ବିଶ୍ୱକପ୍ରେ ବଡ଼ ବିପର୍ଯ୍ୟୟ: ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ
ନୂଆଦିଲ୍ଲୀ,୧୫।୧୦(୦୭): ବିଶ୍ୱକପ୍ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍ ଇଂଲଣ୍ଡକୁ ୬୯ରେ ରନ୍ରେ ପରାସ୍ତ କରିଛି ଆଫଗାନିସ୍ତାନ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ…
ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଜନ୍ମଦିନ ପାଳିବେ ନାହିଁ। ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।…
‘ଇସ୍ରାଏଲ ସହ ଆମେ ଅଛୁ’
ଲଣ୍ଡନ,୧୫ା୧୦: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ଉପରେ ହମାସ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ। ଇସ୍ରାଏଲ ଉପରେ ହମାସ୍ର…
ଡଙ୍ଗା ବୁଡ଼ି ଘଟଣା: ୩୦ ମୃତ, ୧୬୭ ନିଖୋଜ
କିନ୍ସାସା,୧୫ା୧୦: କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ଦ୍ୱାରା ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଡେପୁଟି ପ୍ରାଦେଶିକ ରାଜ୍ୟପାଳ ଟେଲର ନଗନାଜିଙ୍କ ଅନୁଯାୟୀ, ଇକ୍ୟୁଏଟର ପ୍ରଦେଶର ମାବାନ୍ଦାକା ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଡଙ୍ଗା ବୁଡ଼ି ଯାଇଥିଲା। ଏହି ଡଙ୍ଗା କଙ୍ଗୋ…
ଇସ୍ରାଏଲର ବିମାନ ଆକ୍ରମଣରେ ହମାସର ଆଉ ଜଣେ ଟପ କମାଣ୍ଡର ନିହତ
ତେଲ ଆଭିବ,୧୫।୧୦: ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଏୟାର ଷ୍ଟ୍ରାଇକ କରି ଚାଲିଛି। ଏହାର ଜବାବରେ ଇସ୍ରାଏଲ ପାଲେଷ୍ଟାଇନର ୨୯୦୦ରୁ ଅଧିକ ଲୋକଙ୍କୁ ମାରି ସାରିଲାଣି। ଇତିମଧ୍ୟରେ ଇସ୍ରାଏଲ ହମାସର ବି ଅନେକ କମାଣ୍ଡରଙ୍କୁ ଟାର୍ଗେଟ…
ମୁଖ୍ୟମନ୍ତ୍ରୀ ହୋଇ କମଲନାଥ ଧନ ସମ୍ପତ୍ତି ପାଇଁ କାନ୍ଦିଛନ୍ତି: ଶିବରାଜ…
ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଦାତିଆ ଜିଲାରେ ଏକ ରାଲିରେ କଂଗ୍ରେସ ରାଜ୍ୟ ମୁଖ୍ୟ କମଲ ନାଥଙ୍କୁ କଡ଼ା ସମାଲୋଚନା କରି ତାଙ୍କୁ କାନ୍ଦୁଥିବା ମୁଖ୍ୟମନ୍ତ୍ରୀ’ ବୋଲି କହିଛନ୍ତି। କମଲ ନାଥ ୨୦୧୮ ରେ…
ନାଗରିକଙ୍କୁ ଚେତାବନୀ ଦେଲା ଇସ୍ରାଏଲ: ୩ ଘଣ୍ଟାରେ ଖାଲି କର ଗାଜା
ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ନଅ ଦିନ ବିତିଗଲାଣି। ଏହି ସମୟରେ ଇସ୍ରାଏଲ ଗାଜାକୁ ବାୟୁ, ସ୍ଥଳ ଏବଂ ସମୁଦ୍ରରୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ରବିବାର ଉତ୍ତର ଗାଜାରୁ ବାହାରୁଥିବା ନାଗରିକମାନଙ୍କୁ ଇସ୍ରାଏଲ…
ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦର ନେଇ ଇଣ୍ଡିଆ ମେଣ୍ଟରେ ଫାଟ: କଂଗ୍ରେସ-ସିପିଆଇ (ଏମ) ମୁହାଁମୁହିଁ…
କୋଚି,୧୫।୧୦ : (୦୧) କେରଳର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦର ପ୍ରକଳ୍ପର ଶ୍ରେୟକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ମେଣ୍ଟର ସହଯୋଗୀ ସିପିଆଇ (ଏମ) ଏବଂ ବିରୋଧୀ କଂଗ୍ରେସ ଦଳ ମଧ୍ୟରେ ତୀବ୍ର ବିତର୍କ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର…
୧୯୮୪ ଶିଖ ହିଂସା ପଛରେ କମଲ ନାଥଙ୍କ ହାତ: କୈଳାସ ବିଜୟଭର୍ଗୀୟ…
ଭୋପାଳ,୧୫।୧୦ :(୦୧) ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଛିନ୍ଦୱାଡା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳ ଦ୍ୱାରା କମଲ ନାଥ ପ୍ରାର୍ଥୀ ହେବା ପରେ ଭାଜପା ନେତା କୈଳାସ ବିଜୟଭର୍ଗୀଆ ତାଙ୍କୁ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ହିଂସା ପାଇଁ…
ନୀତୀଶ ଦ୍ୱିତୀୟ ଗାନ୍ଧୀ: ଜେଡିୟୁ ପୋଷ୍ଟର ଦେଖି ଭାଜପା-ଆରଜେଡି ଅସନ୍ତୁଷ୍ଟ…
ପାଟନା,୧୫।୧୦ : (୦୧) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ରାଜନୈତିକ ଦଳ ଜନତା ଦଳ (ୟୁନାଇଟେଡ) ର ସଦସ୍ୟମାନେ ପାଟନାରେ ପ୍ରଦର୍ଶିତ ପୋଷ୍ଟରରେ ଦେଶର ଦ୍ୱିତୀୟ ଗାନ୍ଧୀ ବୋଲି ବର୍ଣ୍ଣନା କରିଛନ୍ତି। ସମାନତା ତଥା ସାମାଜିକ ସଂସ୍କାରକୁ ପ୍ରୋତ୍ସାହିତ କରିବା…
ଇସ୍ରାଏଲ ଟାର୍ଗେଟରେ ପାଲେଷ୍ଟାଇନ ଲାଡେନ…
ଜେରୁଜେଲମ,୧୫।୧୦ : (୦୧) ପାଲେଷ୍ଟାଇନର ଓସାମା ବିନ ଲାଦେନ ଭାବରେ ବର୍ଣ୍ଣିତ ହମାସର ସର୍ବୋଚ୍ଚ କମାଣ୍ଡର ୟାହିୟା ସିନୱାରଙ୍କୁ ଖୋଜିବା ଏବଂ ହତ୍ୟା କରିବାକୁ ଇସ୍ରାଏଲ ସେନା ପ୍ରତିଜ୍ଞା କରିଛି। ଆମେରିକା ଦ୍ୱାରା ନାମିତ ତଆତଙ୍କବାଦୀ ସିନୱାର ଗାଜା ଷ୍ଟ୍ରିପରେ ହମାସର…
ଭାରତ-ପାକିସ୍ତାନ ମ୍ୟାଚ୍ରେ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍, ଓଟିଟିରେ ମ୍ୟାଚ ଦେଖିଲେ ୩.୫କୋଟିରୁ ଅଧିକ ଲୋକ
ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚରେ ଭାରତ ବିଜୟୀ ହୋଇଛି। ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ମ୍ୟାଚରେ ଚକା ଛଉକା ରେକର୍ଡ ହେଉଥିବାବେଳେ ମ୍ୟାଚ ଦେଖୁଥିବା ଉତ୍ସାହୀ ଦର୍ଶକମାନେ ମଧ୍ୟ ରେକର୍ଡ…
Archives


