ପ୍ରାକୃତିକ ବିିପର୍ଯ୍ୟୟ ଯୋଗୁ ଚାଷୀଙ୍କର ୩୧୬ ଲକ୍ଷ କୋଟିରୁ ଅଧିକ କ୍ଷତି, ଏସିଆରେ ସର୍ବାଧିକ…
ଓ୍ବାଶିଂଟନ,୧୫।୧୦ : (୦୧) ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ପ୍ରାୟ ୩୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କୃଷକମାନେ ଫସଲ ଏବଂ ଗୃହପାଳିତ ପ୍ରାଣୀ ଆଦିକୁ ନେଇ ପ୍ରତିବର୍ଷ ହାରାହାରି ୧୦.୨୪ ଲକ୍ଷ କୋଟି…
ଇସ୍ରାଏଲକୁ ଦ୍ୱିତୀୟ ଥର ଏୟାରକ୍ରାଫ୍ଟ ପଠାଇଲା ଆମେରିକା
ଓ୍ବାଶିଂଟନ୍,୧୫।୧୦: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୯ଦିନରେ ପହଞ୍ଚିଛି। ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ଅନ୍ୟ ଏକ ଏୟାରକ୍ରାଫ୍ଟ କ୍ୟାରିଅର ଷ୍ଟ୍ରାଇକକୁ ଭୂ-ମଧ୍ୟ ସାଗରକୁ ପଠାଇଛି। ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ସୂଚନା ଦେଇଛନ୍ତି। 📍NORFOLK,…
ମାନବୀୟ ସହାୟତା ଯୋଗାଇ ଦେବାକୁ ଇସ୍ରାଏଲ ପାଲେଷ୍ଟାଇନ ଶୀର୍ଷ ନେତାଙ୍କ ସହ ଆଲୋଚନା କଲେ ବାଇଡେନ…
ଓ୍ବାଶିଂଟନ,୧୫।୧୦ : (୦୧) ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥାବାର୍ତ୍ତା କରିଛନ୍ତି। ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ…
ବନ୍ଧକ ରଖାଯାଇଥିବା ଲୋକଙ୍କ ଅବସ୍ଥା ଦୟନୀୟ: ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି…
ଜେରୁଜେଲମ,୧୫।୧୦: (୦୧) ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଶତାଧିକ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ‘ହୋଷ୍ଟେଜ ଏବଂ ନିଖୋଜ ପରିବାର ଫୋରମ’ର ମେଡିକାଲ ଟିମର ମୁଖ୍ୟ ହାଗାଇ ଲେଭିନ ଅନ୍ତର୍ଜାତୀୟ ସମୁଦାୟକୁ…
କଂଗ୍ରେସ ପକ୍ଷରୁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ, ଛିିନ୍ଦୱାଡାରୁ ଲଢ଼ିବେ କମଲ ନାଥ…
ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ବର୍ତ୍ତମାନ ୨୩୦ ସିଟ ମଧ୍ୟରୁ ୧୪୪ ନାମ ଅନୁମୋଦନ କରିଛି। କମଲ ନାଥ ଏଥର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ। ପାର୍ଟି ପୂର୍ବରୁ…
ପୁଣି ଥରିଲା ଆଫଗାନିସ୍ତାନ
କାବୁଲ,୧୫।୧୦: ପୁଣି ଥରେ ଥରିଛି ପଶ୍ଚିମ ଆଫଗାନିସ୍ତାନ। ରବିବାର ସକାଳେ ଆଫଗାନିସ୍ତାନର ପଶ୍ଚିମ ଇଲାକାରେ ଭୂକମ୍ପ ଝଟ୍କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି, ଗତ କିଛି ସପ୍ତାହ ମଧ୍ୟରେ ଲଗାତାର ଭୂକମ୍ପ…
ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କ ପାଇଁ ୫୩ଟନ ରିଲିଫ ସହାୟତା ପଠାଇଲା ୟୁଏଇ
କାବୁଲ,୧୫।୧୦: ୟୁଏଇ ଉତ୍ତର-ପଶ୍ଚିମ ହେରାତର ଭୂକମ୍ପ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟର ହାତ ବଢାଇଛି। ଭୂକମ୍ପରେ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟ କରିବା ପାଇଁ ଦୁଇଟି ବିମାନରେ ୫୩ ଟନ ରିଲିଫ ସହାୟତା ପଠାଇଛି। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ…
ବନ୍ଧକ ବ୍ୟକ୍ତିଙ୍କୁ ଫେରାଇଆଣିବା ପାଇଁ ଇସ୍ରାଏଲ ଅଧିକାରୀଙ୍କ ଆଗରେ ଦାବି କଲେ ସମ୍ପର୍କୀୟ
ଜେରୁଜେଲମ,୧୫।୧୦: ଇସ୍ରାଏଲ-ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ୧୦ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଇସ୍ରାଏଲ କ୍ରମାଗତ ଭାବେ ଗାଜା ଷ୍ଟ୍ରିପ ଉପରେ ରକେଟ ଆକ୍ରମଣ କରୁଛି। ଏହି ଆକ୍ରମଣରେ ଶତାଧିକ ଲୋକ ପ୍ରାଣ…
ଗାଜାରୁ ଗଣ ପଳାୟନ: ଗାଜା ନ ଛାଡିବାକୁ ହମାସର ଚେତାବନୀ
ଗାଜା,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏଥିସହ ଇସ୍ରାଏଲ ଉତ୍ତର ଗାଜାରେ ରହୁଥିବା ପାଲେଷ୍ଟାନୀୟଙ୍କୁ ଦକ୍ଷିଣ ଗାଜାକୁ ଯିବାକୁ ନିର୍ଦ୍ଦେଶ ଦେଇଛ। ନିର୍ଦ୍ଦେଶ ଜାରି କରିବା ପରେ ଲକ୍ଷ ଲକ୍ଷ ଲୋକ…
ମଧ୍ୟପ୍ରଦେଶ-ଛତିଶଗଡ଼-ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ,୧୫।୧୦: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ ୩୦ ଜଣ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।…
୨୦୩୬ ଅଲମ୍ପିକ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବ: ପ୍ରଧାନମନ୍ତ୍ରୀ..
ନୂଆଦିଲ୍ଲୀ,୧୪।୧୦ : (୦୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଦେଶରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବାକୁ ପ୍ରସ୍ତୁତ। କାରଣ ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଅଧିବେଶନ ଉଦଘାଟନ କରିବାବେଳେ…
ଭାଜପା ତେଲଙ୍ଗାନାକୁ ବଂଶବାଦୀ ରାଜନୀତିରୁ କରିପାରିବ ମୁକ୍ତି: ରାଜୀବ ଚନ୍ଦ୍ରଶେଖର…
ହାଇଦ୍ରାବାଦ,୧୪।୧୦ : (୦୧) କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର କହିଛନ୍ତି ତେଲଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଭାଜପା ହେଉଛି ଏକମାତ୍ର ଦଳ ଯିଏ ରାଜ୍ୟରେ ଶାସକ ବିଆରଏସର ଦୁର୍ନୀତି ଏବଂ ବଂଶବାଦ ରାଜନୀତିକୁ ଶେଷ କରିପାରିବ। ଭାଜପା ମୁଖ୍ୟାଳୟରେ ଖବରଦାତାଙ୍କୁ…
Archives


