ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲା ଗଠନ ପାଇଁ ଜାରି କରିପାରିବେନି ନିର୍ଦ୍ଦେଶ: ହାଇକୋର୍ଟ
କଟକ,୨୨ା୧୨: ନୂଆ ଜିଲା ଘୋଷଣା ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥନୈତିକ ସ୍ଥିତି,ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ…
ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ
ନୂଆଦିଲ୍ଲୀ,୨୨।୧୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ୨୦୨୪ ଜାନୁୟାରୀ ୨୬ରେ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା ବର୍ଷ ଜାନୁୟାରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରିବାର ଅଂଶ ଭାବରେ ଭାରତ ଗଣତନ୍ତ୍ର ଦିବସ ପାଳନ…
ଆଜି ସବୁଠୁ ଛୋଟ ଦିନ
ଭୁବନେଶ୍ୱର, ୨୧।୧୨(ବନ୍ଦନା ସେଠୀ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୁଏ, ଯାହା କି ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ। ତେବେ ଚଳିତବର୍ଷ ଭୁବନେଶ୍ୱରରେ ଶୁକ୍ରବାର ୨୨ ତାରିଖ ସବୁଠାରୁ ଛୋଟ…
ଶିମିଳିପାଳରେ ଭାରତର ସମସ୍ତ ୧୦ଟି କଳାବାଘ
ନୂଆଦିଲ୍ଲୀ,୨୧ା୧୨(ପି.ଟି.): ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। କେବଳ ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ…
ଆଗକୁ ବଢ଼ିବ ଇଲେକ୍ଟ୍ରି କାର୍ ଚାହିଦା: ୨୦୨୪ରେ ୩୦ରୁ ୪୦% ବିକ୍ରି ବୃଦ୍ଧି ଆକଳନ
ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ ଘରୋଇ ବଜାରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ଚାହିଦା ବୃଦ୍ଧି ପାଇଛି। ଏପରିକି ଆଗକୁ ଆହୁରି ଇଭି କାର୍ ବିକ୍ରି ବଢିବ ବୋଲି ଟାଟା ମୋଟର୍ସର ଏମ୍ଡି (ଇଭି…
ଗ୍ରାହକଙ୍କ ପାଇଁ ଖୁସି ଖବର: କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୨୨।୧୨: ଏଲପିଜି ସିଲିଣ୍ଡର ଗ୍ରାହକଙ୍କୁ ଏକ ଖୁସି ଖବର ମିଳିଛି। ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୪୦ ଟଙ୍କା ହ୍ରାସ କରିଛନ୍ତି। ଫଳରେ ୧୯ କିଲୋଗ୍ରାମ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଗ୍ରାହକମାନେ ଲାଭ ପାଇବାକୁ…
ସଂସ୍କୃତରେ ଅରୁଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର,୨୨।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୪ଟି ଆଞ୍ଚଳିକ ଭାଷାରେ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ କବି ଆଶୁତୋଷ ପରିଡ଼ା ଓ ସଂସ୍କୃତ ଭାଷାରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଅରୁଣ ରଞ୍ଜନ ମିଶ୍ରଙ୍କୁ ଚଳିତ ବର୍ଷ କେନ୍ଦ୍ର…
ରେଳଧାରଣା ଉଡ଼ାଇଲେ ମାଓବାଦୀ
ସୁନ୍ଦରଗଡ଼,୨୨ା୧୨: ସୀମାନ୍ତ ଝାଡ଼ଖଣ୍ଡରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେଇଛନ୍ତି। ଫଳରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ମନୋହରପୁର, ଚକ୍ରଧରପୁର ଏବଂ ରାଉରକେଲା ଷ୍ଟେଶନରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଛି। ଅନ୍ୟପକ୍ଷରେ ମାଓବାଦୀମାନେ ଆଜି…
୫ରୁ ଭିତରକନିକା ବନ୍ଦ
ରାଜନଗର, ୨୨ା୧୨(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁୟାରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ସମୟରେ ପରିଭ୍ରମଣ…
ରାଜ୍ୟ ସଭାରେ ୩ ଆପରାଧିକ ବିଲ୍ ଗୃହୀତ
ନୂଆଦିଲ୍ଲୀ,୨୧ା୧୨: ଆପରାଧିକ ଆଇନ ସଂଶୋଧନ ବିଲ୍ ବୁଧବାର ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ଏହା ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ବିରୋଧୀ ଏମ୍ପିମାନଙ୍କ ଅନୁପସ୍ଥିତରେ ଉଚ୍ଚ ସଦନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ…
ମାଡୁଛି କୋଭିଡ୍ ବଢୁଛି ଭୟ: ମାସ୍କ ପିନ୍ଧିବାକୁ ପରାମର୍ଶ, ପୂର୍ବରୁ ଆକ୍ରାନ୍ତ ଥିବା ବ୍ୟକ୍ତି ହୋଇଯାଆନ୍ତୁ ସତର୍କ…
ନୂଆଦିଲ୍ଲୀ,୨୧।୧୨: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୩୫୮ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୩୦୦ଟି କେବଳ କେରଳର ରହିଛି। ଏଥିସହ ଏ ପର୍ଯ୍ୟନ୍ତ ଦେଶରେ ୬ ଜଣଙ୍କର ମୃତ୍ୟୁ…
ସଞ୍ଜୁ ସାମସନ୍ଙ୍କ ଶତକ: ଦକ୍ଷିଣ ଆଫ୍ରିକାର ଆଗରେ ୨୯୭ ରନ୍ର ଟାର୍ଗେଟ୍
ପାର୍ଲ,୨୧।୧୨: ସ୍ଥାନୀୟ ବୋଲାଣ୍ଡ ପାର୍କରେ ଗୁରୁବାର ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ୍ ମାର୍କ୍ରାମ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ସଞ୍ଜୁ ସାମସନ୍ଙ୍କ ଦମ୍ଦାର ଶତକ ଏବଂ…
Archives


