Home Middle

KAZIND-2023ରେ ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୯।୧୦: ଶକ୍ତି ପ୍ରଦର୍ଶନ କରିବ ଭାରତ। ସୋମବାର ଠାରୁ ଭାରତ ଏବଂ କାଜାକିସ୍ତାନ ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ହେବାକୁ ଯାଉଛି। ଏହି ମିଳିତ ଯୁଦ୍ଧାଭ୍ୟାସର ନାଁ ରହିଛି KAZIND-2023। କାଜାକିସ୍ତାନର ଓଟାରରେ ଏହା ଆୟୋଜିତ ହେବାକୁ ଯାଉଛି। ୩୦ ଅକ୍ଟୋବରରୁ ୧୧ନଭେମ୍ବର…

ଗାଜାରେ ଇଣ୍ଟରନେଟ ସେବା ପୁଣି ଆରମ୍ଭ, ଲୋକଙ୍କୁ ଦକ୍ଷିଣାଞ୍ଚଳକୁ ଯିବାକୁ ଇସ୍ରାଏଲର ନିର୍ଦ୍ଦେଶ…

ଜେରୁଜେଲମ,୨୯।୧୦: ଇସ୍ରାଏଲ-ହମାସ ବିବାଦ ପରେ ବର୍ତ୍ତମାନ ତିନି ସପ୍ତାହରୁ ଅଧିକ ସମୟ ବିତିଛି। ତେବେ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ସେଥିମଧ୍ୟରୁ ପ୍ରାୟ ୯,୫୦୦ ଲୋକଙ୍କର ମୃତ୍ୟୁ ହୋଇଛି। ହମାସ ଆକ୍ରମଣରେ ୧୪୦୦ରୁ ଅଧିକ ସାଧାରଣ ନାଗରିକଙ୍କର ଇସ୍ରାଏଲରେ ମୃତ୍ୟୁ…

ଗାଜାରେ ଏଣେତେଣେ ପଡି ରହିଛି ମୃତଦେହ, ମହାମାରୀ ଆଶଙ୍କା

ଗାଜା,୨୯।୧୦: ତିନି ସପ୍ତାହ ଧରି ଗାଜା ଷ୍ଟ୍ରିପରେ ଲଗାତାର ବୋମା ବିସ୍ଫୋରଣ ଜାରି ରହିଛି। ଇସ୍ରାଏଲୀ ଟ୍ୟାଙ୍କର ବୋମା ବିସ୍ଫୋରଣ ଯୋଗୁଁ ସେଠାରେ ରହୁଥିବା ୨୩ଲକ୍ଷ ଜନସଂଖ୍ୟାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଯୁଦ୍ଧରେ ସାତ ହଜାରରୁ ଅଧିକ ଲୋକ…

ଏଲନ ମସ୍କଙ୍କୁ ଚେତାବନୀ ଦେଲା ଇସ୍ରାଏଲ,ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ରୁହ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୯।୧୦: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ନିକଟରେ ଯୁଦ୍ଧର ବିପଦର ସମ୍ମୁଖୀନ ହେଉଥିବା ଗାଜା ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ ସୁବିଧା ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଇସ୍ରାଏଲ ଏଲନ ମସ୍କଙ୍କୁ ଚେତାବନୀ ଦେଇଛି ଏବଂ କହିଛି ଯଦି ମସ୍କ ଏହା କରେ…

ନନ୍ଦିନୀ ଦେବୀଙ୍କୁ ମରଣୋତ୍ତର ଢେଙ୍କାନାଳ ଗୌରବ ସମ୍ମାନ

ଢେଙ୍କାନାଳ,୨୯ା୧୦(ରତନ ନାୟାର)ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୮ତମ ନଟରାଜ କୁମାରୋତ୍ସବ ଶନିିବାର ଉଦ୍‌ଘାଟିତ ହୋଇଯାଇଛି। ଢେଙ୍କାନାଳ ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସଙ୍ଗୀତ ନାଟକ…

ପିଲା, ଶିକ୍ଷକଙ୍କ ଉପସ୍ଥାନ ଦୈନିକ ଅପ୍‌ଲୋଡ୍‌ ହେବ

ଭୁବନେଶ୍ୱର, ୨୯।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍‌ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍‌ଲୋଡ୍‌ କରାଯିବ। ପ୍ରତ୍ୟେକ କାର୍ଯ୍ୟ ଦିବସର ଅପରାହ୍ନ ୪ଟା…

କଳା-ହଳଦିଆ ଟ୍ୟାକ୍ସି ମୁମ୍ବାଇ ରୋଡରୁ ହଟିବ, ୬୦ ବର୍ଷର ଇତିହାସ ହେବ ଶେଷ…

ମୁମ୍ବାଇ,୨୮।୧୦ : ଦଶନ୍ଧି ଧରି, ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା। ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କଳ-ହଳଦିଆ(କାଲି-ପିଲି) କୁହାଯାଇଥାଏ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ…

ଇଣ୍ଟରନେଟ୍‌ରୁ ସୂଚନା କିମ୍ବା ଡାଟା ଲିକ୍‌ କଲେ ଏଣିକି ପଡ଼ିବେ ଧରା

ନୂଆଦିଲ୍ଲୀ,୨୮ା୧୦: ପ୍ରତିରକ୍ଷା କ୍ଷେତ୍ର ତଥା ଅନ୍ୟାନ୍ୟ ରଣନୀତିକ କ୍ଷେତ୍ରକୁ ଶତ୍ରୁମାନଙ୍କଠାରୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରମୁଖ ପ୍ରସ୍ତୁତି ଆରମ୍ଭ କରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଇସ୍ରୋ ଏହି…

ରବିବାର ଭାରତ-ଇଂଲଣ୍ଡ ମୁହାଁମୁହିଁ, ଇଂଲଣ୍ଡ ପାଇଁ କଷ୍ଟକର ହେବ ମ୍ୟାଚ ଜିତିବା…

ଲକ୍ଷ୍ନୌ,୨୮।୧୦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ୨୯ ତମ ମ୍ୟାଚ ଲକ୍ଷ୍ନୌର ଖେଳାଯିବ। ।ଟିମ ଇଣ୍ଡିଆ ଏହି ମ୍ୟାଚ ପାଇଁ ଖେଳ ଏକାଦଶରେ ପରିବର୍ତ୍ତନ ଆଣିପାରେ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ।…

ଗାଜାରେ ରହିଛନ୍ତି ୫୦ ହଜାର ଗର୍ଭବତୀ, ଆସନ୍ତା ମାସରେ ୫,୫୦୦ ଜଣଙ୍କ ପ୍ରସବ ତାରିଖ, ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେରୁଜେଲମ,୨୮।୧୦ : ଇସ୍ରାଏଲ ପକ୍ଷରୁ ହମାସ ଉପରେ ଚାଲିଥିବା ପ୍ରତିଶୋଧ ପରାୟଣ କାର୍ଯ୍ୟ ମଧ୍ୟରେ ଖବର ପ୍ରକାଶ ପାଇଛି ଗାଜାରେ ପ୍ରାୟ ୫୦ ହଜାର ଗର୍ଭବତୀ ମହିଳା ଫସି ରହିଛନ୍ତି। କୁହାଯାଉଛି ଏହି ମହିଳାମାନଙ୍କ ମଧ୍ୟରୁ ୫,୫୦୦ ମହିଳା ଅଛନ୍ତି ଯେଉଁମାନେ…

ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଆକ୍ରମଣ, ୫ ମିନିଟରେ ୫୦୦ ହମାସ କମାଣ୍ଡରଙ୍କୁ ହତ୍ୟା…

ଜେରୁଜେଲମ,୨୮।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଶେଷ ହେବାର ନା ଧରୁନି। ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଥର ଆକ୍ରମଣ ହୋଇଛି। ଏହା ଦ୍ୱାରା ମାତ୍ର ୫ ମିନିଟ ମଧ୍ୟରେ ୫୦୦ ହମାସ କମାଣ୍ଡରଙ୍କୁ ହତ୍ୟା…

ଗାଜାକୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଏଲନ୍‌

ନ୍ୟୁୟର୍କ,୨୮ା୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଗାଜାରେ ଅନେକ କ୍ଷତି ଘଟିଛି। ତେବେ ଗାଜାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏଲନ୍‌ ମସ୍କ ଆଗେଇ ଆସିଛନ୍ତି। ଶନିବାର ଏଲନ୍‌ କହିଛନ୍ତି, ତାଙ୍କ କମ୍ପାନୀ ଷ୍ଟାର୍‌ ଲିଙ୍କ୍‌ ଗାଜାରେ ଅନ୍ତର୍ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri