Home Middle

ଦିଲ୍ଲୀରେ ହେବ ଇଣ୍ଡିଆ ମେଣ୍ଟର ପରବର୍ତ୍ତି ବୈଠକ, ତାରିଖ କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଘୋଷଣା କରିଛନ୍ତି ଯେ ମଙ୍ଗଳବାର (ଡିସେମ୍ବର ୧୯) ରେ ଇଣ୍ଡିଆ ଆଲାଇନ୍ସର ଚତୁର୍ଥ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଏହା ଇଣ୍ଡିଆ…

ସନାତନ ଧର୍ମ, ହିନ୍ଦୀ ଭାଷି ରାଜ୍ୟକୁ ନେଇ ଏମିତି ଦିଅନ୍ତୁ ନାହିଁ ବୟାନ…ନିର୍ବାଚନରେ ହାରିବା ପରେ ଡିଏମକେକୁ ଉପଦେଶ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୧୦।୧୨: ଆଗାମୀ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟର କାର୍ଯ୍ୟକଳାପ ଆହୁରି ତୀବ୍ର ହୋଇପାରେ। ଏହାପୂର୍ବରୁ କଂଗ୍ରେସ ଏହାର ସହଯୋଗୀ ଦଳ ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) କୁ ଭବିଷ୍ୟତରେ ଦେଇଥିବା ବିବୃତ୍ତିରେ ସତର୍କ ରହିବାକୁ ପରାମର୍ଶ ଦେଇଛି।…

SA vs Ind 1st T20I: ବର୍ଷା ପାଇଁ ଅଟକିଲା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ବିଳମ୍ବରେ ହେବ ଟସ୍

ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ପ୍ରଥମେ ମ୍ୟାଚ୍ ରବିବାର ଡର୍ବାନରେ ଖେଳାଯିବ। କିନ୍ତୁ ଏହାପୂର୍ବରୁ ଡର୍ବାନରେ ବର୍ଷା ଆରମ୍ଭ ହୋଇଯାଇଛି, ଯେଉଁଥିପାଇଁ ମ୍ୟାଚ୍…

କଂଗ୍ରେସକୁ ଚେତାବନୀ ଦେଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୦।୧୨: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରବିବାର କଂଗ୍ରେସକୁ ଚେତାବନୀ ଦେଇଛନ୍ତି ଯେ ଯଦି ଗାନ୍ଧୀ ପରିବାରର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାଜନୀତି ଜାରି ରଖନ୍ତି, ତେବେ ଦେଶର ସର୍ବ ପୁରାତନ ଦଳ ୨୦୨୪ ଲୋକ ସଭାରେ…

ଦିନେ କଳାଧନ ପାଇଁ ଭାଷଣ ଦେଉଥିଲେ, ଏବେ ଆୟକର ପଞ୍ଝାରେ ପଡିଲେ ଧୀରଜ ସାହୁ

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସର ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ସହିତ ଘର ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢ଼ାଉ ପରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର…

ଶୀତ ଆରମ୍ଭରୁ ଡରାଇଲାଣି କରୋନା! ଗତ ୨୪ ଘଣ୍ଟାରେ ୧୬୬ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୧୦।୧୨: ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା କରୋନା ଜୀବାଣୁ ଶୀତର ଆଗମନ ସହିତ ପୁଣିଥରେ ଭାରତରେ ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଗତ ୨୪ଘଣ୍ଟା ମଧ୍ୟରେ, ଦେଶରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୬୬ ରେକର୍ଡ କରାଯାଇଥିଲା, ଯାହା…

ଓଡ଼ିଶାରେ ବାଗେଶ୍ବର ବାବା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ

ନୂଆଦିଲ୍ଲୀ,୧୦।୧୨: ବାବା ବାଗେଶ୍ବର ନାମରେ ପରିଚିତ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି କହିଛନ୍ତି ଓଡ଼ିଶାର ଲୋକେ ବହୁତ ଭାଗ୍ୟଶାଳୀ ଓ ଧାର୍ମିକ। ଜଗନ୍ନାଥ ଥିବା…

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣନ୍ତୁ ଏହି ୧୦ କଥା…

ରାୟପୁର,୧୦ା୧୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଜଣେ ଆଦିବାସୀ ଚେହେରା, କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସପ୍ତାହେ ଧରି ଚାଲିଆସୁଥିବା ଚର୍ଚ୍ଚାରେ ରହିଥିଲେ। ଯଦିଓ ବିଷ୍ଣୁ ଶୀର୍ଷ ସିଏମ୍‌ ପୋଷ୍ଟ…

ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର,୧୦।୧୨: ଭାଜପା ରବିବାର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି। ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ନିଷ୍ପତ୍ତି ନିଆଯାଇଛି। ବିଷ୍ଣୁଦେଓ ସାଏ ଭାଜପାର ଜଣେ ଭେଟେରାନ ନେତା। ସେ ୧୬ତମ…

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ୫ ଦିନ କାମ, ଦରମା ବଢିବ ୧୭ ପ୍ରତିଶତ…

ମୁମ୍ବାଇ,୧୦।୧୨ : ଅର୍ଥମନ୍ତ୍ରୀ ଭାଗବତ କରାଡ ସଂସଦରେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ସପ୍ତାହରେ ପାଞ୍ଚ ଦିନ କାର୍ଯ୍ୟ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆଇବିଏର ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଗ୍ରହଣ…

ବରକନ୍ୟାଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌: ନବଦମ୍ପତିଙ୍କ ସମେତ ଚାଲିଗଲା ୫ ଜୀବନ

ରାୟପୁର,୧୦ା୧୨: ରବିବାର ଛତିଶଗଡ଼ର ଜାଞ୍ଜ୍‌ଗିର-ଚମ୍ପା ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ବରକନ୍ୟାଙ୍କ କାର୍‌ ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ନବଦମ୍ପତିଙ୍କ ସହ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି,…

୨୦୨୪ ଲୋକସଭା ନିର୍ବାଚନରେ ଆନନ୍ଦଙ୍କୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ମାୟାବତୀ…

ଲକ୍ଷ୍ନୌ,୧୦।୧୨ : ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଉତ୍ତରାଧିକାରୀ ଭାବରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ରବିବାର ଲକ୍ଷ୍ନୌରେ ପାର୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri