Home Middle

ଶୀତ ଦିନ ଆଉ ଆସିବ ନାହିଁ, ଡିସେମ୍ବରରେ ବି ହେବ ପ୍ରବଳ ତାତି, ଚେତାବନୀ ଜାରି କଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୫।୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ପୁନର୍ବାର ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅତ୍ୟନ୍ତ ଭୟାନକ ଅଟେ।…

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମମତା

କୋଲକାତା,୫ା୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ତାଙ୍କର ୩୫ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ କୋଲକାତାରେ ଖେଳିବେ। ମମତା ତାଙ୍କ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି, ‘ଖୁସି ଯେ କି…

୩୫ ବର୍ଷରେ ପାଦ ଥାପିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଆଜି ଅର୍ଥାତ୍‌ ନଭେମ୍ବର ୫ରେ ହେଉଛି ଜନ୍ମଦିନ। ଆଜି ସେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ ଦୁନିଆରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି। ବର୍ତ୍ତମାନ ବିଶ୍ବକପ୍‌ ଖେଳୁଥିବା ବିରାଟ ଫୁଲ୍‌ଫର୍ମରେ…

ଆମକୁ ଗୁଳି ଚଳାଇବା ବି ଜଣା, ଭାଜପା ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ…

ଜୟପୁର,୫।୧୧ : ଭରତପୁରର କାମାଂ ଆସନର ଭାଜପାପ୍ରାର୍ଥୀ ନୀ ନୌକ୍ଷମ ଚୌଧୁରୀଙ୍କ ବିବାଦୀୟ ବିବୃତ୍ତି ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯଦି କେହି ଇଟା ଫିଙ୍ଗନ୍ତି, ମୁଁ ପଥର ସାହାଯ୍ୟରେ ଏହାର ଉତ୍ତର…

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର,୫।୧୧: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ଓଡିଶା ଆସି ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜର ବାଦାମପାହା ରେଲୱେ ରୁଟରେ ପ୍ରସ୍ତାବିତ ୩ ନୂଆ ଟ୍ରେନ ଲୋକାର୍ପିତ କରିବେ । ଟାଟାରୁ ରାଉରକେଲାକୁ ଯାଉଥିବା…

୧୦ ନଭେମ୍ବର ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ, ଷଷ୍ଠରୁ ଦ୍ୱାଦଶ ଅନଲାଇନରେ ପାଠପଢ଼ା…

ନୂଆଦିଲ୍ଲୀ,୫।୧୧ : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ…

ପୃଥିବୀର ସମସ୍ତ ସ୍କୁଲରେ ଫୋନ ଉପରେ ଲାଗିବ ପ୍ରତିବନ୍ଧକ, ଛାତ୍ରୀଛାତ୍ରଙ୍କର ହେଉଛି ସମସ୍ୟା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୫।୧୧ : ଅଗଷ୍ଟ ମାସରେ, ଦିଲ୍ଲୀ ବିଦ୍ୟାଳୟର ଛାତ୍ର ଓ ଶିକ୍ଷକମାନଙ୍କୁ ଶ୍ରେଣୀରେ ଫୋନ ଆଣିବାକୁ ବାରଣ କରାଯାଇଥିଲା। ଆମେରିକାର ଫ୍ଲୋରିଡା ରାଜ୍ୟ ମଧ୍ୟ ବର୍ଷ ଆରମ୍ଭରେ ସମାନ ପ୍ରତିବନ୍ଧକ ଲଗାଇଥିଲା। ଅକ୍ଟୋବରରେ ସମଗ୍ର ଦେଶରେ ବିଦ୍ୟାଳୟରେ ଫୋନ ଉପରେ ପ୍ରତିବନ୍ଧକ…

ଚାଇନାକୁ ଝଟକା, ବିଆରଆଇରୁ ଏହି ଦେଶ ହେଲା ବାହାର…

ବେଜିଂ,୫।୧୧ : ଚାଇନା ସମଗ୍ର ବିଶ୍ୱରେ ଏହାର ଅର୍ଥନୈତିକ ପ୍ରଭାବ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଟ୍ରିଲିୟନ ଡଲାର ମୂଲ୍ୟର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ(ବିଆରଆଇ) ପ୍ରୋଜେକ୍ଟ ଆରମ୍ଭ କରିଛି ଯେଉଁଥିରେ…

ଇସ୍ରାଏଲକୁ ଆମେରିକାର ସମର୍ଥନ, ହ୍ବାଇଟ ହାଉସକୁ ଘେରି ପାଲେଷ୍ଟାଇନ ସ୍ବାଧୀନ ହେଉ ସ୍ଲୋଗାନ…

ଓ୍ବାଶିଂଟନ,୫।୧୧ : ହମାସ-ଇସ୍ରାଏଲ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ସେନା କ୍ରମାଗତ ଭାବରେ ହମାସ ଶିବିରକୁ ଟାର୍ଗେଟ କରୁଛି। ଏହି ସମୟରେ ଅନେକ ପାଲେଷ୍ଟାଇନ ସମର୍ଥକ ହ୍ବାଇଟ ହାଉସର ଫାଟକରେ ପ୍ରଦର୍ଶନ କରିଥିଲେ। ତୁରନ୍ତ ପ୍ରଭାବ ସହିତ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ…

ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି, ପ୍ରସ୍ତାବକୁ ଅନୁମୋଦନ…

ନୂଆଦିଲ୍ଲୀ,୫।୧୧: ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ପାଇବେ। କେନ୍ଦ୍ର…

ପ୍ରଥମ ସମଲିଙ୍ଗୀ କ୍ରୀଡା ଆରମ୍ଭ…

ହଂକଂ,୪।୧୧ : ସମସ୍ତ ବିରୋଧ ସତ୍ତ୍ୱେ ହଂକଂରେ ଏସିଆର ପ୍ରଥମ ସମଲିଙ୍ଗୀ ଖେଳ ଆରମ୍ଭ ହୋଇଛି। ଏଲଜିବିଟିକ୍ୟୁ ବିରୋଧୀ ସାଂସଦ ତଥା ମାନବାଧିକାର କର୍ମୀମାନେ ଏହାକୁ ବିରୋଧ କରିଥିଲେ। ଏହା ସତ୍ତ୍ୱେ ଏସିଆରେ ପ୍ରଥମ ଥର ପାଇଁ ଗେ ଗେମ୍ସ ହଂକଂରେ…

୩୩ ରନରେ ଜିତିଲା ଅଷ୍ଟ୍ରେଲିଆ, ବିଶ୍ୱକପରୁ ଇଂଲଣ୍ଡ ବାହାର…

ଅହମଦାବାଦ,୪।୧୧: ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୬ତମ ମ୍ୟାଚ ଇଂଲଣ୍ଡ ଅଷ୍ଟ୍ରେଲିଆଠାରୁ ୩୩ ରନରେ ପରାଜିତ ହୋଇଛି। ଇଂଲଣ୍ଡ ଦଳ ୪୮.୧ ଓଭରରେ ୧୦ ଓ୍ବିକେଟ ହରାଇ ୨୫୩ ରନ ସଂଗ୍ରହ କରିଥିଲା। ଏହା ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri