ଆମେରିକା-ଦକ୍ଷିଣ କୋରିଆ ମଧ୍ୟରେ ସୈନ୍ୟ ଅଭ୍ୟାସକୁ ଦେଖି ଚିନ୍ତାରେ ଉତ୍ତର କୋରିଆ, ପରୀକ୍ଷା କଲା କ୍ଷେପଣାସ୍ତ୍ର
ସିଓଲ,୨।୯: ଶନିବାର ସକାଳେ ଉତ୍ତର କୋରିଆ କୋରିଆ ଉପଦ୍ୱୀପର ପଶ୍ଚିମ ଉପକୂଳରୁ ସମୁଦ୍ର ଆଡକୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ନିକଟରେ ଆମେରିକା ଦକ୍ଷିଣ କୋରିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ…
ଆଗୁଆ ନିର୍ବାଚନ ସଙ୍କେତ
ନୂଆଦିଲ୍ଲୀ,୨ା୯: ଭାରତରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯାଇପାରିବ କି ନାହିଁ ସେନେଇ ଅନୁଧ୍ୟାନ ପାଇଁ ଶୁକ୍ରବାର କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଉକ୍ତ ପ୍ୟାନେଲର ମୁଖ୍ୟ ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଯୁକ୍ତ…
ଚାଇନା ମାନଚିତ୍ରକୁ ଆଉ ୪ ଦେଶର ବିରୋଧ
ନୂଆଦିଲ୍ଲୀ,୨ା୯: ଚାଇନାର ନୂଆ ମାନଚିତ୍ରକୁ ଭାରତ ବିରୋଧ କରିବା ପରେ ଏବେ ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଏବଂ ଭିଏଟ୍ନାମ ମଧ୍ୟ ଏହାକୁ ଭିତ୍ତିହୀନ ମାନଚିତ୍ର କହି କଡ଼ା ସମାଲୋଚନା କରିଛନ୍ତି। ନୂଆ ମାନଚିତ୍ରରେ ଦକ୍ଷିଣ ଚାଇନା ସାଗର ଏବଂ ଅନ୍ୟ କେତେକ…
ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଭବ ଥର୍ମାନ
ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍ମାନ ଶାନମୁଗରତ୍ନମ୍ ରାଷ୍ଟ୍ରପତି ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର ଘୋଷଣା କରିଛି ଯେ, ଶାନମୁଗରତ୍ନମ୍ ୭୦.୪ ପ୍ରତିଶତ ଭୋଟ ସହ ଜିତିଛନ୍ତି। ସିଙ୍ଗାପୁରରେ ନବମ…
ଆଜି ସୂର୍ଯ୍ୟାଭିମୁଖୀ ଆଦିତ୍ୟ-ଏଲ୍୧ ମିଶନ
ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍୧’ ଶନିବାର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ କୁହାଯାଇଛି। ଶନିବାର ପୂର୍ବାହ୍ନ ୧୧.୫୦ ମିନିଟ୍ରେ ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ…
ଇସ୍ରୋର ସୌର ମିଶନ: ସୂର୍ଯ୍ୟପରାଗ ହେଲେ ବି ଅଧ୍ୟୟନ ଜାରି ରଖିବ ଆଦିତ୍ୟ ଏଲ-୧
ବେଙ୍ଗାଲୁରୁ,୧।୯: ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଭାରତୀୟ…
ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇପାରେ ୧୩ଲକ୍ଷ ପୃଥିବୀ, ୫ବିଲିୟନ ବର୍ଷ ପରେ ହୋଇଯିବ ସୂର୍ଯ୍ୟର ଅନ୍ତ
ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ…
ୟୁପିଆଇରେ ୧୦୦୦କୋଟି ଟ୍ରାଞ୍ଜାକ୍ସନ
ନୂଆଦିଲ୍ଲୀ,୧।୯: ଅଗଷ୍ଟରେ ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ମାଧ୍ୟମରେ ଟ୍ରାଞ୍ଜାକ୍ସନ ୧୦୦୦କୋଟି ଅତିକ୍ରମ କରିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହି ପରିପ୍ରେକ୍ଷୀରେ ସର୍ବଶେଷ ତଥ୍ୟ ପ୍ରକାଶ କରିଛି। ଏନପିଏସଆଇ ହେଉଛି ଭାରତର ସମସ୍ତ ଖୁଚୁରା ଦେୟ ପ୍ରଣାଳୀର…
ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସିଇଓ ଭାବେ ଦାୟିତ୍ୱ ନେଲେ ଜୟା ସିହ୍ନା
ନୂଆଦିଲ୍ଲୀ,୧।୯: ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତି ହେଲେ ଜୟା ଭର୍ମା ସିହ୍ନା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ ଭାବେ ଶନିବାର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।…
ପ୍ରତିଦିନ ୧୪୪୦ ଫଟୋ ପଠାଇବ ଆଦିତ୍ୟ ଏଲ-୧ର ବଡ ପେଲୋଡ ଭିଇଏଲସି
ବେଙ୍ଗାଲୁରୁ,୧।୯: ଚନ୍ଦ୍ରାବତରଣ ପରେ ଏବେ ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ। ଶନିବାର ଶ୍ରୀହରିକୋଟା ସ୍ଥିତ ଲଞ୍ଚ ପ୍ୟାଡରୁ ଉତ୍କ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ନିଜ ଲକ୍ଷ୍ୟ ପଥ ଅର୍ଥାତ୍ ସୂର୍ଯ୍ୟର କକ୍ଷ ପଥରେ ବୁଲି ତଥ୍ୟ ସଂଗ୍ରହ କରିବ।…
‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ
‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ ନୂଆଦିଲ୍ଲୀ,୧।୯: ଏକ ଦେଶ-ଏକ ନିର୍ବାଚନକୁ ନେଇୁ ଜାତୀୟ ରାଜନୀତି ସରଗରମ ରହିଛି। ଆଶା କରାଯାଉଛି କି, ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଷୟରେ ଚର୍ଚ୍ଚା ହେବ।…
ପ୍ରଧାନମନ୍ତ୍ରୀଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ ଏହି ଦେଶର ରାଜା
ବ୍ୟାଙ୍କକକ୍,୧।୯: ଥାଇଲାଣ୍ଡର ରାଜା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ଜେଲ ଦଣ୍ଡକୁ ଆଠ ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି। ଶିନାୱାତ୍ରା ଦୀର୍ଘ ୧୫ ବର୍ଷ ପରେ ଦେଶରୁ ନିର୍ବାସନ ହୋଇଥିଲେ। ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ଏହି ନିଷ୍ପତ୍ତି…
Archives


