Home Middle

ନିଜ ସମର୍ଥକଙ୍କ ସମର୍ଥନ ହରାଇଲେଣି ଟ୍ରୁଡୋ, ଭେଟିବାବେଳେ କିଛି ଏପରି କହିଲେ…

ଅଟାଓ୍ବା,୬।୧୦: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଦର୍ଶାଇ ଦିନକୁ ଦିନ ନିଜ ଦେଶରେ ସମର୍ଥନ ହରାଇଛନ୍ତି। ନିକଟରେ ଟରୋଣ୍ଟୋ ଗସ୍ତ ସମୟରେ ଟ୍ରୁଡୋ ତାଙ୍କ ସମର୍ଥକଙ୍କୁ ଭେଟିଥିଲେ। ଏହି ସମୟରେ ଏକ…

ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ,୬।୧୦: ଇରାନରେ ମହିଳା ଅଧିକାର ପାଇଁ ଲଢିଥିବା ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ହେଲେ ବର୍ତ୍ତମାନ ନର୍ଗିସ ଜେଲରେ ଅଛନ୍ତି। ମାନବ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢିବା…

ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜଙ୍କ କାରକୁ ଆକ୍ରମଣ କଲେ ଉତ୍ୟକ୍ତ ଜନତା

ଲାହୋର,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଅଧ୍ୟକ୍ଷ ଶେହବାଜ ସରିଫଙ୍କ କାର ଉପରେ କିଛି ଗୋଷ୍ଠୀ ଆକ୍ରମଣ କରିଛନ୍ତି। ଅସନ୍ତୋଷ ଜନତା ତାଙ୍କ କାର ଉପରେ ଆକ୍ରମଣ କରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣା…

ଚାଇନାର ଋଣ ଜାଲରେ ଫଶି ଚାଲିଛି ଶ୍ରୀଲଙ୍କା

କୋଲମ୍ବୋ,୬।୧୦: ଶ୍ରୀଲଙ୍କା ଦୀର୍ଘ ଦିନ ଧରି ଯୁଝୁଥିବା ଋଣ ସଙ୍କଟ ହ୍ରାସ ହେବାର କୌଣସି ସଙ୍କେତ ମିଳୁନାହିଁ। ଚାଇନା ଠାରୁ ବଡ ଆକାରର ଋଣ ନେଇଥିବା ଶ୍ରୀଲଙ୍କା ଋଣ ଦାଉରୁ ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଛି। କିନ୍ତୁ ଅନ୍ତର୍ଜାତୀୟ ମୁଦ୍ରା…

ଟସ୍‌ ଜିତି ନେଦରଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି…

ହାଇଦ୍ରାବାଦ,୬।୧୦: ଦିନିକିଆ ବିଶ୍ୱକପ୍‌ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ବର୍ତ୍ତମାନର ବିଶ୍ୱକପ୍‌ରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏହା ପ୍ରଥମ ମ୍ୟାଚ। ନେଦରଲ୍ୟାଣ୍ଡର ଅଧିନାୟକ ସ୍କଟ…

୪୨ ବିମାନବନ୍ଦରରେ ହାଇଆଲର୍ଟ

ମାନିଲା,୬ା୧୦: ଫିଲିପାଇନ୍ସ ୪୨ଟି ବିମାନବନ୍ଦରରେ ଅଧିକ ସତର୍କତା ଅବଲମ୍ବନ କରିଛି। ବାଣିଜ୍ୟିକ ବିମାନରେ ବୋମା ଧମକ ପରେ ଯାଞ୍ଚ ପାଇଁ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏପରି କରିଥିବା ଶୁକ୍ରବାର କହିଛନ୍ତି। ଫିଲିପାଇନ୍ସର ସମସ୍ତ ବାଣିଜ୍ୟିକ ବିମାନବନ୍ଦରରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ…

ଦୀପାବଳି ପରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ, ୧୫ ଡିସେମ୍ବର ପୂର୍ବରୁ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଚଳିତ ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଛତିଶଗଡରେ ଦୁଇଟି ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରେ। ୫…

ବିବେକ ରାମସ୍ବାମୀଙ୍କ ଅଭିଯୋଗ

ଓ୍ବାଶିଂଟନ,୬।୧୦: ଆମେରିକାରେ ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଏଠାରେ ନିର୍ବାଚନ ପ୍ରଚାର ଜୋରସୋରରେ କରାଯାଉଛି। ଅଭିଯାନ ସହିତ ଜଡିତ ଅନେକ ଖବର କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ବର୍ତ୍ତମାନ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ…

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସମେତ ୨୧ ମୃତ, ଏବେ ବି ୧୦୦ରୁ ଅଧିକ ନିଖୋଜ

ଗ୍ୟାଙ୍ଗଟକ୍‌,୬।୧୦: ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି।…

ଏସିଆନ୍‌ ଗେମ୍ସ: ଫାଇନାଲରେ ଭାରତୀୟ କ୍ରିକେଟ୍‌ ଦଳ

ହାଙ୍ଗଝୋ,୬।୧୦:ଏସିଆନ୍‌ ଗେମ୍ସରେ ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୯.୨ ଓଭରରେ…

ଶୁଭମନ ଗିଲଙ୍କୁ ଡେଙ୍ଗୁ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ

ଚେନ୍ନାଇ,୬।୧୦: ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି। ଅକ୍ଟୋବର ୮ରେ ଭାରତର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ଝଟ୍‌କା ଲାଗିଛି। ଓପନର୍‌ ଶୁବମାନ ଗିଲ ଡେଙ୍ଗୁରେ ପୀଡିତ ଅଛନ୍ତି। ଶୁଭମାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ…

ଭାରତକୁ ୯୭ ରନର ଟାର୍ଗେଟ୍‌ ଦେଲା ବାଂଲାଦେଶ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଜିତିବା ପାଇଁ ବାଂଲାଦେଶ ଭାରତକୁ ୯୭ ରନର ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri