୨ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨କୋଟି ଟଙ୍କା
ବେଙ୍ଗାଲୁରୁ,୨୯।୧୦: ୨ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨କୋଟି ଟଙ୍କା। ଏପରି ଘଟଣା ଘଟିଛି କର୍ନାଟକରେ। ସାଇବର ଠକ କର୍ନାଟକର ୧ଶହ ବ୍ୟାଙ୍କ ଖାତାରୁ ୨କୋଟି ଟଙ୍କା ଗାଏବ କରି ଦେଇଛନ୍ତି। ବେଙ୍ଗାଲୁରୁ ସାଇବର ପୋଲିସର ସୂଚନା ପରେ ବିହାରର ପୂର୍ଣ୍ଣେଆ…
କେରଳ ରାଲିରେ ହମାସ ନେତା: ରାଜନୈତିକ ବିବାଦ ଆରମ୍ଭ
ଥିରୁଭାନନ୍ତପୁରମ୍, ୨୯।୧୦: ଇସ୍ରାଏଲ-ହମାସ ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏହି ସମୟରେ ପାଲେଷ୍ଟାଇନକୁ ସମର୍ଥନ କରି କେରଳରେ ଏକ ରାଲିର ଆୟୋଜନ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା…
କୋଚିରେ ଏକ ଖ୍ରୀଷ୍ଟିଆନ୍ ପ୍ରାର୍ଥନା ସଭାରେ ୫ ବିସ୍ଫୋରଣ: ଜଣେ ମୃତ, ୨୩ ଆହତ
କୋଚି,୨୯।୧୦: କେରଳର କୋଚିରେ ଏକ କନ୍ଭେସନ(ସମ୍ମିଳନୀ) ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଠାରେ ଗୋଟିଏ ପରେ ଗୋଟିଏ ୫ ବିସ୍ଫୋରଣ ଘଟିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ରୁ…
ଦିଓ୍ବାଲୀ ପୂର୍ବରୁ ୧୫୦ଟପିବ ପିଆଜ, ଜାଣନ୍ତୁ ଆପଣଙ୍କ ସହରରେ କେତେ…
ନୂଆଦିଲ୍ଲୀ,୨୯।୧୦: ଦିଓ୍ବାଲୀ ବେଳକୁ କନ୍ଦାଇବ ପିଆଜ। ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଦୁଇ ଦୁଇ ଥର ବଢିଲାଣି ପିଆଜ ଦର। ଗତ କିଛି ଦିନ ମଧ୍ୟରେ ପିଆଜ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ଦେଶର କେତେକ ସ୍ଥାନରେ ପିଆଜ…
ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଦେଶବାସୀ: ମନ କି ବାତରେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୯।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୬ ତମ ଏପିସୋଡ ରବିବାର ପ୍ରସାରିତ ହୋଇଥିଲା। ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥିଲେ। ମନ କି ବାତ ଅଲ ଇଣ୍ଡିଆ ରେଡିଓରେ ସିଧା…
KAZIND-2023ରେ ଶକ୍ତି ପ୍ରଦର୍ଶନ କରିବ ଭାରତ
ନୂଆଦିଲ୍ଲୀ,୨୯।୧୦: ଶକ୍ତି ପ୍ରଦର୍ଶନ କରିବ ଭାରତ। ସୋମବାର ଠାରୁ ଭାରତ ଏବଂ କାଜାକିସ୍ତାନ ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ହେବାକୁ ଯାଉଛି। ଏହି ମିଳିତ ଯୁଦ୍ଧାଭ୍ୟାସର ନାଁ ରହିଛି KAZIND-2023। କାଜାକିସ୍ତାନର ଓଟାରରେ ଏହା ଆୟୋଜିତ ହେବାକୁ ଯାଉଛି। ୩୦ ଅକ୍ଟୋବରରୁ ୧୧ନଭେମ୍ବର…
ଗାଜାରେ ଇଣ୍ଟରନେଟ ସେବା ପୁଣି ଆରମ୍ଭ, ଲୋକଙ୍କୁ ଦକ୍ଷିଣାଞ୍ଚଳକୁ ଯିବାକୁ ଇସ୍ରାଏଲର ନିର୍ଦ୍ଦେଶ…
ଜେରୁଜେଲମ,୨୯।୧୦: ଇସ୍ରାଏଲ-ହମାସ ବିବାଦ ପରେ ବର୍ତ୍ତମାନ ତିନି ସପ୍ତାହରୁ ଅଧିକ ସମୟ ବିତିଛି। ତେବେ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ସେଥିମଧ୍ୟରୁ ପ୍ରାୟ ୯,୫୦୦ ଲୋକଙ୍କର ମୃତ୍ୟୁ ହୋଇଛି। ହମାସ ଆକ୍ରମଣରେ ୧୪୦୦ରୁ ଅଧିକ ସାଧାରଣ ନାଗରିକଙ୍କର ଇସ୍ରାଏଲରେ ମୃତ୍ୟୁ…
ଗାଜାରେ ଏଣେତେଣେ ପଡି ରହିଛି ମୃତଦେହ, ମହାମାରୀ ଆଶଙ୍କା
ଗାଜା,୨୯।୧୦: ତିନି ସପ୍ତାହ ଧରି ଗାଜା ଷ୍ଟ୍ରିପରେ ଲଗାତାର ବୋମା ବିସ୍ଫୋରଣ ଜାରି ରହିଛି। ଇସ୍ରାଏଲୀ ଟ୍ୟାଙ୍କର ବୋମା ବିସ୍ଫୋରଣ ଯୋଗୁଁ ସେଠାରେ ରହୁଥିବା ୨୩ଲକ୍ଷ ଜନସଂଖ୍ୟାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଯୁଦ୍ଧରେ ସାତ ହଜାରରୁ ଅଧିକ ଲୋକ…
ଏଲନ ମସ୍କଙ୍କୁ ଚେତାବନୀ ଦେଲା ଇସ୍ରାଏଲ,ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ରୁହ ପ୍ରସ୍ତୁତ…
ନୂଆଦିଲ୍ଲୀ,୨୯।୧୦: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ନିକଟରେ ଯୁଦ୍ଧର ବିପଦର ସମ୍ମୁଖୀନ ହେଉଥିବା ଗାଜା ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ ସୁବିଧା ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଇସ୍ରାଏଲ ଏଲନ ମସ୍କଙ୍କୁ ଚେତାବନୀ ଦେଇଛି ଏବଂ କହିଛି ଯଦି ମସ୍କ ଏହା କରେ…
ନନ୍ଦିନୀ ଦେବୀଙ୍କୁ ମରଣୋତ୍ତର ଢେଙ୍କାନାଳ ଗୌରବ ସମ୍ମାନ
ଢେଙ୍କାନାଳ,୨୯ା୧୦(ରତନ ନାୟାର)ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୮ତମ ନଟରାଜ କୁମାରୋତ୍ସବ ଶନିିବାର ଉଦ୍ଘାଟିତ ହୋଇଯାଇଛି। ଢେଙ୍କାନାଳ ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସଙ୍ଗୀତ ନାଟକ…
ପିଲା, ଶିକ୍ଷକଙ୍କ ଉପସ୍ଥାନ ଦୈନିକ ଅପ୍ଲୋଡ୍ ହେବ
ଭୁବନେଶ୍ୱର, ୨୯।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍ଲୋଡ୍ କରାଯିବ। ପ୍ରତ୍ୟେକ କାର୍ଯ୍ୟ ଦିବସର ଅପରାହ୍ନ ୪ଟା…
କଳା-ହଳଦିଆ ଟ୍ୟାକ୍ସି ମୁମ୍ବାଇ ରୋଡରୁ ହଟିବ, ୬୦ ବର୍ଷର ଇତିହାସ ହେବ ଶେଷ…
ମୁମ୍ବାଇ,୨୮।୧୦ : ଦଶନ୍ଧି ଧରି, ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା। ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କଳ-ହଳଦିଆ(କାଲି-ପିଲି) କୁହାଯାଇଥାଏ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ…
Archives


