Home Middle

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଷ୍ଣୁଦେଓ ସାଏ

ରାୟପୁର,୧୩।୧୨: ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବିଷ୍ଣୁଦେଓ ସାଏ ଶପଥ ଗ୍ରହଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ଭାଜପା ରାଜ୍ୟ ସଭାପତି ଅରୁଣ ସାଓ ଏବଂ ବିଜୟ ଶର୍ମା ଶପଥ ଗ୍ରହଣ କରିଥିଲେ। ରାଜଧାନୀ ରାୟପୁରର ସାଇନ୍ସ କଲେଜରେ ଏହି ଶପଥ ଗ୍ରହଣ…

୩ ରାଜ୍ୟରେ ଭାଜପାର କାଠ କଣ୍ଢେଇ ସରକାର: କଂଗ୍ରେସ…

ନୂଆଦିଲ୍ଲୀ,୧୩।୧୨ : ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ୩ ଜଣ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ପରେ ତିନି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ସିଏମ ଚୟନକୁ ନେଇ କଂଗ୍ରେସ କଡାସମାଲୋଚନା କରିଛି। କଂଗ୍ରେସର ଜାତୀୟ ମୁଖପାତ୍ର…

କାମସୂତ୍ରର ନୂତନ ଲେଖକ ହୋଇପାରିଛନ୍ତି ନୀତୀଶ: ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୧୩।୧୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ନୀତୀଶ ଯେଉଁ ଦିନ ସେ ମହିଳାମାନଙ୍କୁ ଅପମାନିତ କରିଥିଲେ, ତାଙ୍କର ଅନ୍ତ ସେ ଦିନ ହୋଇଥିଲା। ସେ…

ପୁଣି ଘଟିଲା ୨୨ ବର୍ଷ ପୁରୁଣା ଘଟଣା, ଏବେ ସଂସଦ ଭିତର ହେଲା ଧୂଆଁ ଧୂଆଁ…

ନୂଆଦିଲ୍ଲୀ,୧୩।୧୨ : ୨୨ ବର୍ଷ ତଳେ ୨୦୦୧ରେ ସଂସଦ ଭବନରେ ହୋଇଥିବା ଆକ୍ରମଣର ପୂନରାବୃତ୍ତି ହୋଇଛି। ଲୋକସଭାରେ ୩ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁ ପଡି ତା’ପରେ ସିଟ ଉପରେ ଠିଆ ହୋଇ ଜୋତା ଖୋଲି. ସେଥିରୁ ବୋମା ପରି…

ଶିବରାଜଙ୍କୁ ଶପଥ ଗ୍ରହଣ ସ୍ଥଳ ବାହାରେ ରୋକା ଗଲା, ସମର୍ଥକ ଦେଲେ ସ୍ଲୋଗାନ…

ଭୋପାଳ,୧୩।୧୨ : ମଧ୍ୟପ୍ରଦେଶରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡ. ମୋହନ ଯାଦବ ମୁକୁଟ ପିନ୍ଧିଛନ୍ତି। ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଶିବରାଜ ସିଂ ଚୌହାନଙ୍କ ସମର୍ଥକମାନେ ତାଙ୍କ କନଭେନକୁ ଅଟକାଇଥିଲେ। ଏହି ସମୟରେ ମହିଳାମାନେ…

ଲୋକସଭା ସୁରକ୍ଷାରେ ତ୍ରୁଟି, ଭିଜିଟର ଗ୍ୟାଲେରୀରୁ ଡେଇଁଲେ ଯୁବକ,ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୩।୧୨ : ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଲୋକସଭା ସୁରକ୍ଷାରେ ତ୍ରୁଟି ଦେଖାଦେଇଛି। ୨ ଜଣ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁପଡିଥିଲେ। ଏହି କାରଣରୁ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା। ତେବେ ସୁରକ୍ଷା କର୍ମୀ ଏହି ଯୁବକଙ୍କୁ ଧରିଥିଲେ। ସମସ୍ତ ତିନିଜଣ…

ମୃତଦେହ ରାସ୍ତାରେ ରଖି ବିରୋଧ କଲେ ଜେଲ ସହ ଜରିମାନା: ସରକାର ଆଣୁଛନ୍ତି ନୂଆ ଆଇନ…

ଚଣ୍ଡିଗଡ,୧୩।୧୨ : ଏଣିକି ଲୋକେ ମୃତଦେହକୁ ରାଜପଥ କିମ୍ବା ରାସ୍ତାରେ ରଖି ବିରୋଧ କରିପାରିବେ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ ହରିୟାଣା ସରକାର ଏକ ନୂତନ ବିଲ ଆଣୁଛନ୍ତି। ଯାହା ଅନ୍ତର୍ଗତ ଏଭଳି କରିବା ଏକ ଆଇନଗତ ଅପରାଧ ହେବ। ବାସ୍ତବରେ,…

ବିମାନ ଭଡା ପୁଣି ବେଲଗାମ, ଦିଲ୍ଲୀରୁ ମୁମ୍ବାଇ ଭଡା ହେଲା ୫ ଗୁଣା…

ନୂଆଦିଲ୍ଲୀ/ମୁମ୍ବାଇ,୧୩।୧୨ : ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଭଡା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ହେଲେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରର ଭଡା ପ୍ରାୟ…

ଅନୁଚ୍ଛେଦ ୩୭୦ ନେଇ ମୁହଁ ଖୋଲିଲେ ଇମ୍ରାନ, କହିଲେ ଜଟିଳ ହେବ କଶ୍ମୀର ପ୍ରସଙ୍ଗ…

ଇସଲାମାବାଦ,୧୩।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ-କଶ୍ମୀରରେ ଧାରା ୩୭୦ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କଶ୍ମୀର ପ୍ରସଙ୍ଗକୁ ଅଧିକ ଜଟିଳ କରିବ ବୋଲି ଇମ୍ରାନ କହିଛନ୍ତି। ରାୱଲପିଣ୍ଡିର ଅଦିୟନା ଜେଲରେ…

କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୧୩।୧୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି ବୋଲି ଏହାର ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହାର ପରିଣାମ ବିପଦଜନକ ହୋଇପାରେ। କହିବାର ସ୍ବାଧିନତା ରହିଛି…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ

ଭୋପାଳ,୧୩।୧୨: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭାଜପା ନେତା ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋତିଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହୋଇଥିବା ଏହି ଶପଥ…

ଆମେରିକାରେ ମେକ ଇନ ଇଣ୍ଡିଆ ସାଇକେଲ, ଚାଇନା ଉତ୍ପାଦର ସ୍ଥାନ ନେଲା…

ଓ୍ବାଶିଂଟନ,୧୩।୧୨: ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ମେକ ଇନ ଇଣ୍ଡିଆ ପରି ପ୍ରୟାସ ଆରମ୍ଭ କରିଥିଲେ। ଏହାର ପ୍ରଭାବ ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି । ମେକ ଇନ ଇଣ୍ଡିଆ ଉତ୍ପାଦଗୁଡ଼ିକ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri