Home Middle

ଜନ୍ମଦିନରେ ଶପଥ ନେବେ ଭଜନଲାଲ

ଜୟପୁର,୧୫ା୧୨: ଶୁକ୍ରବାର ଭଜନଲାଲ ଶର୍ମାଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କର ଜନ୍ମଦିନ ଏବଂ ଆଜିର ଏହି ଖାସ୍‌ ଦିନରେ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଜୟପୁରର ଐତିହାସିକ ଆଲବର୍ଟ ହଲ୍‌ ବାହାରେ ଏହି…

ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ, କର୍ମୀମାନଙ୍କୁ ମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର,୧୪।୧୨(ଅନିଲ ଦାସ): ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଶଙ୍ଖ ଭବନରେ ଅନୁଷ୍ଠିତ ହେବ। ଏଥିରେ ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀମାନଙ୍କୁ ସମ୍ବୋଧନ କରିବେ। ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟା, ସଦସ୍ୟଙ୍କ ସହ ସମସ୍ତ ବିଧାୟକ,…

ମୋବାଇଲ ଫୋନ୍‌ ଜବତ ଗାଇଡ୍‌ଲାଇନ, ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୧୨: ଅଭିଯୁକ୍ତମାନଙ୍କୁ ଜେରା, ଗିରଫ କିମ୍ବା ସେମାନଙ୍କ ବିରୋଧରେ ପୋଲିସ ତଥା ଆଇନ ପ୍ରଣୟକାରୀ ସଂସ୍ଥା ଦ୍ୱାରା କୌଣସି ମାମଲା ଥିଲେ ସେମାନଙ୍କ ଡିଜିଟାଲ ଉପକରଣର ତଲାସି ନେବା ଓ ଜବତ କରିବା ପାଇଁ ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ…

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନ୍‌ ବିଜୟ ଟାର୍ଗେଟ୍‌

ଜୋହାନ୍ସବର୍ଗ,୧୪।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡ଼ିୟମରେ ଗୁରୁବାର ଖେଳାଯାଉଥିବା ଟି-୨୦ ସିରଜ୍‌ର ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ୍‌ ମାର୍କ୍ରୋମ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର…

କିଛି ଘଣ୍ଟା ମଧ୍ୟରେ ଡିଏମକେ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର, କଂଗ୍ରେସ କହିଲା ସମ୍ପୂର୍ଣ୍ଣ ଅଜବ…

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ବିରୋଧୀମାନେ ବିରୋଧ କରୁଛନ୍ତି। ଏଥି ସହିତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ବିରୋଧୀ ଏହା ଉପରେ ରାଜନୀତି କରିବା…

ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ସିସୋଡିଆଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ଅକ୍ଟୋବର ୩୦ରେ, ସୁପ୍ରିମକୋର୍ଟ ମଦ ଦୁର୍ନୀତି ମାମଲାରେ ସିସୋଡିଆକୁ ଜାମିନ୍‌ ଦେବାକୁ ମନା କରିଦେଇଥିଲେ। ହେଲେ ସେ ଏହି…

ତୃତୀୟ ଟି -୨୦: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ ଗୁରୁବାର ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରୋମ୍‌ ଟସ୍‌ ଜିତି ବୋଲିଂ କରିବାକୁ…

ସଂସଦ ଆକ୍ରମଣ ପରେ ମନ୍ତ୍ରୀଙ୍କୁ ସତର୍କ କରାଇଲେ ମୋଦି, କହିଲେ ରାଜନୀତିରେ ପଡିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ତ୍ରୁଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ…

ସଂସଦ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଅଭିଯୋଗରେ ୧୪ ଏମ୍‌ପି ପୂରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ବିରୋଧୀ ଦଳ ଗୁରୁବାର ଲୋକ ସଭା ଓ ରାଜ୍ୟ ସଭାରେ ଏକ ଅଡୁଆ ସୃଷ୍ଟି କରିଛନ୍ତି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଛନ୍ତି। ଏହି ସମୟରେ ଲୋକ ସଭା ବାଚସ୍ପତି…

ଅପ୍ରାକୃତିକ ଯୌନ ସମ୍ପର୍କ ଆଉ ବିବାହ ନାରେ ବଳାତ୍କାର ନୁହେଁ ଅପରାଧ! ବ୍ରିଟିଶ ଆଇପିସି ସ୍ଥାନରେ ମୋଦି ସରକାର ଆଣିଲେ ବିଏନଏସ, ଜାଣନ୍ତୁ ବ୍ୟବସ୍ଥାରେ କ’ଣ ଅଛି…

ନୂଆଦିଲ୍ଲୀ,୧୪।୧୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂଶୋଧନ ପରେ ସଂସଦରେ ‘ଭାରତୀୟ ଜୁଡିସିଆଲ କୋଡ’ ଅର୍ଥାତ ବିଏନଏସର ନୂତନ ଡ୍ରାଫ୍ଟ ଉପସ୍ଥାପନ କରିଛନ୍ତି। ଲୋକସଭାରେ ଉପସ୍ଥାପିତ ହୋଇଥିବା ବିଏନଏସ (ଦ୍ୱିତୀୟ) ବିଲ, ୨୦୨୩ ର ନୂତନ ସଂସ୍କରଣ, ସଂସଦୀୟ କମିଟିର…

‘ଯୁଦ୍ଧ ନ ଜିତିବା ପର୍ଯ୍ୟନ୍ତ ଆମକୁ କେହି ରୋକି ପାରିବେ ନାହିଁ’

ଜେରୁଜେଲମ୍‌,୧୪ା୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ବିଜୟ ହାସଲ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲକୁ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାରେ କେହି ଅଟକାଇ ପାରିବେ ନାହିଁ। ଅନ୍ୟପକ୍ଷରେ ଗାଜାରେ ବର୍ତ୍ତମାନ ସୁଦ୍ଧା ୧୮,୦୦୦ରୁ ଅଧିକ…

ଭାଇ ଆଉ ମାମା: ଶିବରାଜ ୨୪ ଘଣ୍ଟାରେ ୨ ଥର ବଦଳାଇଲେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ…

ଭୋପାଳ,୧୪।୧୨ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ପରେ, ପ୍ରଥମ କ୍ୟାବିନେଟ ବୈଠକରେ ସେ ଅନେକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେପଟେ ପୂର୍ବତନ ସିଏମ ଶିବରାଜ ସିଂ ଚୌହ୍ବାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri