ଭାରତରେ ବଢୁଛି ବରିଷ୍ଠ ନାଗରିକଙ୍କ ସଂଖ୍ୟା, କେରଳରେ ସର୍ବାଧିକ: ଜାତିସଂଘ ରିପୋର୍ଟ…
ନୂଆଦିଲ୍ଲୀ/ଜେନେଭା,୨୮।୯ : ଆଜିର ଯୁବ ଭାରତ ଆଗାମୀ ଦଶନ୍ଧିରେ ଦ୍ରୁତ ବେଗରେ ବରିଷ୍ଠ ନାଗରିକଙ୍କ ସମାଜରେ ପରିଣତ ହେବ। ୨୦୫୦ ସୁଦ୍ଧା, ଅର୍ଥାତ ୨୭ ବର୍ଷ ପରେ ଦେଶରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧ ହୋଇଯିବେ। ଶତାବ୍ଦୀର ଶେଷ…
ଭାରତରେ ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ…
ଜେନେଭା,୨୮।୯ : ମିଳିତ ଜାତିସଂଘର ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଭାରତର ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ ଗୋଷ୍ଠୀରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ ୧୮.୭ ପ୍ରତିଶତ ଆୟ ବିନା…
୭ ବର୍ଷ ପରେ ଭାରତରେ ପାକିସ୍ତାନ କ୍ରିକେଟ ଦଳ
ହାଇଦ୍ରାବାଦ, ୨୮।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଉଷ୍ମତା ବଢ଼ିଛି। ଦୀର୍ଘ ୭ ବର୍ଷ ବ୍ୟବଧାନରେ ପାକିସ୍ତାନ କ୍ରିକେଟ ଦଳ ପ୍ରଥମଥରପାଇଁ ଭାରତରେ ଆସିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ବୁଧବାର ଲାହୋରରୁ ଦୁବାଇ ବାଟଦେଇ ଏଠାକୁ ଆସିଛି।…
ଭାଜପା ଶାସିତ ରାଜ୍ୟରେ ୮୦%
ଓ୍ବାଶିଂଟନ୍,୨୮ା୯ : ୨୦୨୩ ପ୍ରଥମାର୍ଦ୍ଧରେ ଭାରତରେ ୨୫୫ ମୁସଲମାନ ବିରୋଧୀ ଘୃଣା ମନ୍ତବ୍ୟ ଦିଆଯାଇଛି। ଭାଜପା ଶାସିତ ରାଜ୍ୟଗୁଡ଼ିକରେ ସର୍ବାଧିକ ମୁସଲମାନଙ୍କୁ ଟାର୍ଗେଟ କରାଯାଇଥିବା ବିଷୟ ହିନ୍ଦୁତ୍ୱ ଓ୍ବାଚ୍ ରିପୋର୍ଟରେ ଦର୍ଶାଯାଇଛି। ଚଳିତବର୍ଷ ୫ ରାଜ୍ୟରେ ବିଧାନସଭା ଭୋଟ ଏବଂ ୨୦୨୪ରେ…
ପୋଲିସ, ବିକ୍ଷୋଭକାରୀ ସଂଘର୍ଷ
ଇମ୍ଫାଲ,୨୮ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍ବି ହିଜାମ୍ ଏବଂ ଛାତ୍ର ଫିଜାମ୍ ହେମନ୍ଜିତଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇ ସ୍ଥିତି ଅଣାୟତ୍ତ ହୋଇଛି। ଇମ୍ଫାଲରେ ପୋଲିସ ନିଷ୍କ୍ରିୟତା…
କିମ ଜୋଙ୍ଗ ଆଣବିକ ଅସ୍ତ୍ର ନୀତିକୁ ଦେଲେ ସାମ୍ବିଧାନିକ ମାନ୍ୟତା , କହିଲେ କାହାକୁ ଉଲ୍ଲଂଘନ କରିବାକୁ ଅନୁମତି ନାହିଁ…
ପ୍ୟୋଙ୍ଗୟାଙ୍ଗ,୨୮।୯: ଉତ୍ତର କୋରିଆ ଦେଶର ସମ୍ବିଧାନରେ ଆଣବିକ ଅସ୍ତ୍ର ଶକ୍ତି ଭାବରେ ଦେଶର ସ୍ଥିତିକୁ ଦୃଢ଼ କରିଛି। ରାଜ୍ୟ ଗଣମାଧ୍ୟମ ଗୁରୁବାର ରିପୋର୍ଟ କରିଛି ନେତା କିମ ଜୋଙ୍ଗ ଉନ ମଙ୍ଗଳବାର ଏବଂ ବୁଧବାର ଦିନ ଅନୁଷ୍ଠିତ ଏକ ବୈଠକରେ କହିଛନ୍ତି…
୨୦୨୪ରେ ପାକିସ୍ତାନରେ ନିର୍ବାଚନ: ଜାରି ହେଲା ପରସିମନ ରିପୋର୍ଟ…
ଇସଲାମାବାଦ, ୨୮।୯: ନିକଟରେ ଶେଷ ହୋଇଥିବା ଜନଗଣନାକୁ ଆଧାର କରି ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ବୁଧବାର ଅସ୍ଥାୟୀ ରିପୋର୍ଟ ପ୍ରକାଶ କରିଛି। ୧୭ ଅଗଷ୍ଟରେ ଇସିପି ଦ୍ୱାରା ଜାରି କରାଯାଇଥିବା ମୂଳ ଡେଲିମିଟେସନ କାର୍ଯ୍ୟସୂଚୀ ଅନୁଯାୟୀ, ଜନଗଣନା ଫଳାଫଳର ବିଜ୍ଞପ୍ତିର…
ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ
ରାଜକୋଟ,୨୭।୯: ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୪ ଓଭରରେ ୨୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହାସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ…
ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ
ଭୁବନେଶ୍ୱର,୨୭ା୯: ଆସନ୍ତା ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବୁଧବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟକୁ ଓହ୍ଲାଇବ ବସ୍…
ଭାରତକୁ ୩୫୩ ରନ୍ର ବିଜୟ ଲକ୍ଷ୍ୟ
ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ…
ଆପୋଲ ୧ର ୩ମହାକାଶ ଯାତ୍ରୀ ମହାକାଶରେ ହୋଇଯାଇଥିଲେ ଜୀବନ୍ତ ଦଗ୍ଧ, ଦୁର୍ଘଟଣାର ଅଡିଓ ଭାଇରାଲ
ଓ୍ବାଶିଂଟନ୍,୨୭।୯: ବିଶ୍ୱର ଅନେକ ଚନ୍ଦ୍ର ମିଶନ ସମ୍ପର୍କରେ କେବେ ବି ଆଲୋଚନା ହେଲେ ଆମେରିକାର ଆପୋଲୋ ୧ ବିଷୟରେ ନିଶ୍ଚେ ଆଲୋଚନା ହୁଏ। ଚନ୍ଦ୍ରରେ ପାଦ ଥାପିବା ପାଇଁ ଆମେରିକାର ଅପୋଲୋ ୧ ୩ଯାତ୍ରୀଙ୍କ ସହ ମହାକାଶକୁ ଯାଇଥିଲା। କିନ୍ତୁ ସେହି…
ଏଲପିଜି ସବସିଡି-ମାଗଣା ରାଶନ ଯୋଜନାର ହେବ ସମୀକ୍ଷା, ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲାଗି ନୂଆ ରଣନୀତି …
ନୂଆଦିଲ୍ଲୀ,୨୭।୯ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଏଲପିଜିର ସମୀକ୍ଷା କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ସର୍ବବୃହତ ସବସିଡି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଦାୟିତ୍ୱ ନୀତି ଆୟୋଗକୁ ଦିଆଯାଇଛି। ୪…
Archives


