Home Middle

ଆଉ କୁକୁର ମାଂସ ଖାଇବନି ଦକ୍ଷିଣ କୋରିଆ

ସିଓଲ,୧୮ା୧୧: ଦକ୍ଷିଣ କୋରିଆ ଆଉ କୁକୁର ମାଂସ ନ ଖାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ମାଂସ ନ ଖାଇବାକୁ ବାରଣ କରିବା ଏବଂ ପଶୁ ଅଧିକାର ବିଷୟରେ ସଚେତନତା ମଧ୍ୟରେ ପ୍ରାଚୀନ ରୀତିନୀତି ଉପରେ ବିବାଦର ଅନ୍ତ ଘଟାଇବା ପାଇଁ…

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି, ଜାଣନ୍ତୁ କିଏ ହେବେ ନୂଆ ଡିଜିପି ?

ଭୁବନେଶ୍ୱର, ୧୮।୧୧: ସରକାରୀ ଚାକିରିରୁ ଅବସର ନେବାକୁ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ଦେଇଛନ୍ତି। ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୩୧ରେ ଅବସର ନେବାକୁ ତାଙ୍କୁ ଅନୁମତି ମିଳିଛି।…

ବିଶ୍ୱକପ ୨୦୨୩ରେ ମୋଟ ୮୨ କୋଟିର ପୁରସ୍କାର,ଫାଇନାଲ ବିଜେତାଙ୍କୁ ୩୩.୧୭ କୋଟି, ହାରିଥିବା ଦଳ ପାଇଁ ବି କୋଟି କୋଟି ଟଙ୍କା ବର୍ଷା…

ଅହମଦାବାଦ,୧୮।୧୧ : ଭାରତରେ ଚାଲିଥିବା କ୍ରିକେଟ ବିଶ୍ୱକପ ୨୦୨୩ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତିମ ମ୍ୟାଚ ୧୯ ନଭେମ୍ବର ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପାଇଁ ପିଚ୍‌ ଠାରୁ ଆରମ୍ଭ କରି ପ୍ଲେଇଙ୍ଗ…

ହେବନି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ! ଧମକ ଦେଲେ ପନ୍ନୁ

ନୂଆଦିଲ୍ଲୀ,୧୮।୧୧: ନିଜ୍ଜର ହତ୍ୟା ମାମଲାରେ ଖଲିସ୍ତାନୀ ସମର୍ଥକ ଭାରତକୁ ଲଗାତାର ଧମକ ଦେଉଛନ୍ତି। ଏୟାର ଇଣ୍ଡିଆକୁ ନେଇ ଭିଡିଓ ଜାରି କରିବା ପରେ ଶିଖ୍‌ ଫର ଜଷ୍ଟିସର ଖଲିସ୍ତାନୀ ସଂଗଠନ ମୁଖ୍ୟ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ ଆଇସିସି ବିଶ୍ୱକପକୁ ନେଇ ଧମକ…

ପିଚ୍‌ ବିବାଦ ନିଆଁକୁ ଥଣ୍ଡା କରିବାକୁ ଚେଷ୍ଟା କରି ନୀରବତା ଭାଙ୍ଗିଲେ ଅଧିନାୟକ କମିନ୍ସ,, କହିଲେ ଏସବୁ ବାଜେ କଥା…

ଅହମଦାବାଦ,୧୮।୧୧ : ଆଇସିସି ବିଶ୍ୱକପ ୨୦୨୩ସମୟରେ ପିଚ୍‌ ବିବାଦ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ବାସ୍ତବରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ପରେ ଏହି ଆଲୋଚନା ଆରମ୍ଭ ହୋଇଛି । ଆଇସିସି ଅଭିଯୋଗ କରିଛି ଭାରତକୁ ଲାଭ…

ଫାଇନାଲ ମ୍ୟାଚରେ ପିଚ୍‌ ବଦଳାଇ ଦେଇଛି ଭାରତ ! ଗୁଜବରୁ ଦୂରେଇ ରହିବାକୁ କହିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ…

ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ଫାଇନାଲ ମ୍ୟାଚ ପୂର୍ବରୁ ପିଚ୍‌ ବିବାଦ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ସେମିଫାଇନାଲ ମ୍ୟାଚ ସମୟରେ ଆରମ୍ଭ ହୋଇଥିବା ପିଚ୍‌ ବିବାଦ ଏବେ ବି ଜାରି ରହିଛି। ଫାଇନାଲ ପୂର୍ବରୁ…

ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ: ମୋଦି

ଜୟପୁର,୧୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଭରତପୁରରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୋଦି ଭରତପୁରରୁ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, କଂଗ୍ରେସ ରାଜସ୍ଥାନ ମହିଳାଙ୍କ…

ଭାରତଠାରୁ ବିଶ୍ୱକପ ଛଡାଇ ନେଇପାରନ୍ତି ଏହି ୪ ଅଷ୍ଟ୍ରେଲିଆ ଖେଳାଳି, ସତର୍କତା ଜରୁରୀ…

ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ ପୂର୍ବରୁ ଉଭୟ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଭାରତୀୟ ଦଳ ଏହି ଟାଇଟଲ ଜିତିବାକୁ ଯାଉଛି ବୋଲି ଆଶା କରାଯାଉଛି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳର ଉଭୟ ବ୍ୟାଟିଂ ଏବଂ ବୋଲିଂ…

ବାୟୁସେନା ଗରୁଡ କମାଣ୍ଡୋଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ଉଠିଲା ପରଦା…

ନୂଆଦିଲ୍ଲୀ,୧୮।୧୧ : ଗୁଜରାଟର କଚ୍ଛ ସ୍ଥିତ ବାୟୁସେନା ଷ୍ଟେଚ୍ଶନରେ ଭାରତୀୟ ବାୟୁସେନାର ସ୍ପେଶାଲ ଫୋର୍ସ ୟୁନିଟର ଜଣେ କମାଣ୍ଡୋ ଆତ୍ମହତ୍ୟା କରିଛନ୍ତି। ଶନିବାର ପୋଲିସ ଏହି ସୂଚନା ଦେଇଛି। ନଭେମ୍ବର ୧୬ ରେ ଏହି ଘଟଣା ଘଟିଥିଲା ଏବଂ ଆତ୍ମହତ୍ୟା କରିଥିବା…

ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ,ଆମେରିକାର ଦେଲା ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧୧ : ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ରାସ୍ତା ସଫା ହୋଇଛି। ବାସ୍ତବରେ ଆମେରିକା ଏହି ସମ୍ବନ୍ଧୀୟ ସମସ୍ତ ଆବଦେନକୁ ଅନୁମୋଦନ ଦେଇଛି। ଆମେରିକାର କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ…

ନିଜ ସହରରେ ସିଭିଲ ଜଜ ନିଯୁକ୍ତି ପରୀକ୍ଷା ଦେଇ ପାରିବେ ଗର୍ଭବତୀ ମହିଳା: ହାଇକୋର୍ଟ…

ବେଙ୍ଗାଲୁରୁ,୧୮।୧୧:ପ୍ରଥମ ଥର ପାଇଁ କର୍ନାଟକ ହାଇକୋର୍ଟ ଜଣେ ମହିଳାଙ୍କୁ ତାଙ୍କ ନିଜ ସହରରେ ସିଭିଲ ଜଜଙ୍କ ମୁଖ୍ୟ ପରୀକ୍ଷା ପାଇଁ ହାଜର ହେବାକୁ ଅନୁମତି ଦେଇଛନ୍ତି। ବାସ୍ତବରେ ମହିଳା ଜଣକ ସାଢ଼େ ଆଠ ମାସର ଜଣେ ଗର୍ଭବତୀ, ତେଣୁ ସେ ପରୀକ୍ଷା…

ମହମ୍ମଦ ଶାମିଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ଯାଏଁ ବଡ ବଡ ସେଲିବ୍ରେଟି କରିଛନ୍ତି ହେୟାର ଟ୍ରାନ୍ସପ୍ଲାଣ୍ଟ, ଗୋଟିଏ ବର୍ଷରେ ହୋଇଛି ଏତିକି କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ,୧୮।୧୧: ଚୁଟି ଝଡିବାରୁ ମୁକ୍ତି ମିଳିବା ପାଇଁ ଏବେ ହେୟାର ଟ୍ରାନ୍ସପ୍ଲାଣ୍ଟର ନୂଆ ଟେକ୍ନୋଲଜି ଆସିଛି। ଯେଉଁମାନେ ଏହି ଚୁଟି ଝଡିବା ସମସ୍ୟା ନେଇ ଗତି କରୁଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି। ଅନେକ ଅଧ୍ୟୟନରେ ଏହା ମଧ୍ୟ ଦେଖାଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri