Home Middle

ସବୁଠାରୁ ମହଙ୍ଗା ଖେଳାଳି: ମିଚେଲଙ୍କୁ ୨୪.୭୫ କୋଟିରେ କିଣିଲା କୋଲକାତା

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ମିଚେଲଙ୍କୁ ୨୪.୭୫ କୋଟିରେ କୋଲକାତା ନାଇଟ୍‌ ରାଇଡର୍ସ କିଣିଛି। ଏଥିସହିତ ଆଇପିଏଲ୍‌ ଇତିହାସରେ ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ମିଚେଲଙ୍କ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ…

ଏହି ୧୨ ଖେଳାଳିଙ୍କ ଉପରେ ହେଲା ଟଙ୍କା ବର୍ଷା: ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଏହି ନିଲାମରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ପ୍ରଥମ ନିଲାମ ୱେଷ୍ଟଇଣ୍ଡିଜ ଖେଳାଳି ରୋଭମାନ ପାୱେଲଙ୍କ ଉପରେ ଲାଗିଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକ, ଅଷ୍ଟ୍ରେଲିୟ ବ୍ୟାଟର…

ଆଇପିଏଲ୍ ଇତିହାସରେ ମହଙ୍ଗା ଖେଳାଳି ପ୍ୟାଟ୍ କମିନ୍ସ ,ଏତିକି ଟଙ୍କା ଦେଇ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହା ସହିତ ଆଇପିଏଲ୍ ଇତିହାସରେ ପ୍ୟାଟ୍ କମିନ୍ସ  ମହଙ୍ଗା ଖେଳାଳି ହୋଇଛନ୍ତି। କମିନ୍ସଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟ ସଂଘର୍ଷ କରିଥିଲା, କିନ୍ତୁ ଶେଷରେ ସନରାଇଜର୍ସ ବାଜି…

ଏତିକି କୋଟିରେ ରଚିନ ରବିନ୍ଦ୍ରଙ୍କୁ କିଣିଲା ଚେନ୍ନାଇ

ଦୁବାଇ,୧୯।୧୨: ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବିନ୍ଦ୍ରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧ କୋଟି ୮୦ଲକ୍ଷ ଟଙ୍କାରେ କିଣିଛି। ରବିନ୍ଦ୍ରଙ୍କ ବେସ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା। ୨୦୨୩ ବିଶ୍ୱକପ୍‌ରେ ରବିନ୍ଦ୍ର ଚମତ୍କାର ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୪ ପାଇଁ…

ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ବ୍ୟାଟର ଟ୍ରାଭିସ୍ ହେଡଙ୍କୁ ୬.୬୦ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ହେଡଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ସନରାଇଜର୍ସ ହାଇଦ୍ରାବାଦ ହେଡଙ୍କ ନିଲାମ ଡାକରା ଆରମ୍ଭ କରିଥିଲା। ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସ କିଛି…

ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ୪ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ଆଇପିଏଲ୍‌ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟି ଟଙ୍କାରେ କିଣିଛି। ଆଇପିଏଲ ନିଲାମର ପ୍ରଥମ ସେଟରେ ହ୍ୟାରିଙ୍କ ନାମ ଥିଲା । ଇଂଲଣ୍ଡର…

ଶଶି ଥରୁର, ଡିମ୍ପଲ୍ ଯାଦବ, ସୁପ୍ରିୟା ସୁଲେ ଲୋକସଭାରୁ ନିଲମ୍ବିତ, ୧୪୧ ରେ ପହଞ୍ଚିଲା ଏମପିଙ୍କ ନିଲମ୍ବନ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୨: ସଂସଦର ସୁରକ୍ଷା ବିଭ୍ରାଟ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳର ଆଭିମୁଖ୍ୟ ଜାରି ରହିଛି। ଲୋକସଭାରେ ବାଚସ୍ପତିଙ୍କୁ ଅପମାନିତ କରିଥିବା ଅନେକ ସଦସ୍ୟଙ୍କୁ ମଙ୍ଗଳବାର ପୁଣି ନିଲମ୍ବିତ କରାଯାଇଛି। ଏଥିମଧ୍ୟରେ କଂଗ୍ରେସ ଏମପି ଶଶି ଥରୁର,…

ମୋଦିଙ୍କ ଉପରେ ଅସୁର ଶକ୍ତି ସବାର ହୋଇଛି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧରୀ ନିଜକୁ ତଥା ବିରୋଧୀ ଦଳର ଏମପିମାନଙ୍କୁ ନିଲମ୍ବନ କରିଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅସୁର…

ଜ୍ଞାନଵାପି ମାମଲାରେ ମୁସଲିମ ପକ୍ଷର ସମସ୍ତ ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୧୨: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ କାଶୀ ବିଶ୍ୱନାଥ-ଜ୍ଞାନଵାପି ଜମି ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ବିଚାରପତି ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ମାଲିକାନା ବିବାଦ ମାମଲାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ କମିଟି…

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ, ଘୋଷଣା ହେଲା ଏମରଜେନ୍ସି

ରିକଜାଭିକ,୧୯।୧୨: ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ ପଶ୍ଚିମ ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ମଙ୍ଗଳବାର କହିଛି। ନ୍ୟୁଜ ଏଜେନ୍ସି ସିହ୍ନୁଆ ଆଇସଲ୍ୟାଣ୍ଡର…

ଚାଇନାରେ ପୁଣିଥରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ

ବେଜିଂ,୧୯।୧୨: ଚାଇନାରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ୫.୫ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କିଛି ଘଣ୍ଟା ପୂର୍ବରୁ ଚାଇନା ଗାନ୍‌ସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୟଙ୍କର ଭୂକମ୍ପ ଭୂକମ୍ପ ହୋଇଥିଲା। ଯେଉଁଥିରେ ଅତି…

ରେଡ ସିରେ ହୁତି ଆକ୍ରମଣର ଜବାବ ଦେବାକୁ ଏକାଠି ହେଲେ ଏହି ଦେଶ

ଓ୍ବାଶିଂଟନ,୧୯।୧୨: ରେଡ ସି ବା ଲୋହିତ ସାଗରରେ ଆନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ଉପରେ ହୁତି ଆକ୍ରମଣ ବିରୋଧରେ ଆମେରିକା ଏକ ମିଳିତ ମଞ୍ଚ ଗଠନ କରିବାକୁ ଘୋଷଣା କରିଛି। ‘ଅପରେଶନ ପ୍ରସପେରିଟି ଗାର୍ଡିୟନ’ ରେ ବାହାରେନ, କାନାଡା, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri