Home Middle

ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ୨୪ ବର୍ଷରୁ…

ବିହାରରେ ଏକାଡେମିକ କ୍ୟାଲେଣ୍ଡରକୁ ନେଇ ବିବାଦ: ରାମନବମୀ-ଶିବରାତ୍ରୀରେ ଛୁଟି ହେବନି ସ୍କୁଲ, ଇଦରେ ୩ଦିନ ଛୁଟି

ପାଟନା,୨୮।୧୧: ବିହାରର ସରକାରୀ ସ୍କୁଲରେ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡରକୁ ନେଇ ଦେଖାଯାଇଛି ବିବାଦ। ଏହି ହଲି ଡେ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବହୁ ପରିବର୍ତ୍ତନ କରାଯାଇଛି। ସ୍କୁଲ ଛୁଟି ଅନୁଯାୟୀ କ୍ୟାଲେଣ୍ଡରରେ ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ରାମନବମୀ ଓ ଶିବରାତ୍ରିରେ ଛୁଟି…

୧୭ ଦିନ ପରେ ୪୧ ଶ୍ରମିକ ସୁଡଙ୍ଗରୁ ସୁରକ୍ଷିତ ଉଦ୍ଧାର, ଭିଡିଓ ଭାଇରାଲ…

ଡେରାଡୁନ,୨୮।୧୧ : ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀରୁ ବହୁତ ଭଲ ଖବର ଆସିଛି। ଗତ ୧୭ଦିନ ଧରି ସୁଡଙ୍ଗରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରମିକଙ୍କ ପରିବାର ଏବଂ ସେମାନଙ୍କୁ ବଞ୍ଚାଇବାରେ ନିୟୋଜିତ ଲୋକମାନଙ୍କର କଠିନ ପରିଶ୍ରମର ଫଳ ମିଳିଛି। ଶ୍ରମିକମାନଙ୍କୁ ବାହାରକୁ…

ବିରୋଧ ପ୍ରଦର୍ଶନକାରୀଙ୍କୁ ପେମେଣ୍ଟ, ଟଙ୍କା କେଉଁଠୁ ଆସିଲା,ଟିଏମସିକୁ ଭାଜପାର ପ୍ରଶ୍ନ…

କୋଲକାତା,୨୮।୧୧ : ନିକଟରେ ଦିଲ୍ଲୀରେ ଦୁଇ ଦିନିଆ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (ମନରେଗା) କର୍ମୀଙ୍କୁ ପେମେଣ୍ଟ ପ୍ରଦାନ କରିବାକୁ ତୃଣମୂଳ (ଟିଏମସି) ଏମପି ଅଭିଷେକ ବାନାର୍ଜୀ କରିଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି।…

ବିଧାନସଭା ନିର୍ବାଚନ: ୪ରାଜ୍ୟରେ ୪୦ ଜନସଭା କରିଛନ୍ତି ମୋଦି, ହେଲେ ଥରୁଟେ ଯାଇ ନାହାନ୍ତି ମିଜୋରାମ

ନୂଆଦିଲ୍ଲୀ,୨୮।୧୧: ସରିଛି ୪ରାଜ୍ୟର ବିଧାନସଭା ନିର୍ବାଚନ। ଛତିଶଗଡ, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମତଦାନ ସୂଚାରୁ ରୁପେ ସମ୍ପୂର୍ଣ୍ଣ ହୋଇଛି। ଆଉ ବାକି ଅଛି ଗୋଟିଏ ରାଜ୍ୟର ନିର୍ବାଚନ। ନଭେମ୍ବର ୩୦ରେ ତେଲଙ୍ଗାନାରେ ହେବାକୁ ଯାଉଛି ଶେଷ ମତଦାନ। ଡିସେମ୍ବର ୩ରେ…

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା: ୧୭ ଦିନର ଅପରେସନ ପରେ ମିଳିଲା ସଫଳତା, ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା

ନୂଆଦିଲ୍ଲୀ,୨୭ା୧୧: ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଉତ୍ତରାଖଣ୍ଡ ସିଲକ୍ୟାରୀ ଟନେଲରୁ ବାହାରୁଛନ୍ତି ଫସିଥିବା ୪୧ ଶ୍ରମିକ। ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ପାଇପ ବାଟଦେଇ ବାହାରକୁ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଶ୍ରମୀକଙ୍କୁ ବାହାରକୁ ଆଣିବା…

କେଜରିଓ୍ବାଲଙ୍କୁ ସମନ, ୨୯ ନଭେମ୍ବରରେ କୋର୍ଟରେ ତାଙ୍କ ପାଇଁ କିଏ ହେବେ ହାଜର ?…

ନୂଆଦିଲ୍ଲୀ,୨୮।୧୧ : ମଙ୍ଗଳବାର ଗୋଆ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନଭେମ୍ବର ୨୯ ରେ ହାଜର ହେବାକୁ ସମନ ଜାରି କରିଛନ୍ତି।…

ରୁମକୁ ଡାକି ଯୌନ ଶୋଷଣ କରୁଥିଲେ ପ୍ରିନ୍ସପଲ, ୪୫୦ ଛାତ୍ରୀ ବଖାଣିଲେ ଦୁଃଖ…

ଚଣ୍ଡିଗଡ଼,୨୮।୧୧ : ହରିୟାଣାର ଜିନ୍ଦରେ ଶିକ୍ଷା ମନ୍ଦିରକୁ ବଦନାମ କରିଥିବା ପ୍ରିନ୍ସପଲ ଶେଷରେ ନିଜର କୁକର୍ମର ଫଳ ପାଇଛନ୍ତି। ମଙ୍ଗଳବାର ତାଙ୍କୁ ବରଖାସ୍ତ କରାଯାଇଛି। ଏହି ମାମଲାର ସ୍କୁଲ ଛାତ୍ରୀଙ୍କ ଯୌନ ଶୋଷଣ ବିଷୟରେ ପୋଲିସ ପ୍ରାୟ ୪୫୦ ଛାତ୍ରୀଙ୍କ ବୟାନ…

ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରିଲା କ୍ଷୀର, ବାଲଟି ବାଲଟି ବୋହି ନେଲେ ଲୋକେ, ଭିଡିଓ ଭାଇରାଲ……

ମୋରଦାବାଦ,୨୮।୧୧ : ଉତ୍ତରପ୍ରଦେଶର ମୋରାଦାବାଦର ବିଲାରୀ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଅଜବ ଖବର ଆସିଛି। ଏଠାରେ ସରକାରୀ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରିଛି। ଖବର ପ୍ରଚାର ହେବା ପରେ ଲୋକେ ଜମା ହୋଇ ବାଲଟି ବାଲଟି କ୍ଷୀର ଘରକୁ ବୋହି…

୯ବର୍ଷ ପୂର୍ବେ ବ୍ୟାନ ହୋଇଥିଲେ ରାଟ ମାଇନର୍ସ, ଏବେ ୪୧ଶ୍ରମିକଙ୍କ ପାଇଁ ସାଜିଲେ ଦେବଦୂତ

ନୂଆଦିଲ୍ଲୀ,୨୮।୧୧: ଆଉ ମାତ୍ର ୨ମିଟର ଦୂରରେ ୪୧ ଶ୍ରମିକ। ରେସ୍କ୍ୟୁ ପରେ ସେମାନଙ୍କୁ କରାଯିବ ଏୟାର ଲିଫ୍ଟ। ବାହାରେ ପ୍ରସ୍ତୁତ ହୋଇଗଲାଣି ଆମ୍ବୁଲାନ୍ସ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାର ଅପରେଶନ ସଫଳ ହେବାକୁ ଯାଉଛି। ମେଶିନ…

ମୋଦିଙ୍କୁ ହରାଇବା ପାଇଁ କେସିଆରଙ୍କୁ ହରାଇବାକୁ ପଡିବ କହିଲେ ରାହୁଲ, ଭିଡିଓ ଭାଇରାଲ…

ହାଇଦ୍ରାବାଦ,୨୮।୧୧ : ମଙ୍ଗଳବାର ତେଲଙ୍ଗାନାରେ ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ ଆଜି ଏଠାରେ ନିର୍ବାଚନ ପ୍ରଚାର ଜୋରସୋର କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲଙ୍ଗାନାରେ ଅଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଦଳ ପାଇଁ…

ଅନ୍ତିମ ସଂସ୍କାର ପାଇଁ ରାତିକୁ ଅପେକ୍ଷା: ଭାରତ-ବାଂଲାଦେଶ ସୀମାରେ ଲୁଚାଛପାରେ ହେଉଛି ଶବଦାହ…

ନୂଆଦିଲ୍ଲୀ,୨୮।୧୧ : ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ଯଦି କାହାର ମୃତ୍ୟୁ ଘଟେ ତେବେ ତାଙ୍କର ଶେଷ ରୀତିନୀତି ପାଇଁ ରାତି ପର୍ଯ୍ୟନ୍ତ ପ୍ରିୟପରିଜନଙ୍କୁ ଅପେକ୍ଷା କରିବାକୁ ପଡିଥାଏ। ହଁ, ଏହା ସମ୍ପୂର୍ଣ୍ଣ ସତ୍ୟ। ଏହି ଗାଁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri