‘ଶୁକ୍ର୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କଲେ ଦିଗବିଜୟ
ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ମୋଦି ସରକାର କକୌଣସି ପଥରକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ଏହାର ପାରମ୍ପାରିକ ଭୋଟର ତଥା ବିରୋଧୀ ଦଳର ମୂଳ…
ବାବର ଖାଲସା ଅନ୍ତର୍ଜାତୀୟ ନେତା ଲଖବୀର ସିଂହ ଲାଣ୍ଡାଙ୍କୁ ଭାରତ ଘୋଷଣା କଲା ଆତଙ୍କବାଦୀ
ନୂଆଦିଲ୍ଲୀ,୩୦।୧୨: ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଲାଣ୍ଡା ପଞ୍ଜାବର ତରନତାରନ ଜିଲାର…
ବିଦେଶୀ ବ୍ୟାଙ୍କକୁ ପସନ୍ଦ ନୁହେଁ ଭାରତୀୟ ଧନୀଙ୍କ ଟଙ୍କା
ନୂଆଦିଲ୍ଲୀ,୩୦।୧୨: ଆନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକ ଆଉ ଭାରତୀୟ ଧନୀ ବ୍ୟକ୍ତିଙ୍କ ଟଙ୍କା ପସନ୍ଦ କରୁ ନାହାଁନ୍ତି। ଆରବିଆଇର ନୂତନ ନିୟମ ବିଦେଶରେ ଅଧିକ ଟଙ୍କା ପଠାଇବା ପାଇଁ ଭାରତୀୟ ଧନୀ ବ୍ୟକ୍ତିଙ୍କ ଉପରେ ନଜର କଡାକଡି କରିଛି। ଏହି କାରଣରୁ, ଯେଉଁ ବ୍ୟାଙ୍କଗୁଡିକ…
ୟୁକ୍ରେନ୍ରେ କ୍ଷେପଣାସ୍ତ୍ର ବର୍ଷା
କିଭ୍,୩୦ା୧୨: ୟୁକ୍ରେନ୍ ଉପରେ ରୁଷିଆ ୨୨ ମାସ ହେଲା ଆକ୍ରମଣ ଜାରି ରଖିଥିବାବେଳେ ଶୁକ୍ରବାର ଆକାଶମାର୍ଗରୁ ସର୍ବବୃହତ୍ ଆକ୍ରମଣ କରିଛି। ୟୁକ୍ରେନ୍କୁ ଟାର୍ଗେଟ କରି ରୁଷିଆ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିବା ସହ ୩୬ଟି ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ…
ଭାଜପା କ’ଣ କେବଳ ହିନ୍ଦୁ ପ୍ରଦେଶର ଦଳ ଅଟେ? ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଲେ ମୋଦି
ନୂଆଦିଲ୍ଲୀ,୨୯।୧୨: ନିକଟରେ ସରିଥିବ ବିଧାନସଭା ନିର୍ବାଚନ ପରେ ଭାଜପା ଦକ୍ଷିଣର କୌଣସି ରାଜ୍ୟରେ କ୍ଷମତାରେ ନାହିଁ। ତେବେ କଣ ଭାଜପା କେବଳ ହିନ୍ଦୁ ପ୍ରଦେଶର ପାର୍ଟି ଅଟେ? ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଟୁଡେକୁ…
ଭାଜପା ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଦେବାର ରାଜନୈତିକ ଷ୍ଟ୍ରାଟେଜି କ’ଣ? ଉତ୍ତର ଦେଲେ ମୋଦି
ନୂଆଦିଲ୍ଲୀ,୨୯।୧୨: ନିକଟରେ ୩ରାଜ୍ୟରେ ନିର୍ବାଚନ ଜିତି ସେଠାରେ ନୂଆ ଚେହାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସୁଯୋଗ ଦେଇ ଭାଜପା ରାଜେନୈତିକ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଯେବେ ଠୁ ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହୋଇଛନ୍ତି ଭାଜପା ରାଜ୍ୟରେ ଏହିଭଳି ନୂଆ ଚେହେରାଙ୍କୁ…
ମଣିପୁରର ଲୋକପ୍ରିୟ ଗାୟକ ଅଖୁ ଚିଙ୍ଗଙ୍ଗବାମଙ୍କୁ ଅପହରଣ
ଇମ୍ଫାଲ,୨୯।୧୨: ମଣିପୁରର ଗାୟକ ତଥା ଗୀତିକାର ଅଖୁ ଚିଙ୍ଗଙ୍ଗବାମଙ୍କ ଅପହରଣ। କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଅପହରଣ କରି ନେଇଛନ୍ତି। ପୂର୍ବ ଇମ୍ଫାଲ ଖୁରାଇ ବାସିନ୍ଦା ଅଖୁ ଫୋକ୍ ରକ୍ ବ୍ୟାଣ୍ଡ ‘ଇମ୍ଫାଲ ଟକିସ୍’ର ସଂସ୍ଥାପକ ଅଟନ୍ତି। ସୂଚନା ଅନୁଯାୟୀ, ତାଙ୍କ…
ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର,୨୯ା୧୨: ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢିଛି। ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା ବେଳେ ୧ ଜାନୁୟାରୀ ୨୦୨୪ରୁ ଜୁନ ୩୦ ୨୦୨୪ ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ…
ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର
ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ…
ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ, ଏକାଧିକ ଆହତ
ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ହୋଇଛି। ହସ୍ପିଟାଲ ପରିସରରେ ଏମରଜେନ୍ସି ୱାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ତେବେ…
କୋରାପୁଟ ଡଙ୍ଗାବୁଡି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା
ଭୁବନେଶ୍ବର,୨୯ା୧୨: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା…
ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ, କମ୍ପାନୀର ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ସିଇଓ
ବେଜିଂ,୨୯।୧୨: ଯୁବତୀ ହୁଅନ୍ତୁ କି ମହିଳା ମେକଅପ କରିବାକୁ ବହୁତ ପସନ୍ଦ କରନ୍ତି। ନିଜକୁ ସୁନ୍ଦର ଓ ଆକ୍ଟ୍ରାଟିଭ କରିବା ସହ ଆତ୍ମ ବିଶ୍ୱାସ ବଢାଇବା ପାଇଁ ମହିଳାମାନେ ମେକଅପ କରିଥାନ୍ତି। କିନ୍ତୁ କୌଣସି କମ୍ପାନୀର ସିଇଓ ଯଦି ମେକଅପ କରିବାକୁ…
Archives


