ମଧ୍ୟପ୍ରଦେଶ-ଛତିଶଗଡ଼ରେ ଜିତିବ କଂଗ୍ରେସ, ତେଲଙ୍ଗାନାରେ ମଧ୍ୟ ମିଳିବ ସଫଳତା: ରାହୁଲ…
ନୂଆଦିଲ୍ଲୀ,୨୪।୯ : ୱାୟାନାଡର କଂଗ୍ରେସ ନେତା ତଥା ଦଳର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ରବିବାର ରାଜଧାନୀ ଦିଲ୍ଲୀରେ ଏକ କନକ୍ଲେଭ ସମୟରେ ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଚଳିତ ବର୍ଷ ୫ ଟି ରାଜ୍ୟରେ ହେବାକୁ…
ବେନିନର ଇନ୍ଧନ ଡିପୋରେ ଅଗ୍ନିକାଣ୍ଡ : ୩୪ ମୃତ, ୨୦ ଗୁରୁତର ଆହତ…
ଆବୁଜା,୨୪।୯ : ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି।…
ରୋଇଂରେ ଭାରତକୁ ରୌପ୍ୟ ପଦକ…
ହାଙ୍ଗଝୋଉ,,୨୪।୯ :ଏସୀୟ ଗେମ୍ସରେ ଭାରତ ପାଇଁ ରବିବାର ଏକ ଭଲ ଦିନ ସାବ୍ୟସ୍ତ ହୋଇଚି। ଖେଳ ଆରମ୍ଭରେ ଭାରତ ରୋଇଂରେ ପ୍ରଥମ ପଦକ ଜିତିଛି। ହାଲୁକା ଓଜନ ଡବଲ୍ସରେ ଅର୍ଜୁନ ଲାଲ ଜଟ ଏବଂ ଅରବିନ୍ଦ ସିଂ ଭାରତ ପାଇଁ ରୌପ୍ୟ…
ଇଛାଶକ୍ତିଥିଲେ ପୂର୍ବରୁ ଆସିଥାନ୍ତା ମହିଳା ସଂରକ୍ଷଣ ବିଲ୍, ନିର୍ବାଚନର ୬ ମାସ ଆଗରୁ ନୁହେଁ: ପ୍ରିୟଙ୍କା…
ମୁମ୍ବାଇ,୨୪।୯ : ମହିଳା ସଂରକ୍ଷଣ ବିଲ ଉପରେ ଭାଜପା ନେତ୍ରୀ ଉମା ଭାରତୀଙ୍କ ବିବୃତ୍ତି ଉପରେ ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି କିଛି ଦିନ ପୂର୍ବରୁ ଉମା ଭାରତୀ ନିଜେ କହିଥିଲେ ମହିଳା ସଂରକ୍ଷଣ ବିଲରେ ଓବିସି କୋଟା…
ଜ୍ୟୋତିଷଙ୍କ ପରାମର୍ଶରେ ନିର୍ମିତ ହୋଇଛି ନୂଆ ସଂସଦ ଭବନ, ରାଜକୋଷରୁ ଚୋରି ହୋଇଛି ୨୦ ହଜାର କୋଟି: ସଞ୍ଜୟ ରାଉତ…
ମୁମ୍ବାଇ,୨୪।୯ : ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ନୂତନ ସଂସଦ ଭବନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶିବସେନା ମୁଖପତ୍ର ସାମନାର ଏକ ଆର୍ଟିକିଲ ମାଧ୍ୟମରେ ସେ କହିଛନ୍ତି, ଐତିହାସିକ ସଂସଦ ଗୃହ ତାଲା…
ବିଶ୍ୱ ଐତିହ୍ୟରେ ବର୍ତ୍ତମାନ ୪୨ ଭାରତୀୟ ସ୍ଥଳ: ମନ କି ବାତରେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ କହିଛନ୍ତି ଭାରତରେ ବିଶ୍ୱ ଐତିହ୍ୟ ସ୍ଥଳ ସଂଖ୍ୟା ବର୍ତ୍ତମାନ ୪୨ରେ ପହଞ୍ଚିଛି। ଆମର ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନଗୁଡିକ ଅଧିକରୁ ଅଧିକ ବିଶ୍ୱଐତିହ୍ୟ…
ପ୍ରାର୍ଥନା ଯୋଗୁ ମୋ ପୁଅକୁ ରାଜନୀତିରେ ଭଲ ସୁଯୋଗ ମିଳିଛି: ଆଣ୍ଟୋନୀଙ୍କ ସ୍ତ୍ରୀ…
ଥିରୁଭାନନ୍ତପୁରମ,୨୪।୯ : କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ଏ.କେ ଆଣ୍ଟୋନିଙ୍କ ସ୍ତ୍ରୀ ଏଲିଜାବେଥ ଆଣ୍ଟୋନିଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ବଡ ପୁଅ ଭାଜପାରେ ଯୋଗଦେବାକୁ ଯଥାର୍ଥ ବୋଲି କହିଛନ୍ତି। ସେ କହିଛନ୍ତି ତାଙ୍କ…
ବିଶ୍ୱରେ ଭାରତର ସଫଳତା ଦେଖିବାକୁ ମିଳିଛି: ମନ କି ବାତରେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ ଜି -୨୦ଏବଂ ଚନ୍ଦ୍ରୟାନ -୩ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ବିଶ୍ୱରେ ଭାରତର ସଫଳତା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ…
ନେପାଳକୁ ଭାରତଠାରୁ ଦୂରେଇବା ପାଇଁ ଷଡ଼ଯନ୍ତ୍ର: ଜିନପିଙ୍ଗଙ୍କୁ ଭେଟିଲେ ନେପାଳୀ ପ୍ରଧାନମନ୍ତ୍ରୀ…
ବେଜିଂ,୨୪।୯ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ଚାଇନା ଗସ୍ତରେ ଅଛନ୍ତି। ଏହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଏହି ବୈଠକରେ ଉଭୟ ଦେଶ ଅନେକ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା…
ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଅଷ୍ଟ୍ରେଲିଆର ସମର୍ଥନ…
ନ୍ୟୁୟର୍କ, ୨୪।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସଂସ୍କାର ଆଣିବାକୁ ଆହ୍ବାନ ଦେଇ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଭାରତ ଏବଂ ଜାପାନକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରିବାକୁ ସମର୍ଥନ କରିଛନ୍ତି। ମିଳିତ…
ପାଶ୍ଚାତ୍ୟ ଦେଶମାନେ ରୁଷିଆ ବିରୋଧରେ କରୁଛନ୍ତି ସିଧାସଳଖ ଲଢ଼େଇ: ସର୍ଗେଇ ଲାଭରୋଭ…
ମସ୍କୋ,୨୪।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପାଶ୍ଚାତ୍ୟ ଦେଶଗୁଡ଼ିକୁ ମିଥ୍ୟା ସାମ୍ରାଜ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି କୃଷ୍ଣସାଗର ଶସ୍ୟ ଚୁକ୍ତିନାମାକୁ ପୁଣି ସ୍ବାଭାବିକ କରିବା ପାଇଁ ଉଦ୍ୟମ ସଫଳ ହେବ ନାହିଁ କାରଣ ଏଥିରେ ରୁଷିଆକୁ ଦିଆଯାଇଥିବା…
ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କଲେ ୟୁଏନଜିଏ ମୁଖ୍ୟ
ନ୍ୟୁୟର୍କ,୨୪।୯: ଆମେରିକାର ନ୍ୟୁୟର୍କରେ ଶନିବାର ‘ଇଣ୍ଡିଆ-ୟୁଏନ ଫର୍ ଗ୍ଲୋବାଲ ସାଉଥ: ଡେଲିଭରିଂ ଫର ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ମିଳିତ ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ(ୟୁଏନଜିଏ) ଡେନିସ ଫ୍ରାନ୍ସିସ ଭାରତର ଜି -୨୦ ଅଧ୍ୟକ୍ଷତାକୁୁ ପ୍ରଶଂସା କରିବା ସହ…
Archives


