Home Middle

କରୋନାଠାରୁ ଲେପ୍ଟୋସ୍ପାଇରୋସିସ ଅଧିକ ବିପଜ୍ଜନକ, ବାରାଣସୀରେ ୧୦ରୁ ଅଧିକ ପିଲା ଆକ୍ରାନ୍ତ,ସତର୍କ ସୂଚନା ଜାରି…

ବାରାଣସୀ,୯।୯ : କରୋନା ଠାରୁ ଅଧିକ ବିପଜ୍ଜନକ ଲେପ୍ଟୋସ୍ପାଇରୋସିସ ବାରାଣସୀରେ ସଂକ୍ରମଣ ହେବାରେ ଲାଗିଛି। ଏହି ରୋଗ ମୂଷା ଦ୍ୱାରା ହୋଇଥାଏ। ଏହା କେବଳ ପିଲାମାନଙ୍କୁ ହୋଇଥାଏ। ଏପର୍ଯ୍ୟନ୍ତ ୧୦ ରୁ ଅଧିକ ପିଲା ଏହା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସହରର…

ଡିନର ପାର୍ଟିରେ ଯୋଗ ଦେବେନି ମନମୋହନ ଓ ଦେବଗୌଡା

ନୂଆଦିଲ୍ଲୀ,୯।୯: ଜି-୨୦ ସମ୍ମିଳନୀ ପାର୍ଇ ଡିନର ପାର୍ଟି ଆୟୋଜନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯେଉଁଥିରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ତେବେ ଡିନରରେ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ…

ବାଂଲାଦେଶ ଦେଶ ଜିତିଲା ଟସ, ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଶ୍ରୀଲଙ୍କା…

କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ସୁପର ଫୋରର ପ୍ରଥମ ମ୍ୟାଚରେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇଛି ଏବଂ ଫାଇନାଲ ଦୌଡ଼ରେ ଏହି ଦଳ ଜିତିବା…

ଜି-୨୦ରେ ବଡ଼ ଭୁଲ କଲା ଚାଇନା: ଏବେ ୫୫ ଦେଶରେ ବନ୍ଦ ହେବ ଆର୍ଥିକ ଅନୁପ୍ରବେଶ…

ନୂଆଦିଲ୍ଲୀ,୯।୯ : ଦିଲ୍ଲୀରେ ଆରମ୍ଭ ହୋଇଥିବା ଜି -୨୦ ବୈଠକରେ ଚାଇନା କୂଟନୈତିକ ପ୍ରସଙ୍ଗରେ ସବୁଠୁ ବଡ ଭୁଲ କରିଛି। ଏହି ଭୁଲ ଯୋଗୁଁ ଚାଇନା କେବଳ ଆଫ୍ରିକୀୟ ୟୁନିଅନର ୫୫ ଟି ଦେଶରେ ଆତ୍ମବିଶ୍ୱାସର ସଙ୍କଟର ସମ୍ମୁଖୀନ ହେବ ନାହିଁ…

ବ୍ରିଟେନ୍‌ରୁ ଫେରିବ ଛତ୍ରପତି ଶିବାଜୀଙ୍କ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’

ମୁମ୍ବାଇ,୯।୯: ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠାରୁ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’କୁ ଦେଶକୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ୬.୭ ଫୁଟ୍‌ର ଶତ୍ରୁ ଅଫଜଲ ଖାନ୍‌କୁ ହତ୍ୟା କରିବା ପାଇଁ ଶିବାଜୀ ବ୍ୟବହାର କରିଥିବା ଏହି ଅସ୍ତ୍ର ଗତ କିଛି ଦଶନ୍ଧି…

କୋଣାର୍କ ଚକ୍ର, ନଟରାଜ ପ୍ରତିମୂର୍ତ୍ତି, ଯୋଗମୁଦ୍ରା…ଜି୨୦ ବାହାନାରେ ବିଶ୍ୱ ଦେଖିଲା ଏସବୁ…

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଶନିବାରଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ। ଏଥିପାଇଁ ଭାରତ ମଣ୍ଡପମ୍‌ରେ ପହଞ୍ଚିଛନ୍ତି ବିଶ୍ୱ ନେତା। ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଭାରତ ମଣ୍ଡପମ୍‌ରେ ସ୍ବାଗତ କରିଛନ୍ତି। ତେବେ ସ୍ବାଗତସ୍ଥଳରେ ଭାରତୀୟ…

୨୦୩୦ ସୁଦ୍ଧା ମହିଳାଙ୍କ ପାଇଁ ସମାନତା ଲକ୍ଷ୍ୟ ଅସମ୍ଭବ ବୋଲି କହିଲା ଜାତିସଂଘ,ପ୍ରତ୍ୟେକ କ୍ଷେତ୍ରରେ ଘଟୁଛି ଭେଦଭାବ..

ଜେନେଭା,୯।୯: ମିଳିତ ଜାତିସଂଘର ବିଶ୍ୱ ସଂସ୍ଥା କହିଛି ମହିଳାଙ୍କ ସମାନତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡିଛି। ୨୦୩୦ସୁଦ୍ଧା ବିଶ୍ୱର ଲିଙ୍ଗଗତ ସମାନତା ହାସଲ କରିବାର ଲକ୍ଷ୍ୟ ବର୍ତ୍ତମାନ ସମ୍ପୂୂର୍ଣ୍ଣ ଦୋହଲି ଯାଇଛି। ମିଳିତ ଜାତିସଂଘ କହିଛି ସ୍ବାସ୍ଥ୍ୟ,…

ମୋର୍‌କ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା ୬୦୦ ଟପିଲା

ରବାଟ୍‌,୯ା୯: ମୋର୍‌କ୍କୋରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୬୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ରିକ୍ଟର…

ଚାଇନାରେ ଲାଗୁ ହେଲା ଅଜବ ନିୟମ, ଦାଢି ବଢିଲେ ହେବ ଜେଲ୍‌

ବେଜିଂ,୯।୯: ଚାଇନା ନିଜର ଏକଛତ୍ରବାଦୀ ମନୋଭାବ ପାଇଁ ଜଣାଶୁଣା। ଦେଶରେ ବିଭିନ୍ନ ପ୍ରକାର ଅଜବ ନିୟମ ଲାଗୁ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି ଚାଇନା। ଆମେରିକୀୟ ଟେକ୍‌ କମ୍ପାନୀ ବ୍ୟତୀତ ବିଦେଶୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିଛି ଚାଇନା। ଚାଇନା…

‘ବାଇଡେନଙ୍କ ସହ ବୈଠକ ପରେ ମୋଦିଙ୍କୁ ପ୍ରଶ୍ନ କରିବାକୁ ମିଡିଆକୁ ଦିଆଗଲା ନାହିଁ ଅନୁମତି’, ଜୟରାମ ରମେଶଙ୍କ ଅଭିଯୋଗ

ନୂଆଦିଲ୍ଲୀ,୯।୯: କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ପରେ ଦୁଇ ନେତାଙ୍କୁ ପ୍ରଶ୍ନ ପଚାରିବାକୁ ବୈଦେଶିକ ଗଣମାଧ୍ୟମକୁ ଅନୁମତି ଦିଆଯାଇ ନାହିଁ।…

ଗିରଫ ପରେ କହିଲେ ଚନ୍ଦ୍ରବାବୁ ନାଇଡୁ, କେହି ମୋତେ ଅଟକାଇ ପାରିବେ ନାହିଁ

ଅମରାବତୀ,୯।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ସେ…

ବର୍ତ୍ତମାନ ଯାଏଁ ଭାରତ ଗସ୍ତ କରିଛନ୍ତି ଏତେଜଣ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୯।୯: ଜି-୨୦ର ଅଧ୍ୟକ୍ଷତା କରି ଭାରତ ସମଗ୍ର ବିଶ୍ୱର ନଜର ନିଜ ଆଡକୁ ଟାଣି ଆଣିଛି। ଜି-୨୦ର ପ୍ରଥମ ଅଧିବେଶନ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଗ ନେବାକୁ ବିଶ୍ୱର ପ୍ରମୁଖ ନେତାମାନେ ଦିଲ୍ଲୀରେ ଏକାଠି ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri