୧୭।୮: ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ଭାଜପା। ଭାଜପା ମଧ୍ୟପ୍ରଦେଶ ପାଇଁ ୩୯ ଜଣ ଏବଂ ଛତିଶଗଡ ପାଇଁ ୨୧ ଜଣ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ବର୍ଷ ଉଭୟ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ।…
ଦକ୍ଷିଣ କୋରିଆର ଦାବି, ମହାକାଶରୁ ଶତ୍ରୁ ଉପରେ ନଜର ରଖିବ ନର୍ଥ କୋରିଆ
ସିଓଲ,୧୭।୮: ଉତ୍ତର କୋରିଆ ଏକ ଗୁଇନ୍ଦା ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି। ଦକ୍ଷିଣ କୋରିଆର ଜଣେ ସାଂସଦ ଦେଶର ଗୁଇନ୍ଦା ଏଜେନ୍ସି ସୂତ୍ରକୁ ଆଧାର କରି ଏହି ସୂଚନା ଦେଇଛନ୍ତି କି ଉତ୍ତର କୋରିଆ ଅଗଷ୍ଟ ଶେଷ ସପ୍ତାହରେ ଅଥବା ସେପ୍ଟେମ୍ବର…
ମହିଳାଙ୍କୁ କବରରେ ଜୀବନ୍ତ ପୋତିଥଲେ ଲୋକ, ୧୧ଦିନ ପରେ ଘଟିଲା ଏପରି ଘଟଣା…
ବ୍ରାଜିଲ୍,୧୭।୮: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ। ଅନେକ ଦିନ ଧରି ସେ କଫିନ ଭିତରେ ଜୀବିତ ଅବସ୍ଥାରେ ଥିଲେ। କଫିନରେ ଥିବା ଭିତରେ ମହିଳା ଜଣକ ବାହାରକୁ ବାହାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ପରେ, ତାଙ୍କର କ୍ରନ୍ଦନ ଶୁଣି…
ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ପାଇଁ ମୋତେ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିଛି: ଖାର୍ଗେ
ନୂଆଦିଲ୍ଲୀ,୧୭।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଜକୁ ଦଳର ମୁଖ୍ୟ ହେବା ନେଇ ଏକ ବଡ଼ ଖୁଲାସା କରିଛନ୍ତି। ମହିଳା କଂଗ୍ରେସର କାର୍ଯ୍ୟକ୍ରମରେ ଖାର୍ଗେ କହିଛନ୍ତି ଯେ, ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ଅଧ୍ୟକ୍ଷ ପଦ ପାଇଛି।…
ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ୍: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ସରକାର
ଭୁବନେଶ୍ୱର,୧୭ା୮(ଅସମାପିକା ସାହୁ): ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ…
ୟୁକ୍ରେନ ବନ୍ଦର ଉପରେ ଋଷର ଆକ୍ରମଣକୁ କଡା ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୧୭।୮: ୟୁକ୍ରେନ ବନ୍ଦର ଉପରେ ଆକ୍ରମଣ କରିଛି ଋଷ। ରୁଷର ଆକ୍ରମଣକୁ କଡା ନିନ୍ଦା କରିଛି ଆମେରିକା। ଆମେରିକା କହିଛି, ଏହା ଗ୍ରହଣୀୟ ନୁହେଁ। ଆମେରିକା ମସ୍କୋକୁ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ…
ମୋଦିଙ୍କୁ କେବେ ୭୫ ବର୍ଷ ବୟସ ହେବ, ତାହା ତାଙ୍କ ଜନ୍ମ ତାରିଖ ନୁହେଁ ଦେଶର ଲୋକେ ନେବେ ନିଷ୍ପତ୍ତି: ଉମାଭାରତୀ…
ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ନେତ୍ରୀ ଉମା ଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟିରେ ସ୍ଥିର ହୋଇଥିବା ୭୫ ବର୍ଷର ନିୟମ ମୋଦିଙ୍କ ଉପରେ ଲାଗୁ…
Archives


