ବିଶ୍ୱ କପ-୨୦୨୩ ସେମିଫାଇନାଲ: ୨ ଟିମର ଟିକେଟ ନିଶ୍ଚିତ, ପାକିସ୍ତାନ ଶ୍ରେଷ୍ଠ ୪ର ନିକଟତମ…
ନୂଆଦିଲ୍ଲୀ,୪।୧୧ : ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ବିଜୟ ପରେ ସେମିଫାଇନାଲ ସମୀକରଣରେ ଏକ ବଡ଼ ମୋଡ଼ ଆସିଛି। ଟିମ ଇଣ୍ଡିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଉଥିବା ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ କ୍ରମାଗତ ଚାରିଟି ମ୍ୟାଚ ହାରିଛି। ଏଥି ସହିତ କ୍ରମାଗତ…
ଶୋଇଥିବା ବେଳେ ହୋଇଥିଲା ଭୂକମ୍ପ, ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା
କାଠମାଣ୍ଡୁ,୪ା୧୧: ଶୁକ୍ରବାର ରାତିରେ ନେପାଳରେ ହୋଇଥିବା ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଭୂକମ୍ପ ୮ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଭୂକମ୍ପ ବୋଲି କୁହାଯାଉଛି। ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୫୭ ଲୋକ ପ୍ରାଣ ହରାଇ ସାରିଲେଣି। ହଜାର ହଜାର…
କଂଗ୍ରେସର ଅର୍ଥ ଦୁର୍ନୀତି-କମିଶନ-ସାମ୍ପ୍ରଦାୟିକ ଦଙ୍ଗା: ଶାହା…
ଭୋପାଳ,୪।୧୧ : ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଏକ ସାଧାରଣ ସଭାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରିଛନ୍ତି। ତାଙ୍କ ଭାଷଣରେ ସେ କଂଗ୍ରେସ ପାର୍ଟିକୁ କଡ଼ା ସମାଲୋଚନା କରିବା ସହ ଦୁର୍ନୀତି, କମିଶନ, ସାମ୍ପ୍ରଦାୟିକ ଦଙ୍ଗା ଏବଂ…
ଇଣ୍ଡିଆ ମେଣ୍ଟ କଳି ପଦାରେ ପଡ଼ିଲା, ସିପିଆଇଏମ-ଟିଏମସି ମୁହାଁମୁହିଁ…
କୋଲକାତା,୪।୧୧ : ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନରେଭାଜପାକୁ ଚ୍ୟାଲେଞ୍ଜ କରିବା ପାଇଁ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆରେ ମତଭେଦର ଜାରି ରହିଛି। ସହଯୋଗୀ ଦଳଗୁଡିକ ଜାତୀୟ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ ଆଭ୍ୟନ୍ତରୀଣ ସ୍ତରରେ ବିବାଦ ଦେଖାଦେଇଛି।…
ଡିଏଲଏସ ନିୟମରେ ୨୧ ରନରେ ଜିତିଲା ପାକିସ୍ତାନ, ନ୍ୟୁଜିଲାଣ୍ଡ ପରାଜିତ…
ବେଙ୍ଗାଲୁରୁ,୪।୧୧: ତାମିଲନାଡୁର ଚେନ୍ନାଇର ଏମ.ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୫ତମ ମ୍ୟାଚରେ ପାକିସ୍ତାନ ଡିଏଲଏସରେ ୨୧ ରନରେ ଜିତିଛି। ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଓ୍ବିକେଟ ହରାଇ ୪୦୧ ରନ କରିଥିଲା। ଫଳାରେ ପାକିସ୍ତାନ ପାଇଁ…
ହମାସର ଲକ୍ଷ୍ୟ ଗାଜାରେ ଇସ୍ରାଏଲ ପାଇଁ ସମସ୍ୟା ସୃଷ୍ଟି: ୪୦ ହଜାର ଯୋଦ୍ଧା ସାମିଲ, ମାଟିତଳେ ସୁଡଙ୍ଗ ସହର…
ଜେରୁଜେଲମ,୪।୧୧ : ଗାଜା ଷ୍ଟ୍ରିପରେ ହମାସ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ ସହିତ ଇସ୍ରାଏଲ ସେନା ମଧ୍ୟ ସ୍ଥଳ ଆକ୍ରମଣ କରୁଛି । ଏଠାରେ ହମାସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରୁଛି। ପାଲେଷ୍ଟାଇନ ସମର୍ଥିତ ସଂଗଠନର ନେତୃତ୍ୱର ସୂତ୍ର…
ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଣଦେଖା, ପୁଣି ଚାଲିଲା କ୍ଷମତା ଲଢ଼େଇ…
ବେଙ୍ଗାଲୁରୁ,୪।୧୧ : ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମହାସଚିବ ରଣଦୀପ ସୁରଜେୱାଲା ଦଳର ବିଧାୟକ, ନେତା ଓ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି କର୍ନାଟକରେ କ୍ୟାବିନେଟ ପୁନର୍ଗଠନ ଏବଂ ନେତୃତ୍ୱ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଜନସାଧାରଣଙ୍କୁ ମତାମତ ନ ଦିଅନ୍ତୁ, ଯଦି…
ହମାସ୍ ମୁଖ୍ୟଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼
ଜେରୁଜେଲମ୍,୪ା୧୧: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହନିୟେଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଆକ୍ରମଣ ସମୟରେ ଇସ୍ମାଇଲ ଘରେ ନ ଥିଲେ। ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର ଗାଜାର…
ଇସ୍ରୋ ଅଧ୍ୟକ୍ଷ ହେବାକୁ ବାଧା ଦେଇଥିଲେ ସିଭନ, ଅଭିଯୋଗ ଆଣିଲେ ସୋମନାଥ…
ହାଇଦ୍ରାବାଦ,୪।୧୧ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ଅଧ୍ୟକ୍ଷ ଏସ ସୋମନାଥଙ୍କ ଦ୍ୱାରା ପ୍ରକାଶିତ ଏକ ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଛି। ସେ ତାଙ୍କ ପୁସ୍ତକରେ ପ୍ରକାଶ କରିଛନ୍ତି ଇସ୍ରୋର ପୂର୍ବତନ ମୁଖ୍ୟ କେ. ସିଭନ ତାଙ୍କୁ ସ୍ପେସ…
୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର,୪/୧୧: ନଭେମ୍ବର ୨୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ଖୁବ୍ଶୀଘ୍ର ସର୍ବଦଳୀୟ ବୈଠକ ଡକାଇ ପାରନ୍ତି ବୋଲି ସୂଚନାରୁ ଜଣାପଡ଼ିଛି।
ରନଓ୍ବେରେ ଚେତକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ…
କୋଚି,୪।୧୧: ଶନିବାର କେରଳର କୋଚିସ୍ଥିତ ନାଭାଲ ଏୟାର ଷ୍ଟେଶନ ଆଇଏନଏସ ଗରୁଡର ରନୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ନିୟମିତ ଟ୍ରେନିଂ ଡ୍ରିଲ ସମୟରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଦୁଇଜଣ…
ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୮୭ ରନ…
ଅହମଦାବାଦ,୪।୧୧: ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୬ତମ ମ୍ୟାଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପ୍ୟାଟ କୁମିନ୍ସଙ୍କ…
Archives


