Home Middle

କାନାଡାର ଖଲିସ୍ତାନୀଙ୍କୁ ସାହାଯ୍ୟ କରୁଛି ପାକିସ୍ତାନ ଆଇଏସଆଇ!

ଇସଲାମବାଦ,୨୨।୯: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଏହାରି ଭିତରେ ଭାରତ କାନାଡାବାସୀଙ୍କ ପାଇଁ ଭିସା ସେବା ବନ୍ଦ କରିଛି। ତେବେ ଏହି ତିକ୍ତତା ମଧ୍ୟରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଲିଙ୍କ୍‌ ଥିବର ସୂଚନା ମିଳିଛି।…

ଏନଡିଏରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ,୨୨।୯: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ଶୁକ୍ରବାର ଜନତା ଦଳ ସେକ୍ୟୁଲାର (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଭେଟିଛନ୍ତି। ଏହି ସମୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି…

ବିଶ୍ୱରେ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟସେବା ପାଉନାହାନ୍ତି

ନୂଆଦିଲ୍ଲୀ,୨୨।୯: ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା ଅର୍ଥାତ୍‌ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଜ ସଦ୍ୟତମ ରିପୋର୍ଟରେ ଦର୍ଶାଇଛି। ବିଶ୍ୱରେ ପ୍ରାୟ ୨୦୦ କୋଟି ଲୋକଙ୍କୁ ଚିକିତ୍ସା ଖର୍ଚ୍ଚ ନିଜେ ବହନ…

ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର, ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୨।୯: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି। ଅକ୍ଟୋବର ମଧ୍ୟଭାଗରେ ଏହି ମାମଲାର ଶୁଣାଣି କରିବା ନେଇ ଶୁକ୍ରବାର ଉଚ୍ଚ ନ୍ୟାୟାଳୟ କହିଛନ୍ତି। ସୁପ୍ରିମକୋର୍ଟରେ ଏପ୍ରସଙ୍ଗରେ ଅନେକ ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ…

ବିଶ୍ୱରେ ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି ୨୫କୋଟି ପିଲା: ଜାତିସଂଘ

ନୂଆଦିଲ୍ଲୀ,୨୨।୯: ଖାଦ୍ୟ, ପୋଷାକ ଓ ବାସଗୃହ ପରି ଶିକ୍ଷା ମଧ୍ୟ ପ୍ରତିଟି ମନୁଷ୍ୟର ମୌଳିକ ଅଧିକାର। ସେଥିପାଇଁ ଭାରତରେ ୬ରୁ ୧୪ବର୍ଷ ଯାଏଁ ପିଲାଙ୍କ ପାଇଁ ଶିକ୍ଷାକୁ ମାଧ୍ୟତାମୂଳକ କରାଯାଇଥିବାବେଳେ ବିଶ୍ୱରେ ଏହାକୁ ୧୫ବର୍ଷ ଯାଏଁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏସବୁ…

ଭାରତ ସହ ତୁତୁମେମେ ଭିତରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଝଟକା, ପ୍ରଧାନମନ୍ତ୍ରୀ ରେସରେ ପଛରେ ଟ୍ରୁଡୋ

ଓଟାଓ୍ବା,୨୨।୯: ଖାଲିସ୍ତାନ ପ୍ରସଙ୍ଗରେ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଖାଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା। ବର୍ତ୍ତମାନ କାନାଡା ପ୍ରଧାନମନ୍ତ୍ରୀଙ୍କ ପାଇଁ…

ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଚାଇନା, ବୈଦେଶିକ ମନ୍ତ୍ରଣାଳୟ କହିଲା ଭେଦଭାବପୂର୍ଣ୍ଣ ବ୍ୟବହାର ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ବେଜିଂ,୨୨।୯: ଭାରତୀୟ ଖେଳାଳିଙ୍କୁ ଏସିଆନ ଗେମ୍ସରେ ଏଣ୍ଟ୍ରି ନ ଦେବାକୁ ନେଇ ଚାଇନାର ଚାଲକୁ ଭାରତ କଡା ବିରୋଧ କରିଛି। ନିକଟରେ ହାଙ୍ଗଝୁରେ ଅନୁଷ୍ଠିତ ହେବାକୁ ଥିବା ୧୯ବିଂଶ ଏସିଆନ ଗେମ୍ସରେ ଭାଗ ନେବାକୁ ଅରୁଣାଚଳ ପ୍ରଦେଶର ଭାରତୀୟ ଖେଳାଳିଙ୍କ ପ୍ରବେଶକୁ…

ଫିଲିପାଇନ୍ସରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ, ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି

ମାନିଲା,୨୨ା୯: ଫିଲିପାଇନ୍ସର ରାଜଧାନୀ ମାନିଲା ନିକଟରେ ଶୁକ୍ରବାର ସଲ୍‌ଫର୍‌ ଡାଇଅକ୍ସାଇଡ୍‌ ଏବଂ ଆଗ୍ନେୟଗିରିରୁ ଧୂଆଁ ନିର୍ଗତ ହୋଇଛି। ଏନେଇ ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଭୂ-ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜଧାନୀର ୫ଟି ସହର ଏବଂ…

ଖେବର ପାଖ୍ଟନଖୱାରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ

ଇସଲାମାବାଦ,୨୨।୯: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ସର୍ଚ୍ଚ ଅପରେଶନରେ ଯବାନଙ୍କୁ ବଡ ସଫଳତା ମିଳିଛି। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୫ ଜଣ ଆତଙ୍କବାଦୀଙ୍କୁ ସେନା କର୍ମଚାରୀ ଗିରଫ କରିଛନ୍ତି। ଏହି ଅପରେଶନ ସମ୍ପର୍କରେ ସୂଚନା ଦେଇ ସେନା…

ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋଙ୍କୁ ପସନ୍ଦ କରନ୍ତି ନାହିଁ କାନାଡାବାସୀ

ଅଟାଓ୍ବା,୨୨।୯: କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ଭାରତର ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ତେବେ ଏହାରି…

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୋହଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଆଇଏସ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ ମଇଦାନରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ଏଥର ବି ଦୀପାବଳିରେ ଫୁଟିବ ନାହିଁ ବାଣ, ଗ୍ରୀନ କ୍ରାକର୍ସକୁ ନେଇ କରାଯାଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଶୁକ୍ରବାର ଦେଶରେ ବାରିୟମ ଧାରଣ କରିଥିବା ସବୁଜ କ୍ରାକର ତିଆରି କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ଅଗ୍ନିଶମ ଉତ୍ପାଦନକାରୀମାନେ କମ ପ୍ରଦୂଷଣ ଦାବି କରି ଏହି ଅଗ୍ନି ନିର୍ବାପକ ଉତ୍ପାଦନ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri