ରୁଷିଆ-ୟୁକ୍ରେନ ପରେ ଜାତିସଂଘ ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକିବାରେ ବିଫଳ: ଅନ୍ତର୍ଜାତୀୟସ୍ତରରେ ଊଠିଲା ପ୍ରଶ୍ନ…
ଜେନେଭା,୧୬।୧୦ : ଅକ୍ଟୋବର ୭ ରୁ ହମାସ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉଭୟ ପାର୍ଶ୍ୱରେ ମାନବିକ ସଙ୍କଟ ଦେଖାଦେଇଛି। ଲୋକମାନେ ନିଜ ଘର ଛାଡି କ୍ୟାମ୍ପରେ ରହିବାକୁ ବାଧ୍ୟ…
ପାଇଲଟ ଲାଇସେନ୍ସ ୧୦ ବର୍ଷ ପର୍ଯ୍ୟନ୍ତ ରହିବ ବୈଧ…
ନୂଆଦିଲ୍ଲୀ,୧୬।୧୦ : ବିମାନ ଚଳାଚଳ କ୍ଷେତ୍ରରେ ବ୍ୟବସାୟ କରିବାରେ ସହଜତାକୁ ଆହୁରି ଉନ୍ନତ କରିବା ପାଇଁ ସରକାର ଏହାର ପ୍ରୟାସର ଏକ ଅଂଶ ଭାବରେ ଏକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ବାଣିଜି୍ୟକ ପାଇଲଟ ଲାଇସେନ୍ସ ବର୍ତ୍ତମାନ ୧୦ ବର୍ଷ…
୨୬ ସପ୍ତାହ ଭ୍ରୁଣ ଗର୍ଭପାତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୬।୧୦ : ସୁପ୍ରିମକୋର୍ଟ ୨୬ ସପ୍ତାହର ଭ୍ରୁଣ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏମ୍ସ ରିପୋର୍ଟ ଅନୁଯାୟୀ ଭ୍ରୁଣରେ କୌଣସି ଅସ୍ବାଭାବିକତା ନାହିଁ। ଏମ୍ସ କର୍ତ୍ତୃପକ୍ଷ ଠିକ ସମୟରେ ଡେଲିଭରୀ କରିବେ। ସୋମବାର କୋର୍ଟ…
ମଣିପୁର ବଦଳରେ ମୋଦିଙ୍କୁ ଘାରିଛି ଇସ୍ରାଏଲ ଚିନ୍ତା: ରାହୁଲ…
ଆଇଜଲ,୧୬।୧୦ : ମିଜୋରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମଣିପୁର ଅପେକ୍ଷା ଇସ୍ରାଏଲରେ କ’ଣ ଘଟୁଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଅଧିକ ଚିନ୍ତିତ ଅଛନ୍ତି। ମିଜୋରାମର ରାଜ…
କଂଗ୍ରେସର ନିର୍ବାଚନୀ ଥୋପ: ବିବାହ ସମୟରେ ମହିଳାଙ୍କୁ ସୁନା-ଛାତ୍ରୀଛାତ୍ରଙ୍କୁ ମାଗଣା ଇଣ୍ଟରନେଟ…
ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥି ସହିତ ବିଆରଏସ ମଧ୍ୟ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ପ୍ରତିଶ୍ରୁତିରେ…
ହିଜବୁଲ ପରବର୍ତ୍ତୀ ଟାର୍ଗେଟ: ଲେବାବନ ସୀମାରୁ ନାଗରିକଙ୍କୁ ହଟାଇଲା ଇସ୍ରାଏଲ…
ଜେରୁଜେଲମ,୧୬।୧୦ : ହମାସ ପରେ ଏବେ ଇସ୍ରାଏଲ ହିଜବୁଲକୁ ଟାର୍ଗେଟ କରିଛି। ଲିବାନନ ସହିତ ଏହାର ସୀମାରୁ ସାଧାରଣ ନାଗରିକମାନଙ୍କୁ ବାହାର କରିବା କାର୍ଯ୍ୟ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଲେବାନନ ସୀମା ମଧ୍ୟରେ ଥିବା ଦୁଇ କିଲୋମିଟର ପର୍ଯ୍ୟନ୍ତ…
ପାଞ୍ଚ ଜଣିଆ ଖଣ୍ଡପୀଠ କରିବ ଇଲେକ୍ଟୋରାଲ ବଣ୍ଡ ମାମଲାର ଶୁଣାଣି
ନୂଆଦିଲ୍ଲୀ,୧୬।୧୦: ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ଏକ ବେଞ୍ଚ ରାଜନୈତିକ ଦଳର ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାର ମାମଲାର ଶୁଣାଣି କରିବ। ସୋମବାର ନିଜେ ଏହି ମାମଲାରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ…
ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍,୨,୦୦୦ ରୋଗୀ-ନବଜାତ ଶିଶୁଙ୍କ ସୁରକ୍ଷା ସଙ୍କଟରେ…
ଜେରୁଜେଲମ,୧୬।୧୦ : ଆତଙ୍କବାଦୀ ସଂଗଠନ ହମାସକୁ ହଟାଇବା ପାଇଁ ଇସ୍ରାଏଲ ନେଇଥିବା କଡା ପଦକ୍ଷେପ ଯୋଗୁଁ ଗାଜାର ନାଗରିକଙ୍କ ସହିତ ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ଦେଇ ଗତି କରୁଛନ୍ତି। ଆହତ ତଥା ଅନ୍ୟ ରୋଗୀ ଚିକିତ୍ସା ଲାଗି…
ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬ା୧୦(୦୫): ପିପିଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ପିପିଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନନେତା ଭାବେ ଲୋକଙ୍କ…
ପିଲାମାନଙ୍କୁ ହତ୍ୟା କରାଯାଉଥିଲା ବେଳେ କେଉଁଠି ଥିଲେ ଜାତିସଂଘ-ଡବ୍ଲ୍ୟୁଏଚଓ: ଇସ୍ରାଏଲର ପ୍ରଶ୍ନ…
ଜେରୁଜେଲମ,୧୬।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦର ସମାଧାନର ରାସ୍ତା ଦେଖାଯାଉ ନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ ବିବାଦ ନେଇ ବିଶ୍ୱ ଶାନ୍ତି ବ୍ୟାହତ ହୋଇଥିବାବେଳେ ଏବେ ହମାସ ଇସ୍ରାଏଲ…
ଇସ୍ରାଏଲ-ହାମାସ ବିବାଦରେ ୩,୯୦୦ ନିହତ, ଗାଜାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଧମକ…
ଜେରୁଜେଲମ, ୧୬।୧୦: ହମାସ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବାର ୧୦ ଦିନ ବିତିଲାଣି । ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧,୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ, ଗାଜା ଷ୍ଟ୍ରିପରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା…
୩୬ ଦେଶର ନାଗରିକଙ୍କୁ ବନ୍ଧକ ରଖିଛି ହମାସ୍, ସାହାଯ୍ୟ ପାଇଁ ନିବେଦନ କଲେ ଅଭିନେତ୍ରୀ
ଜେରୁଜେଲମ୍,୧୬ା୧୦(୦୫): ହମାସ୍ ଉଗ୍ରବାଦୀମାନେ ଇସ୍ରାଏଲ ସହିତ ୩୬ଟି ଦେଶର ନାଗରିକଙ୍କୁ ବନ୍ଧକ ରଖିଛନ୍ତି। ଇସ୍ରାଏଲ ଅଭିନେତ୍ରୀ ରୋନା-ଲି ଶିମନ ଗଣମାଧ୍ୟମକୁ ସେଠାରେ ଥିବା ଅବସ୍ଥା ବିଷୟରେ କହିବା ସହ ସମସ୍ତ ନାଗରିକଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଇସ୍ରାଏଲର…
Archives


