Home Middle

Indian Coast Guard Navik Bharti: ଇଣ୍ଡିଆନ କୋଷ୍ଟଗାର୍ଡରେ ୨୬୦ ପଦବୀ ପାଇଁ ନିଯୁକ୍ତି, ଯୋଗ୍ୟତା ଦ୍ୱାଦଶ ପାଶ…

ନୂଆଦିଲ୍ଲୀ,୧୨।୨ : ଇଣ୍ଡିଆନ କୋଷ୍ଟଗାର୍ଡରେ ନାବିକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୧୩ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପଞ୍ଜୀକରଣ ୱିଣ୍ଡୋ ଖୋଲିବା ପରେ, ଆଗ୍ରହୀ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରିପାରିବେ,…

Russia Ukraine War: ଆସିଲା ବଡ଼ ଅଭିଯୋଗ,ରୁଷିଆ ସୈନ୍ୟ ବ୍ୟବହାର କରୁଛନ୍ତି ସ୍ପେସ ଏକ୍ସର ଷ୍ଟାରଲିଙ୍କ, ଏଲନ ମସ୍କ ୟୁକ୍ରେନର ଦାବିକୁ କଲେ ଖଣ୍ଡନ…

କିଭ,୧୨।୨ : ରୁଷିଆ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି। ୟୁକ୍ରେନ ଅଭିଯୋଗ କରିଛି ୟୁକ୍ରେନ ଅଧିକୃତ ଅଞ୍ଚଳରେ ସାଟେଲାଇଟ ଇଣ୍ଟରନେଟ ପାଇଁ ରୁଷିଆ ସୈନ୍ୟମାନେ ଏଲନ ମସ୍କଙ୍କର ସ୍ପେସ ଏକ୍ସ କମ୍ପାନୀର ଷ୍ଟାରଲିଙ୍କ ବ୍ୟବହାର…

Israel-Hamas War: ବାଇଡେନ-ନେତ୍ୟାନାହୁ ୪୫ ମିନିଟ ଆଲୋଚନା, ସାମରିକ ଅପରେଶନକୁ ମନା…

ଓ୍ବାଶିଂଟନ,୧୨।୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ରାଫେରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ…

US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା…

ଓ୍ବାଶିଂଟନ,୧୨।୨ : ଆମେରିକାରେ ବାସ କରିବା ଭାରତୀୟଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ବିଷୟରେ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୫୯,୦୦୦ ରୁ ଅଧିକ ଭାରତୀୟ ଆମେରିକାର ନାଗରିକତ୍ୱ…

ମୋଦିଙ୍କ ବିନା ଭାରତ ଫେରିବା ଥିଲା ଅସମ୍ଭବ: କତାରରୁ ମୁକ୍ତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ୭ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୧୨।୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୭ ଜଣ ଭାରତୀୟ ନାଗରିକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଥିବା ନାଗରିକମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ବିନା ଭାରତ ଫେରିବା ସେମାନଙ୍କ ପକ୍ଷେ ଅସମ୍ଭବ ଥିବା। ରବିବାର ବିଳମ୍ବିତ ରାତିରେ ବୈଦେଶିକ ମନ୍ତ୍ରଣାଳୟ…

ମୃତ୍ୟୁଦଣ୍ଡ ପାଇଥିବା ୮ ନୌସେନା ଅଧିକାରୀଙ୍କୁ ମୁକ୍ତ କଲେ କାତାର କୋର୍ଟ, ଭାରତ ଫେରିଲେ ୭

ନୂଆଦିଲ୍ଲୀ,୧୨।୨: ଭାରତ ଏକ ବଡ କୂଟନୈତିକ ବିଜୟ ହାସଲ କରିଛି। କାତାର ଆଠ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି। ସେଠାରେ ସେମାନେ ଗୋଇନ୍ଦାଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ଭାରତର ଅନୁରୋଧ…

ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ,୧୧।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା କ୍ରମାଗତ ଭାବେ ଜାରି ରହିଛି। ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଛି। ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ବରିଷ୍ଠ ଦଳ ଏକଦିବସୀୟ ବିଶ୍ୱକପ ଫାଇନାଲରେ ହାରିଯାଇଥିଲେ।…

ଉତ୍ତର ପ୍ରଦେଶ, ବିହାର ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସୁଶୀଲ ମୋଦିଙ୍କୁ ମିଳିଲାନି ଟିକେଟ

ନୂଆଦିଲ୍ଲୀ,୧୧।୨: ଉତ୍ତର ପ୍ରଦେଶ, ବିହାରରୁ ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଏଥର ସୁଶୀଲ ମୋଦିଙ୍କୁ ଟିକେଟ ମିଳିନାହିଁ। ଉତ୍ତର ପ୍ରଦେଶ ପକ୍ଷରୁ ଆରପିଏନ ସିଂ, ଚୌଧୁରୀ ତେଜବୀର ସିଂ, ସାଧନା ସିଂ, ଅମରପାଲ ମୌର୍ଯ୍ୟ,…

ନିର୍ବାଚନ କମିଶନଙ୍କ ଓ୍ବେବସାଇଟ ବନ୍ଦ, ଫଳାଫଳ ଗାଏବ…, ବଢୁଛି ବିରୋଧ ପ୍ରଦର୍ଶନ

ଇସଲାମାବାଦ,୧୧।୨: ପାକିସ୍ତାନରେ ହୋଇଥିବା ନିର୍ବାଚନର ଫଳାଫଳ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ଠକେଇ ଅଭିଯୋଗ କରି ବିରୋଧ ଆରମ୍ଭ କରିଛନ୍ତି। ପାକିସ୍ତାନର ‘ସମା ଟିଭି’ର ରିପୋର୍ଟ ଅନୁଯାୟୀ, ଲାହୋର, ରାୱଲପିଣ୍ଡି ଏବଂ ପେଶାୱରରେ ପିଟିଆଇ ସମର୍ଥକ…

ଜେଡିୟୁ ବୈଠକରେ ପହଞ୍ଚିଲେ ନାହିଁ ୫ ବିଧାୟକ, ଫ୍ଲୋର ଟେଷ୍ଟ ପୂର୍ବରୁ ଏନଡିଏକୁ ଲାଗିବ କି ଝଟ୍‌କା

ପାଟନା,୧୧।୨: ବିହାରରେ ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଜେଡିୟୁ କ୍ୟାମ୍ପରୁ ବଡ ଖବର ଆସୁଛି, ଯେଉଁଠାରେ ପୁଣି ଥରେ କିଛି ବିଧାୟକ ଜେଡିୟୁ ବୈଠକରେ ଯୋଗ ଦେଇନାହାଁନ୍ତି। ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ବାସଭବନରେ ଚାଲିଥିବା ଜେଡିୟୁ ବୈଠକରେ ଏପର୍ଯ୍ୟନ୍ତ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୩୦ ଆହତ

ରାଉରକେଲା,୧୧।୨(ଆଲୋକ ସ୍ବାଇଁ): ସୁନ୍ଦରଗଡ ଜିଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ…

IND vs AUS U19 WC Final: ଭାରତକୁ ୨୫୪ ରନ୍‌ର ଟାର୍ଗେଟ୍‌

ନୂଆଦିଲ୍ଲୀ,୧୧।୨: ଅଣ୍ଡର ୧୯ ବିଶ୍ୱକପ ୨୦୨୪ର ଫାଇନାଲରେ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି। ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୨୫୪ ରନ ସଂଗ୍ରହ କରିଥିଲା। ହରଜସ ସିଂ ଅର୍ଦ୍ଧଶତକ ହାସଲ କରିଥିଲେ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri