ସାହିତ୍ୟ ପାଇଁ ଜନ ଫୋସେଙ୍କୁ ନୋବେଲ
ଷ୍ଟକହୋମ,୫।୧୦: ସାହିତ୍ୟ ପାଇଁ ୨୦୨୩ର ନୋବେଲ ପୁରସ୍କାର ଘୋଷଣା ହୋଇଛି। ନରଓ୍ବେ ଲେଖକ ଫୋସେଙ୍କୁ ତାଙ୍କ ନାଟକ ଓ ଗଦ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷର ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଜନ ଫୋସେ ଉପନ୍ୟାସକୁ ଏକ…
‘ମୋଦି ନିର୍ବାଚନ ହାରୁଛନ୍ତି…ସେଥିପାଇଁ ଏମିତି କରୁଛନ୍ତି’, ନିଜ ଗରିଫକୁ ନେଇ କହିଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୫।୧୦: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ରାଜ୍ୟ ସଭା ଏମପି ତଥା ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂଙ୍କୁ ଗିରଫ କରିଛି। ତାଙ୍କୁ ରିମାଣ୍ଡରେ…
ୟୁକ୍ରେନ ଉପରେ ପୁଣି ଡ୍ରୋନ୍ ଆକ୍ରମଣ କଲା ରୁଷିଆ
କିଭ୍,୫ା୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ୟୁରୋପୀୟ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସ୍ପେନ ଯାତ୍ରା କରିଥିବା ବେଳେ ଏହି ସମୟରେ ରୁଷିଆ ୟୁକ୍ରେନ ଉପରେ ଅଧିକ ଡ୍ରୋନ ଆକ୍ରମଣ କରିଛି। ୟୁକ୍ରେନର ବାୟୁସେନା କହିଛି, ଦେଶର ବାୟୁ ପ୍ରତିରକ୍ଷା…
ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସକୁ ଚିନ୍ତାରେ ପକାଇଛି ଛାରପୋକ, ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ହେଲାଣି ଦାବି
ପ୍ୟାରିସ,୫।୧୦: ଆଜିକାଲି ବେଡବଗ ଛାରପୋକ ଆତଙ୍କ ସହ ଫ୍ରାନ୍ସ ସଂଘର୍ଷ କରୁଛି। ଫ୍ରାନ୍ସର ସବୁ ସ୍ଥାନରେ ଏହି ଛାରପୋକ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଫ୍ରାନ୍ସର ପ୍ୟାରିସ ଏବଂ ମାର୍ସେଲ ସହର ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏହି କାରଣରୁ…
ଜିମ୍ବାଓ୍ବେରେ ବ୍ୟାପୁଛି ଝାଡ଼ାବାନ୍ତି, ୧୦୦ ଲୋକଙ୍କର ଗଲାଣି ଜୀବନ
ହରାରେ,୫ା୧୦: ଜିମ୍ବାଓ୍ବେରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ପ୍ରାୟ ୧୦୦ ଲୋକଙ୍କର ପ୍ରାଣହାନି ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ୨୦୧୮ଠାରୁ ଏବେ ସବୁଠୁ ଭୟଙ୍କର ପରିସ୍ଥିତି ବୋଲି ସରକାର କହିଛନ୍ତି। ଏଠାରେ ମୋଟ୍ ୪୦୬୯ଟି ସନ୍ଦିଗ୍ଧ ମାମଲା ରେକର୍ଡ କରାଯାଇଛି। ଏଥିରୁ…
ରାଜସ୍ଥାନରେ ୫୦୦୦ କୋଟି ମୂଲ୍ୟର ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଯୋଧପୁର ସହରରେ ଆୟୋଜିତ ସମାରୋହରେ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ…
ନିଜ ଇଚ୍ଛାରେ ଲିଙ୍ଗ ନିରୂପଣ କରିବା ଭୁଲ: ସୁନକ
ଇଂଲଣ୍ଡ,୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜଣେ ପୁରୁଷ ସର୍ବଦା ପୁରୁଷ ଏବଂ ଜଣେ ମହିଳା ଜଣେ ମହିଳା। ଏହା ଏକ…
ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆଇଏମ୍ଏମ୍ଟି ଅଡିଟୋରିୟମ ଭୁବନେଶ୍ୱରରେ ବିପିୟୁଟି ଟେକ୍ କାର୍ନିଭାଲ-୨୦୨୩ର ଉଦ୍ଘାଟନ କରି କହିଛନ୍ତି, ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର ମୂଳ ସ୍ଥାନ। ଆମର ଅଭିବୃଦ୍ଧି, ଆମର ମଙ୍ଗଳ, ସବୁକିଛି ଉନ୍ନତ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା…
ସୀମା ପାର ଚୋରା ଚାଲାଣରେ ରହିଛି ପାକିସ୍ତାନ ସେନାର ସମ୍ପୃକ୍ତି: ପାକିସ୍ତାନ ଗୃହମନ୍ତ୍ରୀ
ଇସଲାମବାଦ,୫।୧୦: ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ଗୃହମନ୍ତ୍ରୀ ସରଫରାଜ ବୁଗତି ଦେଶର ସେନା ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ସୀମା ପାର ଚୋରା ଚାଲାଣରେ ଖୋଦ୍ ପାକିସ୍ତାନ ସେନାର ହାତ ରହିଛି ବୋଲି ସେ ସ୍ପଷ୍ଟ…
ରବିଶଙ୍କର,ବିଜୟଙ୍କ ଘରେ ହୋଇନି ଜାତିଗତ ଜନଗଣନା: ଭାଜପାର ଅଭିଯୋଗ…
ପାଟନା,୫।୧୦ : ଜାତିଗତ ଜନଗଣନା ରାଜନୀତି ନେଇ ଆରୋପ ପ୍ରତ୍ୟାରୋପ ବିହାରରେ ଶିଖରରେ ଅଛି । ଭାଜପା ଏମପି ରବି ଶଙ୍କର ପ୍ରସାଦ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ସିହ୍ନା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର…
ମଧ୍ୟପ୍ରଦେଶରେ ୨୫୦ରୁ ଅଧିକ ଦୁର୍ନୀତି, ଇଡ଼ି କାହିଁକି କରୁନି ଚଢାଉ: ପ୍ରିୟଙ୍କାଙ୍କ ପ୍ରଶ୍ନ…
ଭୋପାଳ,୫।୧୦ : କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମଧ୍ୟପ୍ରଦେଶର ଧାରର ମୋହନଖେଡା ଠାରେ ପହଞ୍ଚିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଗତ ୧୮ ବର୍ଷ ମଧ୍ୟରେ ୧୭…
ପରବର୍ତ୍ତୀ ନମ୍ବର କେଜରିଓ୍ବାଲଙ୍କର: ମଦ ଦୁର୍ନୀତି ନେଇ ଅନୁରାଗ ଠାକୁରଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆମ ଆଦମୀ ପାର୍ଟି (ଏଏପି) କୁ ଟାର୍ଗେଟ କରିଛନ୍ତି। ସେ ଏଏପି ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଗୁରୁବାର କହିଛନ୍ତି…
Archives


