Home Middle

ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ପୁଣି ଗୁଳି ବର୍ଷଣ

ସିଓଲ,୬ା୧: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ସୈନ୍ୟ ଶନିବାର କହିଛନ୍ତି, ଦକ୍ଷିଣ କୋରିଆ ସହିତ ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଆଜି ୬୦ରୁ ଅଧିକ ଗୁଳି ଚଳାଇଛି। ଉତ୍ତର…

ବ୍ୟାଡ଼ମିଣ୍ଟନ ଟ୍ରେନିଂରେ ନାବାଳିକାଙ୍କ ବକ୍ଷସ୍ଥଳରେ ହାତ ରଖୁଥିଲେ କୋଚ: ୫ବର୍ଷ ଜେଲ ସହ ୫ ହଜାର ଜରିମାନା ଦଣ୍ଡାଦେଶ…

ମୁମ୍ବାଇ,୬।୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟାଡମିଣ୍ଟନ କୋଚଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକେ ବ୍ୟାଡମିଣ୍ଟନ ଖେଳାଳି ଙ୍କ ପିଠିରେ ପିଟିବା ଏବଂ ବକ୍ଷସ୍ଥଳରେ ହାତ ରଖିବା ଅପରାଧ ପାଇଁ ଏହି ଦଣ୍ଡ ଦିଆଯାଇଛି। ଯେତେବେଳେ ନାବାଳିକାଙ୍କୁ ଖେଳ…

ଜାନୁଆରୀ ମାସ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର,୬।୧: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ…

ମା’ ସୀତାଙ୍କ ବାପଘରୁ ଅଯୋଧ୍ୟାକୁ ଆସିଲା ଘରକରଣା ସାମଗ୍ରୀ, ୨୨ରେ ଗୃହ ପ୍ରବେଶ

ଅଯୋଧ୍ୟା,୬ା୧: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି। ଏହି କ୍ରମରେ ମା’ ସୀତାଙ୍କ ବାପଘରୁ ସାମଗ୍ରୀ ଅଯୋଧ୍ୟାରେ ତାଙ୍କ ଶାଶୁ ଘରେ ପହଞ୍ଚିଛି। ୨୨ରେ ରାମଲାଲାଙ୍କ ସିଂହାସନ…

ବଳାତ୍କାର ପୀଡ଼ିତାଙ୍କୁ କେତେ ମିଳିବ କ୍ଷତିପୂରଣ ତାହା ଧାର୍ଯ୍ୟ କରିବେ ଜିଲା ଆଇନ ସେବା ପ୍ରାଧିକରଣ: କୋର୍ଟଙ୍କ ନିର୍ଦ୍ଦେଶ…

ପ୍ରୟାଗରାଜ,୬।୧ : ଆହ୍ଲାବାଦ ହାଇକୋର୍ଟ ଜଣେ ବଳାତ୍କାର ପୀଡିତାଙ୍କୁ ଉତ୍ତରପ୍ରଦେଶ ପୀଡିତା କ୍ଷତିପୂରଣ ଯୋଜନା ୨୦୧୪ ଅନୁଯାୟୀ କ୍ଷତିପୂରଣ ନେଇ ଜିଲା ଆଇନ ସେବା ପ୍ରାଧିକରଣ ନିକଟକୁ ଯିବାକୁ କହିଥିଲେ। ଜଷ୍ଟିସ ଜ୍ୟୋସ୍ନା ଶର୍ମା ବଳାତ୍କାର ପୀଡିତଙ୍କ ପାଇଁ କ୍ଷତିପୂରଣ ଦାବି…

Ram Mandir: ଅଯୋଧ୍ୟାରେ ପହଞ୍ଚିବା ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ୪୩୦ ସହରରୁ ଚାଲିବ ୭୨ ଟ୍ରେନ…

ନୂଆଦିଲ୍ଲୀ,୬।୧ : ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପହଞ୍ଚିବା ଲାଗି ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ସ୍ବତନ୍ତ୍ର ପ୍ରସ୍ତୁତି କରିଛି। ଅଯୋଧ୍ୟା ପାଇଁ ରେଳବାଇ ଅନେକ ନୂତନ ଟ୍ରେନ ଆରମ୍ଭ କରିବାକୁ ଯାଉଛି। ଏଥିରେ ଏସି…

ଇସ୍ରୋକୁ ବଡ଼ ସଫଳତା, ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଲା ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୬।୧: ବର୍ଷ ଆରମ୍ଭରୁ ଇତିହାସ ରଚିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ। ଭାରତର ଆଦିତ୍ୟ ଉପଗ୍ରହ ଏଲ୍‌-୧ ପଏଣ୍ଟର ହେଲୋ କକ୍ଷପଥରେ ପ୍ରବେଶ କରିଛି। ଭାରତର ସୂର୍ଯ୍ୟ ମିଶନ ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ହ୍ୟାଣ୍ଡଲରେ ସୂଚନା…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମିଳିନି ନିମନ୍ତ୍ରଣ: ୨୨ ଜାନୁଆରୀରେ କରିବି ଗୋଦାବରୀ ନଦୀରେ ଆରତି,କହିଲେ ଉଦ୍ଧବ…

ମୁମ୍ବାଇ,୬।୧ : ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଲୋକଙ୍କୁ ଦ୍ୱାର ଦେଶରେ ନିମନ୍ତ୍ରଣ କରାଯାଉଛି। ବାଲାସାହେବ ଉଦ୍ଧବ ଠାକରେଙ୍କ ଶିବସେନା ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ ପାଇନାହିଁ । ଏହି ସମୟରେ ଦଳର…

ନାଁ ଶୁଣି ଜାହାଜରୁ ପଳାୟନ କରିଥିଲେ ଜଳଦସ୍ୟୁ, ଜାଣନ୍ତୁ କିଏ ଏହି ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ

ନୂଆଦିଲ୍ଲୀ,୬।୧: ଭାରତୀୟ ନୌସେନାର ମାର୍କୋସ କମାଣ୍ଡର ଏବେ ପୁଣି ଚର୍ଚ୍ଚାରେ। ଦିନକ ପୂର୍ବରୁ ସୋମାଲିଆ ତଟରେ ଏମଭି ଲିଲା ନରଫୋକ ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ବଞ୍ଚାଇ ୨୧ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏଥିରେ ୧୫ଭାରତୀୟ ମଧ୍ୟ ସାମିଲ୍‌ ଅଛନ୍ତି।…

‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୬।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହେବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ କଂଗ୍ରେସ ଶନିବାର ପ୍ରକାଶ କରିଛି। ଏହି ଲୋଗୋର ଦୁଇଟି ଅଂଶ ଅଛି ଯେଉଁଥିରେ ଲେଖା ଅଛି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’, ନ୍ୟାୟର…

ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ମିଳିବ ଏବେ ସାପ୍ତାହିକ ଛୁଟି, NMC ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ,୬।୧: ଡାକ୍ତରୀ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ନ୍ୟାଶନାଲ ମେଡିକାଲ କମିଶନ(NMC) ଛାତ୍ରୀଛାତ୍ରଙ୍କ ଛୁଟି ପାଇଁ ନୂଆ ନିୟମ ଲାଗୁ କରିଛି। ଏନଏମସି ମେଡିକାଲ ଛାତ୍ରୀଛାତ୍ରଙ୍କୁ ଅଧିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। ଏବେ ସାପ୍ତାହିକ ଛୁଟି ବ୍ୟତୀତ କାଜୁଆଲ…

ଥଣ୍ଡା ଯୋଗୁ ହୃଦରୋଗୀଙ୍କ ସଂଖ୍ୟା ହେଲା ଦୁଇଗୁଣ, ବିଶେଷଜ୍ଞ କହିଲେ ଅନିୟମିତ ଜୀବନଶୈଳୀର ପ୍ରଭାବ

ନୂଆଦିଲ୍ଲୀ,୬।୧: ଶୀତଦିନ ଛୁଟି ଏବଂ ଡିସେମ୍ବର-ଜାନୁଆରୀରେ ହୃଦଘାତର ଆଶଙ୍କା ଅଧିକ ଥାଏ ଏହି ସମୟ ମଧ୍ୟରେ, ଆମେରିକୀୟ ହାର୍ଟ ଆସୋସିଏସନ ଦ୍ୱାରା ଲୋକଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଚେତାବନୀ ଦିଆଯାଇଛି। ଏସଏସଏମ ହେଲଥ ଡଟ କମ ଅନୁଯାୟୀ ଖ୍ରୀଷ୍ଟମାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri