Home Middle

ବଢ଼ିଲା ବିଧାୟକଙ୍କ ଦରମା

କୋଲକାତା,୭ା୯: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମାକୁ ମାସକୁ ୪୦…

ଭାରତ-ଏସିଆନ ସହଯୋଗକୁ ମଜବୁତ କରିବା ପାଇଁ ମୋଦିଙ୍କ ୧୨ ସୂତ୍ରୀ ପ୍ରସ୍ତାବ

ଜାକର୍ତ୍ତା/ନୂଆଦିଲ୍ଲୀ,୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏସିଆନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଆତଙ୍କବାଦ ଭଳି ସମସାମୟିକ ଆହ୍ବାନର ମୁକାବିଲା ତଥା ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ସହିତ ଡିଜିଟାଲ ରୂପାନ୍ତର, ବାଣିଜ୍ୟ ଏବଂ ଅର୍ଥନୈତିକ ଯୋଗଦାନ ଭଳି କ୍ଷେତ୍ରରେ ଭାରତ-ଏସିଆର ସହଯୋଗକୁ…

ଜି-୨୦ ଶିଖର ସମ୍ମିଳନୀ ମିଳିତ ଘୋଷଣାନାମା ବିନା ହୋଇପାରେ ଶେଷ

ଓ୍ବାଶିଂଟନ୍‌,୭।୯: ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ ବୋଲି ଆମେରିକା ଆଶା ପ୍ରକାଶ କରିଛି। କିନ୍ତୁ ଏହି ଘୋଷରଣାନାମାରେ ଋଷିଆ ଓ ଚାଇନା ଏକମତ ହେବା କଷ୍ଟସାଧ୍ୟ ବୋଲି…

୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ମିଳିଥିଲା ଏଲିଅନଙ୍କ ସନ୍ଧାନ, ହେଲେ ଅଜାଣତରେ ମାରିଦେଲା ନାସା: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୭।୯: ପ୍ରାୟ ୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ନାସା ଜୀବସତ୍ତାର ସନ୍ଧାନ ପାଇଥିଲା କିନ୍ତୁ ତାହା କଣ ବୁଝିବା ପୂର୍ବରୁ ତାକୁ ହତ୍ୟା କରିଥାଇପାରେ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି। ତେବେ ଏହି ଦାବି ଉପରେ ଅନ୍ୟ ବିଶେଷଜ୍ଞଙ୍କ ମତ…

‘ଆଜିର ଯୁଗ ଯୁଦ୍ଧ ନୁହେଁ, ଆଲୋଚନା, କୂଟନୀତି ହିଁ ଏହାର ସମାଧାନର ଏକମାତ୍ର ରାସ୍ତା’

ଜାକର୍ତ୍ତା,୭।୯: ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସମସ୍ତ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ଦୃଢ କରିବା ପାଇଁ ମିଳିତ…

ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ କହିଲା ଚାଇନା, ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ…

ବେଜିଂ, ୭।୯: ଇଣ୍ଡିଆ ବନାମ ଭାରତକୁ ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଲାଗି ରହିଛି। ଜି-୨୦ ଶିଖର ସମ୍ମିଳନୀର ଡିନର କାର୍ଡରେ ଇଣ୍ଡିଆ ଲେଖାଯିବା ପରିବର୍ତ୍ତେ ଭାରତ ଲେଖାଯିବା ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହା…

ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍‌ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥାଏ, ତେବେ ଏପରି ପରିସ୍ଥିତିରେ କୋର୍ଟ ସତର୍କ ରହିବା ସହ ପ୍ରମାଣକୁ ଯତ୍ନର ସହ…

ତିମୋର-ଲେସ୍ତେରେ ଖୋଲିବ ଭାରତୀୟ ଦୂତାବାସ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା

ଜାକର୍ତ୍ତା,୭।୯: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ପୂର୍ବାହ୍ନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ତିମୋର-ଲେସ୍ତେରେ ଭାରତୀୟ ଦୂତାବାସ ଖୋଲିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ତିମୋର-ଲେସ୍ତେ ଏବଂ ଏସିଆନ ସଦସ୍ୟମାନେ…

୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି, ଆମେରିକାରୁ ଆମଦାନୀ ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ…

ନୂଆଦିଲ୍ଲୀ,୭।୯ : ଡାଲିର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ଆମେରିକାରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି।…

ଇରାନକୁ ଔଷଧ ମାଗିଲା ପାକିସ୍ତାନ

ଇସଲାମବାଦ,୭।୯: ପାକିସ୍ତାନ ବର୍ତ୍ତମାନ ବୃହତ ଅର୍ଥସଙ୍କଟ ଦେଇ ଗତି କରୁଛି। ଖାଦ୍ୟପଦାର୍ଥ ମହଙ୍ଗା ହେବା ସହ ଲୋକ ଖାଇବାକୁ ମୁଠେ ପାଉ ନାହାନ୍ତି। ତେବେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କିଛି ମାସ ଧରି ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଇଛି।…

ଚନ୍ଦନ ଟିକା ଲଗାଇ ଚାଟୁକାର ସାଜି ଦେଶ ବିଭାଜନ କରୁଛି ଭାଜପା: ଆରଜେଡି…

ପାଟନା,୭।୯ : ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଭାଜପା ବିରୋଧରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଚନ୍ଦନ ଟିକା ଲଗାଇ ଚାଟୁକାର ସାଜି ବୁଲୁଛନ୍ତି ସେମାନେ ଭାରତକୁ ଦାସତ୍ୱ ବନ୍ଧନରେ ବାନ୍ଧୁଛନ୍ତି। ସେ ଆରଏସଏସ ଏବଂ…

ଆଇଫୋନ୍‌ ବ୍ୟବହାରରେ ଲାଗିବ ରୋକ୍‌

ବେଜିଂ, ୭।୯: ଆଇଫୋନ୍‌ ବ୍ୟବହାରରେ ରୋକ୍‌। ଆଇଫୋନ୍‌ ବ୍ୟବହାର କଲେ ଜରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। ଏପରି ଏକ ଅଦ୍ଭୁତ ଆଇନ ଆଣିଛି ଚାଇନା। ଆଇଫୋନ୍‌ ପରି ଖୁବ ଶୀଘ୍ର ପୋଷାକ ଉପରେ ମଧ୍ୟ ପ୍ରତିବନ୍ଧକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri