ଶୁଣାଣିବେଳେ ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ଦୁଇଟି ହ୍ବିସ୍କି ବୋତଲ ରଖିଲେ ବରିଷ୍ଠ ଓକିଲ, ଆଉ ତା’ ପରେ…
ଆଦିଲ୍ଲୀ,୫।୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ ଶୁଣାଣିରେ ଦେଇଥିବା ପ୍ରମୁଖ ରାୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ। ତେବେ ଶୁକ୍ରବାର ହେଉଥିବା ଏକ ମାମଲାର ଶୁଣାଣି ସମୟରେ…
ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: ଭି.କେ. ପାଣ୍ଡିଆନ
ଭୁବନେଶ୍ୱର,୫।୧:ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-ଟି ତଥା ‘ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ…
ରାମ ମନ୍ଦିର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ କଂଗ୍ରେସ ନେତା
ନୂଆଦିଲ୍ଲୀ,୫।୧: ରାମଲାଲାଙ୍କ ଉତ୍ସବରେ ଯୋଗଦେବେ କଂଗ୍ରେସ ନେତା। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନୀ ଉତ୍ସବରେ କଂଗ୍ରେସ ନେତାମାନେ ଯୋଗଦେବା ନେଇ ଅନୁମତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଗୁରୁବାର କଂଗ୍ରେସର ଦିଲ୍ଲୀ ମୁଖ୍ୟାଳୟରେ ଦଳ ସବୁ…
ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା
ମୋଗାଦିସୁ,୫।୧: ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ହାଇଜ୍ୟାକକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ…
ଦେଶର ସମସ୍ତ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ପାଟନା ହାଇକୋର୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍
ପାଟନା,୫।୧: ପାଟନା ହାଇକୋର୍ଟ ସମେତ ଦେଶର ସବୁ କୋର୍ଟକୁ ବୋମାରେ ଉଡାଇଦେବାକୁ ଆସିଛି ଧମକ। ଶୁକ୍ରବାର ଇ-ମେଲ୍ ଯୋଗେ ପାଟନା ହାଇକୋର୍ଟକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି। ଖବର ପାଇବା ପରେ ପୋଲିସ, ବୋମା ନିଷ୍କ୍ରୟକାରୀ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି…
ପାକିସ୍ତାନ ସାଧାରଣ ନିର୍ବାଚନ ଘୁଞ୍ଚାଇବାକୁ ସଂସଦରେ ସଂକଳ୍ପ ପାରିତ
ଇସଲାମବାଦ,୫।୧: ସାଧାରଣ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରସ୍ତାବକୁ ପାକିସ୍ତାନ ସଂସଦରେ ଅନୁମୋଦନ ମିଳିଛି। ତେବେ ଫେବ୍ରୁଆରୀ ୮ ତାରିଖରେ ଦେଶରେ ନିର୍ବାଚନ ହେବାର ଥିଲା । ହେଲେ ଦେଶରେ ଅତ୍ୟଧିକ ଥଣ୍ଡା, ସୁରକ୍ଷା ଚିନ୍ତା ଓ ବଢୁଥିବା ରାଜନୈତିକ ଅଚଳାବସ୍ଥାକୁ ଦୃଷ୍ଟିରେ…
ଓଲଟିଲା ବିଏସଏଫ ଭ୍ୟାନ୍, ୧୭ ଯବାନ ଗୁରୁତର
କୁମହାରି,୫।୧: ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲାରେ ବିଏସଏଫ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭ୍ୟାନ ଓଲଟି ୧୭ ଜଣ ବିଏସଏଫ ଯବାନ ଗୁରୁୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ…
ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ
ଅଟାଓ୍ବା,୫।୧: ଜାପାନ ୨୦ଅରବ ଡଲାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି। ଦେଶର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ ଦ୍ୱାରା ନିର୍ମିତ ଦ୍ୱୀପରେ ଅବସ୍ଥିତ। ତେବେ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଲଗାତାର ଦ୍ୱିତୀୟ ଦିନ ଗୁଗୁଲ୍ ଟପ୍-ସର୍ଚ୍ଚରେ ଲାକ୍ଷାଦ୍ଵୀପ
ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ଵୀପ ଗସ୍ତରେ ଯାଇଥିବା ବେଳେ ଏହାର ସୌନ୍ଦର୍ଯ୍ୟର ପ୍ରେମରେ ପଡିଛନ୍ତି। ଏଥିସହ ବିଦେଶ ଭ୍ରମଣରେ ଯାଉଥିବା ସମସ୍ତ ଭାରତୀୟଙ୍କୁ ଲାକ୍ଷାଦ୍ଵୀପ ଆସି ବୁଲିଯିବାକୁ ଅପିଲ୍ କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ଏହି ଗସ୍ତ ପରେ ସୋସିଆଲ ମିଡିଆରେ…
ମିମିକ୍ରି କରିଥିବା ଟିଏମସି ଏମପି କଲ୍ୟାଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଧନଖର, ଡିନର ପାଇଁ ଦେଲେ ନିମନ୍ତ୍ରଣ
ନୂଆଦିଲ୍ଲୀ,୫।୧: ଗତବର୍ଷ ହୋଇଥିବା ଶୀତକାଳୀନ ଅଧିବେଶନରେ ସଂସଦ ପରିସର ସରଗରମ ଥିଲା। ଏହି ସମୟରେ ନିଲମ୍ବନକୁ ବିରୋଧ କରି ୧୦୪ ଏମପିଙ୍କୁ ରାଜ୍ୟସଭା ଓ ଲୋକସଭାରୁ ନିଲମ୍ବନ କରାଯାଇଥିଲା। ତେବେ ନିଲମ୍ବନକୁ ବିରୋଧ କରି ସଂସଦ ଆଗରେ ଏମପିମାନେ ଧାରଣା ଦେବାବେଳେ…
ପୁଣି ଲେଉଟିଲା ଶୀତ, ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ
ଜି.ଉଦୟଗିରି,୫ା୧(ଶିଶିର ପଟ୍ଟନାୟକ): କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଲେଉଟିଛି ଶୀତ। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରହିଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଅଧିକାରଙ୍କ ଠାରୁ ଜାଣିବାକୁ ମିଳିଛି। ଗୁରୁବାର ୯.୪…
‘ଇଣ୍ଡିଆ’ରେ ପୁଣି ଆକ୍ଟିଭ ହେଲେ ନୀତୀଶ
ନୂଆଦିଲ୍ଲୀ,୫।୧: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ବିରୋଧୀ ଦଳ ଇଣ୍ଡି ମେଣ୍ଟ ସମ୍ମୁଖରେ ସିଟ ଶେୟାରିଂ, ସଂଯୋଜକ ଏବଂ ପାରସ୍ପରିକ ବିବାଦର ସମାଧାନ କିପରି ହେବ ସେନେଇ ଅନେକ ପ୍ରଶ୍ନ ଉଠିଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ତଥା…
Archives


