୫ରାଜ୍ୟର ନିର୍ବାଚନ ଶେଷ ହେବା ପରେ ବିଦେଶ ବୁଲିବାକୁ ଯିବେ ରାହୁଲ
ନୂଆଦିଲ୍ଲୀ, ୨୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ବିଦେଶ ଗସ୍ତ କରିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ରାହୁଲଙ୍କର ୩ଦିନ ଯାତ୍ରା କରିବାର ଯୋଜନା ରହିଛି। ସେ ସିଙ୍ଗାପୁର ସମେତ ଇଣ୍ଡୋନେସିଆ,…
ଭାରତରେ କାମ କରିପାରିବେ ପାକିସ୍ତାନ କଳାକାର, ପ୍ରତିବନ୍ଧକ ଲାଗୁ କରିବା ଛୋଟ ଚିନ୍ତାଧାରା: ସୁପ୍ରିମ୍କୋର୍ଟଙ୍କ ତିରସ୍କାର…
ନୂଆଦିଲ୍ଲୀ,୨୮।୧୧ : ବମ୍ବେ ହାଇକୋର୍ଟ ପରେ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମଧ୍ୟ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ଅଦାଲତରେ ଦାଖଲ ହୋଇଥିବା ପିଟିଶନରେ ଆବେଦନ କରାଯାଇଥିଲା ପାକିସ୍ତାନୀ କଳାକାରମାନଙ୍କୁ ଭାରତରେ ଅଭିନୟ କିମ୍ବା କାର୍ଯ୍ୟ କରିବାକୁ ଅନୁମତି…
ଆଧାର ତଥ୍ୟ ବ୍ୟକ୍ତିଗତ, ସ୍ତ୍ରୀ ମଧ୍ୟ ହାସଲ କରିପାରିବେ ନାହିଁ: କର୍ନାଟକ ହାଇକୋର୍ଟ
ବେଙ୍ଗାଲୁରୁ,୨୮।୧୧: ଆଧାର ତଥ୍ୟ ବ୍ୟକ୍ତିଗତ। ଏହାକୁ କୌଣସି ସମ୍ପର୍କୀୟ ଲୋକ ଜାଣିପାରିବେ ନାହିଁ। ଏପରିକି ନିଜ ସ୍ତ୍ରୀ ମଧ୍ୟ ନୁହେଁ। କର୍ନାଟକ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, କେବଳ ବିବାହ ଆଧାରରେ…
ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟକୁ କୋର୍ଟ ବିଚାର ପାଇଁ ଗ୍ରହଣ ପାରିବେ ନାହିଁ: ହାଇକୋର୍ଟଙ୍କ ନିର୍ଦ୍ଦେଶ…
ମୁମ୍ବାଇ,୨୮।୧୧ : ବମ୍ବେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ଜନସ୍ବାର୍ଥ ମାମଲା(ପିଆଇଏଲ)ଯୁକ୍ତିର ଅଂଶ ହୋଇପାରିବ ନାହିଁ। ମଙ୍ଗଳବାର ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ପିଟିଶନରେ ଦାବି କରାଯାଇଥିଲା ପ୍ରତିବର୍ଷ ମହାରାଷ୍ଟ୍ରରେ ଅସୁରକ୍ଷିତ…
କବର ଖୋଳି ମୃତଦେହରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରୁଛନ୍ତି ଇସ୍ରାଏଲୀ ସୈନିକ
ଗାଜା,୨୮।୧୧: ଦୀର୍ଘଦିନ ଧରି ଜାରି ରହିଛି ଇସ୍ରାଏଲ-ହମାସ ସଂଘର୍ଷ। ନା ଏହି ଯୁଦ୍ଧର କିଛି ନିଷ୍କର୍ଷ ବାହାରଛୁ ନା ଯୁଦ୍ଧ ଥମୁଛି। ଯୁଦ୍ଧ ବିରତିକୁ ନେଇ ଯେତେ ପ୍ରକାର ବୁଝାମଣା କଲେ ମଧ୍ୟ ସବୁ ପ୍ରକାର କୌଶଳ ଫେଲ ମାରୁଛି। ଏପଟେ…
ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିଜ ପ୍ରଚାର କାର୍ଯ୍ୟରେ ଲଗାଇ ପାରିବେ: ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୮।୧୧: ମଙ୍ଗଳବାର ସୁପ୍ରିମକୋର୍ଟ ଏକ କଣ୍ଟ୍ରୋଲ ଜେନେରାଲ ଅଫ ଡିଫେନ୍ସ ଆକାଉଣ୍ଟସ ଏବଂ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (ଡିଓପିଟି)ର ଏକ କାର୍ଯ୍ୟାଳୟ ସ୍ମାରକପତ୍ରକୁ ଖାରଜ କରିବା ପାଇଁ ଦାଖଲ କରାଯାଇଥିବା ପିଆଇଏଲର ବିଚାର କରିବାକୁ ମନା କରିଦେଇଛନ୍ତି। ଏହି ଆବେଦନରେ…
ଡିସେମ୍ବରରେ ବାତ୍ୟା ଭୟ: ୩୦ ବେଳକୁ ସ୍ପଷ୍ଟ ହେବ
ଭୁବନେଶ୍ୱର,୨୮।୧୧(ଅନୀଲ ଦାସ):ଓଡ଼ିଶାକୁ ଡିସେମ୍ବରରେ ବାତ୍ୟା ବିପଦ ଆଶଙ୍କା ରହିଛି। ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ ଉତ୍ତର…
ମୂର୍ତ୍ତି ଯୋଗୁ ଋଷି ସୁନକ ଗ୍ରୀକ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇ ପାରିଲାନି ସାକ୍ଷାତକାର
ଲଣ୍ଡନ,୨୮।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଗ୍ରୀକ ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋଟାକିସଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବାତିଲ ହୋଇଛି। ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ବାତିଲ ହେବାର କାରଣ ହେଉଛି ୨୫୦୦ ବର୍ଷ ପୁରୁଣା ମୂର୍ତ୍ତି । ଏହି ମୂର୍ତ୍ତିଗୁଡ଼ିକ…
ସୁଡ଼ଙ୍ଗରେ ମାନୁଆଲ ଖନନ ଆରମ୍ଭ
ନୂଆଦିଲ୍ଲୀ,୨୮ା୧୧: ଉତ୍ତରକାଶୀର ସିଲ୍କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍ରେ ଖନନ ଆରମ୍ଭ ହୋଇଛି। ସେମାନେ ସମାନ୍ତରାଳ ଦିଗରେ ଖନନ କରୁଥିବାବେଳେ ମେଶିନ୍ ସହାୟତାରେ ଭୂଲମ୍ବ ଦିଗରେ ମଧ୍ୟ ଖନନ…
ପିଲାଙ୍କୁ ଆକୃଷ୍ଟ କରିଛି ମେଟାର ପ୍ଲାଟଫର୍ମ ଡିଜାଇନ୍
ସାନ୍ ଫ୍ରାନ୍ସିସ୍କୋ,୨୮ା୧୧: ଫେସ୍ବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ଏହାର ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକର ଡିଜାଇନ୍ କରିଛି। ଇନ୍ଷ୍ଟାଗ୍ରାମରେ କମ୍ ବୟସର ୟୁଜରଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ନେଇ ଏହି ସଂସ୍ଥାକୁ ଲକ୍ଷ ଲକ୍ଷ…
୪ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ
ନୂଆଦିଲ୍ଲୀ,୨୮।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଶୀତକାଳୀନ ଅଧିବେଶନ ଉପରେ ଆଲୋଚନା କରାଯିବ।…
ସକାଳୁ ସକାଳୁ ଥରିଲା ୩ ଦେଶ
ବେଜିଂ,୨୮।୧୧: ଆଜି ସକାଳେ ପୃଥିବୀର ତିନୋଟି ଦେଶରେ ପାପୁଆ ନ୍ୟୁ ଗିନି, ଚାଇନା ଏବଂ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଙ୍ଗଳବାର (ରେ ଏହି ସୂଚନା ଦେଇଛି। ପାପୁଆ ନ୍ୟୁ ଗିନିର ଉତ୍ତର ଉପକୂଳରେ ୬.୩ ତୀବ୍ରତାର…
Archives


