Home Middle

ଆମେରିକାରେ ୭୫ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ଧର୍ମଘଟ…

ଲସ ଏଞ୍ଜେଲସ,୫।୧୦ : ଭର୍ଜିନିଆ, କାଲିଫର୍ନିଆ ଏବଂ ଆମେରିକାର ଅନ୍ୟ ତିନୋଟି ରାଜ୍ୟରୁ ପ୍ରାୟ ୭୫ ହଜାର ସ୍ବାସ୍ଥ୍ୟ ସେବା କର୍ମଚାରୀ ବେତନ ଏବଂ କର୍ମଚାରୀଙ୍କ ଅଭାବ ନେଇ ଧର୍ମଘଟ କରିଛନ୍ତି। କେସର ପରମାନେଣ୍ଟ ଡାକ୍ତରଖାନାରେ କର୍ମଚାରୀମାନେ ଧାରଣାରେ ବସିଥିଲେ। କେସର…

ଆମେରିକାରେ ବିମାନ ଦୁର୍ଘଟଣା: ୨ ମୃତ, ଦୁର୍ଘଟଣାର ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୫।୧୦ : ଆମେରିକାର ଓରେଗନ ହୋମରେ ଏକ ବିମାନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ଛୋଟ ବିମାନ ଥିଲା, ଯେଉଁଥିରେ ତିନି ଜଣ ଲୋକ ଥିଲେ। ଏହି ବିମାନ ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ…

୨୨ କୁର୍ଦ୍ଦ ଶିବିର ଧ୍ୱଂସ କଲା ତୁର୍କୀ…

ଇସ୍ତାନବୁଲ,୫।୧୦ : ତୁର୍କୀ ବାୟୁସେନା ଇରାକରେ ନିଷିଦ୍ଧ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟିର ୨୨ଟି ବେସକୁ ଧ୍ୱଂସ କରିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସ୍ଥାନୀୟ ସମୟ ସନ୍ଧ୍ୟା ୭ ଟା ସମୟରେ ଉତ୍ତର ଇରାକର ମେଟିନା, ହାକୁର୍କ, ଗାରା ଠାରେ ଏୟାର…

ସୋମାଲିଆ ସେନାଙ୍କୁ ସଫଳତା, ୨ ମାସରେ ୧,୬୫୦ ଆତଙ୍କବାଦୀ ନିହତ…

ମୋଗାଦିଶୁ,୫।୧୦ : ସୋମାଲିଆରେ ଆତଙ୍କବାଦୀଙ୍କ ବିରୋଧରେ ସୋମାଲି ଜାତୀୟ ସେନା ମାଧ୍ୟମରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୋମାଲିଆର ଜାତୀୟ ସେନା ରିପୋର୍ଟ କରିଛି ଗତ ଦୁଇ ମାସ ମଧ୍ୟରେ ସୋମାଲିଆର ଗାଲମୁଦୁଗ ଏବଂ ହିରଶାବେଲ ରାଜ୍ୟରେ ସାମରିକ ଆକ୍ରମଣ ସମୟରେ…

ତାଇଓ୍ବାନ ମୁହାଁ ଟାଇଫୁନ ‘କୋଇନୁ’, ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାରଙ୍କ ପ୍ରସ୍ତୁତି ଶେଷ…

ତାଇପେଇ,୫।୧୦: ଶକ୍ତିଶାଳୀ ଟାଇଫୁନ ‘କୋଇନୁ’ ତାଇୱାନ ମୁହାଁ ହୋଇଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ବିମାନ ବାତିଲ କରିବାକୁ ତାଇୱାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।…

ପ୍ରତିଶୋଧ ନେବା ପାଇଁ ନୁହେଁ ଦେଶର ସମୃଦ୍ଧି ଲାଗି ଫେରୁଛନ୍ତି ନଓ୍ବାଜ: ଶାହାବାଜ…

ଇସଲାମାବାଦ, ୫।୧୦: ନଓ୍ବାଜ ଶରିଫଙ୍କ ସାନଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ନୱାଜ ଶରିଫଙ୍କ ଦେଶକୁ ଫେରିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ନୱାଜ ଶରିଫ କାହାରିଠାରୁ ପ୍ରତିଶୋଧ ନେବାକୁ ପାକିସ୍ତାନକୁ ଆସୁନାହାଁନ୍ତି କିନ୍ତୁ ସେ…

କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ଚାଇନାର ହାଙ୍ଗଝୋଠାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋର ତାଙ୍କ କ୍ୟାରିୟରରେ ସବୁଠୁ ଭଲ…

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦: ଚାଇନାରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ଗେମ୍ସରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ତାଙ୍କ କ୍ୟାରିୟରରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର ୮୭.୫୪…

ଦେଶ ପାଇଁ ପୁଣି ସ୍ବର୍ଣ୍ଣ ଜିତିଲେ ‘ଗୋଲଡେନ୍‌ ବୟ’: କିଶୋରଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୪।୧୦: ଭାରତର ତାରକା ଆଥଲେଟ ତଥା ‘ଗୋଲଡେନ୍‌ ବୟ’ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ ଦେଶ ପାଇଁ ପୁଣି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ସହିତ କିଶୋର ଜେନା ମଧ୍ୟ…

ପାକିସ୍ତାନକୁ ଚାଇନାର ବଡ଼ ଝଟ୍‌କା

ଇସଲମାବାଦ,୪ା୧୦: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଚାଇନା ଏକ ବଡ଼ ଝଟ୍‌କା ଦେଇଛି। ପାକିସ୍ତାନର ରାଜନୈତିକ ଅସ୍ଥିରତା ଏବଂ ନିରାପତ୍ତାକୁ ଦର୍ଶାଇ ଚାଇନା ନୂତନ ବେଲ୍ଟ ଏବଂ ରୋଡ୍‌ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା…

ଏଏପି ଏମ୍‌ପି ସଞ୍ଜୟ ସିଂ ଗିରଫ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସକାଳେ ଚଢାଉ ଆରମ୍ଭ କରିଥିଲା। ଦୀର୍ଘ ୧୦ ଘଣ୍ଟା…

ନେପାଳଗଞ୍ଜରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

କାଠମାଣ୍ଡୁ,୪ା୧୦: ନେପାଳଗଞ୍ଜର ଜଣେ ହିନ୍ଦୁ ବାଳକ ସୋସିଆଲ ମିଡିଆରେ ମୁସଲମାନମାନଙ୍କ ବିଷୟରେ ଏକ ପୋଷ୍ଟ ଶେୟାର କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦରେ ମୁସଲମାନମାନେ ରାସ୍ତାରେ ଟାୟାର ଜାଳି  ଅବରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର (ଅକ୍ଟୋବର ୩)ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri