ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ‘ଇଣ୍ଡିଆ’କୁ ଝଟକା
ମୁମ୍ବାଇ,୨୯।୧୨: ଲୋକ ସଭା ନିର୍ବାଚନ ୨୦୨୪ରେ ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚର ମୁକାବିଲା ପାଇଁ ଗଠିତ ୨୮ଟି ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ ହୋଇନାହିଁ। ଏହାପୂର୍ବରୁ ମଧ୍ୟ ଆଞ୍ଚଳିକ ଦଳମାନେ ସେମାନଙ୍କର ଦାବି…
ଆଜି ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୯ା୧୨: ବେଶ୍ କିଛିଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏବେ ପୁଣି ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ…
ହିନ୍ଦୁ ମନ୍ଦିର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼
ଓଟାଓ୍ବା,୨୯ା୧୨: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେରେ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିରର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ଖାଲିସ୍ତାନୀ ସମର୍ଥକମାନେ ଅଧ୍ୟକ୍ଷଙ୍କ ଘର ଉପରକୁ ଗୋଟିଏ ପରେ ଗୋଟିଏ ୧୪ ରାଉଣ୍ଡ ଗୁଳି ଚଳାଇଥିଲେ। ରିପୋର୍ଟ ଅନୁଯାୟୀ, ସୁରେସ୍ଥିତ…
ଟ୍ୱିନ୍ ସିଟିରେ ଘନ କୁହୁଡ଼ି
ଭୁବନେଶ୍ୱର,୨୯ା୧୨: ଟ୍ବିନ୍ ସିଟି ଅର୍ଥାତ୍ କଟକ-ଭୁବନେଶ୍ୱରରେ ଶୁକ୍ରବାର ଘନ କୁହୁଡ଼ି ଦେଖାଦେଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୫୦ ମିଟର ଦୂରତାରେ ବି ମୁହଁକୁ ମୁହଁ ଦିଶୁନି। ଦୁଇ-ତିନି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ କମିଥିଲେ ମଧ୍ୟ ଅଧିକାଂଶ…
ଭୂତଳ ଜଳରେ ଫ୍ଲୋରାଇଡ୍, ଆର୍ସେନିକ
ଭୁବନେଶ୍ୱର,୨୯ା୧୨(ଅନିଲ ଦାସ): ରାଜ୍ୟରେ ଭୂତଳ ଜଳ ପ୍ରଦୂଷିତ ହେଉଛି। ବିଶେଷକରି ଜଳରେ ଫ୍ଲୋରାଇଡ୍, ଆର୍ସେନିକ, ନାଇଟ୍ରେଟ୍, ପିଏଚ୍ର ମାତ୍ରା ଅଧିକ ରହୁଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ଭୂଗର୍ଭ ଜଳରେ ଫ୍ଲୋରାଇଡ୍ ଏବଂ ଆର୍ସେନିକ ମାତ୍ରା ଅଧିକ ରହୁଥିବାରୁ ନ୍ୟାଶନାଲ…
ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ସ୍ବପ୍ନ ଭାଙ୍ଗିଲା
ସେଞ୍ଚୁରିଅନ୍,୨୮।୧୨: ସେଞ୍ଚୁରିଅନ୍ ସୁପରସ୍ପୋଟର୍ସ ପାର୍କଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଇନିଂସ ଏବଂ ୩୨ ରନ୍ରେ ବିଜୟୀ ହୋଇଛି। ଏହା ସହିତ ଦକ୍ଷିଣ-ଆଫ୍ରିକା ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଫଳରେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ…
ଏହି ନାମରେ ଜଣାଯିବ ଅଯୋଧ୍ୟାର ନୂଆ ବିମାନବନ୍ଦର
ଲକ୍ଷ୍ନୌ,୨୮।୧୨: ଅଯୋଧ୍ୟାରେ ନୂତନ ବିମାନବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (ଡିସେମ୍ବର ୩୦)ରେଅଯୋଧ୍ୟା ଗସ୍ତ କରିବେ। ଏହି ସମୟରେ ବିମାନବନ୍ଦରର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଅଯୋଧ୍ୟାର ଅତ୍ୟାଧୁନିକ…
ଅବୁ ଧାବିରେ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ଅବୁ ଧାବିରେ ଥିବା ବିଏପିଏସ୍ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ। ମନ୍ଦିର ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କରିବାକୁ ମନ୍ଦିରର ଏକ ପ୍ରତିନିଧୀମଣ୍ଡଳ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ…
ରାହୁଲଙ୍କ ‘ଭାରତ ନ୍ୟାୟ ଯାତ୍ରା’ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ହେବ କି ଫାଇଦା, ସର୍ଭେରେ ଖୁଲାସା
ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ପରି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଜାନୁୟାରୀ ୧୪ରୁ ମଣିପୁରରୁ ମୁମ୍ବାଇ ଅଭିମୁଖେ ବାହାରିବେ। ଏହା ମଧ୍ୟରେ ସେ ୧୪ ରାଜ୍ୟର ୮୫ ଜିଲା ଦେଇ…
ଏଲଗାରଙ୍କ ଚମତ୍କାର ଇନିଂସ: ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ
ସେଞ୍ଚୁରିଅନ୍,୨୮।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯାଉଛି। ଆଜି ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୦୮ ସ୍କୋର କରି ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସରେ ଭାରତ…
୮ ପୂର୍ବତନ ଭାରତୀୟ ନୌସେନାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ, ଭାରତ ସରକାରଙ୍କ ଅପିଲ ପରେ ମିଳିଲା ଆଶ୍ୱସ୍ତି
ଦୋହା,୨୮।୧୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଗୁରୁବାର ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଭାରତ ସରକାରଙ୍କ ଅପିଲ ପରେ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି…
ଜାପାନରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ
ଟୋକିଓ,୨୮।୧୨: ଜାପାନରେ ଭୂକମ୍ପ ଝଟକା। ଗୁରୁବାର ଜାପାନର କୁରିଲ ଦ୍ୱୀପପୁଞ୍ଜରେ ଘଟିଥିବା ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ ଏ ପର୍ଯ୍ୟନ୍ତ ସୁନାମି ସମ୍ପର୍କରେ କୌଣସି ଚେତାବନୀ ଦିଆଯାଇନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ୩ ଦିନ ମଧ୍ୟରେ…
Archives


