Home Middle

ଲଞ୍ଚପ୍ୟାଡରେ ୨୫୦ରୁ ୩୦୦ ଆତଙ୍କବାଦୀ, ଭାରତରେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର…

ଶ୍ରୀନଗର,୧୬।୧୨: ପାକିସ୍ତାନ ଭାରତ ବିରୋଧରେ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନା ଧରୁନି। ପୁଣି ଥରେ ସୀମାରୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ପାକିସ୍ତାନର ହାତ ରହିଛି। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ବିଏସଏଫ…

ଗାଈର ଗୋବରରେ ମହାକାଶ ଯିବ ରକେଟ, ପ୍ରଥମ ଥର ରକେଟ ଇଞ୍ଜିନରେ ଏଲବିଏମର ସଫଳ ପ୍ରୟୋଗ

ଟୋକିଓ,୧୬।୧୨: ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ସାରା ବିଶ୍ୱରେ ଆଲୋଚନା ଜାରି ରହିଛି। ଏଥିପାଇଁ ଗ୍ଲୋବାଲ ଓ୍ବାର୍ମିଂକୁ କମ୍‌ କରିବାକୁ ହେଲେ କାର୍ବନ ଉତ୍ସର୍ଜନର ପରିମାଣ କମେଇବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରକେଟ୍‌…

‘ତୁମ ଗୟେ ତୋ ରୁଠ୍‌ ଗୟେ ଦିନ ବାହାର କେ’, ଜଷ୍ଟିସ କୌଲଙ୍କ ଫେରଓ୍ବେଲରେ ଫେଜ ଅହମ୍ମଦଙ୍କ ଶାୟରୀ କହିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୬।୧୨:ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୟ କିଶାନ କୌଲ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟଳରେ ତାଙ୍କର ୬ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି। ତେବେ ତାଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର ମୁଖ୍ୟ…

ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ କମ୍ପାନୀରୁ ୩୨କୋଟି ଟଙ୍କା ଠକିଲେ ଫେସବୁକର ବରିଷ୍ଠ ଅଧିକାରୀ

ଓ୍ବାଶିଂଟନ୍‌,୧୬।୧୨: ଫେସବୁକର ଜଣେ ଅଧିକାରୀ ନିଜ କମ୍ପାନୀରୁ କୋଟିଏ ଟଙ୍କାର ଠକେଇରେ ଅଭିଯୁକ୍ତ ହୋଇଛନ୍ତି। ଫେସବୁକର ବିବିଧତା, ସମାନତାର ପୂର୍ବତନ ଗ୍ଲୋବାଲ ହେଡ ବାରବରା ଫୁର୍ଲୋ ସ୍ମାଇଲ୍ସ ଅସାଧୁ ବ୍ୟବସାୟ, ନକଲି ଅଭିଯୋଗ ଓ ଲାଞ୍ଚ ମାଧ୍ୟମରେ କମ୍ପାନୀରୁ ୪ମିଲିୟନ(୩୨କୋଟି ଟଙ୍କା)ର…

ଲିଫ୍ଟରେ ଫସି ଗଲେ ଲୋକେ, ରାସ୍ତାରେ ନାହିଁ ବିଜୁଳି, ଅନ୍ଧାରରେ ବୁଡିଗଲା ଆମେରିକାର ଆର୍ଥିକ ରାଜଧାନୀ

ଓ୍ବାଶିଂଟନ,୧୬।୧୨: ଆମେରିକାର ନ୍ୟୁୟର୍କ ସିଟି ଗୁରୁବାର ରାତିରେ ଅନ୍ଧକାରରେବୁଡି ଯାଇଥିଲା। କଥାହେଲା, ନ୍ୟୁୟର୍କର ବ୍ରୁକଲିନ ସ୍ଥିତ କୋନ ଏଡିସନ ପାୱାର ପ୍ଲାଣ୍ଟରେ ଏକ ତ୍ରୁଟି ଯୋଗୁଁ ସହରର ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହି ଆକସ୍ମିକ ତ୍ରୁଟି ହେତୁ ବହୁ ସଂଖ୍ୟକ…

ତିନି ଦିନିଆ ଭାରତ ଗସ୍ତରେ ଓମାନର ସୁଲତାନ ହୈଥମ ବିନ ତାରିକ

ନୂଆଦିଲ୍ଲୀ,୧୬।୧୨: ଆରବ ଦେଶର ସର୍ବ ପୁରାତନ ସ୍ବାଧୀନ ରାଷ୍ଟ୍ର ଓମାନର ସୁଲତାନ ହୈଥମ ବିନ ତାରିକ ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ…

ସଂସଦ ଗୃହରେ ଛଡାଯାଇଥିବା ସ୍ମୋକ କ୍ୟାନ ‘ମେଡ ଇନ ଚାଇନା’

ନୂଆଦିଲ୍ଲୀ,୧୬।୧୨: ସଂସଦ ସୁରକ୍ଷା ତ୍ରୁଟିର ତଦନ୍ତ ଜାରି ରହିଛି। ଠିକ୍‌ ୨୨ବର୍ଷ ପରେ ସଂସଦ ଆକ୍ରମଣର ପୁର୍ତ୍ତି ଦିନ ଏପରି କାଣ୍ଡ ଭିଆଇଥିବା ୬ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ପୋଲିସ ଶୁକ୍ରବାର ୭ଦିନିଆ ରିମାଣ୍ଡରେ…

ପାର୍ଲାମେଣ୍ଟ ବାହାରେ ନିଜକୁ ଜଳାଇବାକୁ ଚାହୁଁଥିଲେ ଅଭିଯୁକ୍ତ ସାଗର! ଡାଏରୀରେ ଲେଖିଥିଲେ ‘ବିଦାୟ ନେବାର ବେଳ…’

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଶନିବାର ଅଭିଯୁକ୍ତ ସାଗର ଶର୍ମା ସଦନ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିଲାଗି ସେ ସ୍ବତନ୍ତ୍ର ଭାବେ ଉପଲବ୍ଧ…

ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଖବରଦାତାଙ୍କ ଶରୀରରୁ ବହି ଚାଲିଥିଲା ରକ୍ତ, ମିଳିଲା ନାହିଁ କୌଣସି ସାହାଯ୍ୟ

ଜେରୁଜେଲମ,୧୬।୧୨: ଗାଜାରେ ଇସ୍ରାଏଲର ଆକ୍ରମଣରେ କତାରର ନ୍ୟୁଜ ଚ୍ୟାନେଲ ଅଲ-ଜଜିରାର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ନିହତ ହୋଇଥିବା ଭିଡିଓ ଜର୍ନାଲିଷ୍ଟ ସମେର ଅବୁଦାକା ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାଙ୍କ ସହକର୍ମୀ ୱେଲ ଦହଦୁହଙ୍କ ସହ…

ସୁପ୍ରିମକୋର୍ଟରେ ବିଚାରଧୀନ ଅବସ୍ଥାରେ ପଡି ରହିଛି ୮୦ହଜାର ମାମଲା, ହାଇକୋର୍ଟରେ ଖାଲି ପଡିଛି ୩୨୪ଟି ପଦ

ନୂଆଦିଲ୍ଲୀ,୧୬।୧୨: ଦେଶରେ ଥିବା ବିଭିନ୍ନ କୋର୍ଟରେ ୫କୋଟିରୁ ଅଧିକ ମାମଲା ବିଚାରଧୀନ ଅବସ୍ଥାରେ ଅଛି। ସଂସଦର ଲୋକସଭାରେ ଶୀତକାଳୀନ ଅଧିବେଶନରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏକ ଲିଖିତ ଉତ୍ତର ଦେଇଛନ୍ତି। ତନ୍ମଧ୍ୟରୁ ୮୦ହଜାର ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅବସ୍ଥାରେ…

କରୋନା ଭାଇରସର ନୂଆ ଭାରିଏଣ୍ଟ ଜେଏନ.୧ର ଶିକାର ହେଲେଣି ୭ ଜଣ

ବେଜିଂ,୧୬।୧୨: ଚାଇନାରେ କୋଭିଡ ଦ୍ୱାରା ହୋଇଥିବା ବିନାଶକୁ ଅଧିକ ସମୟ ଅତିବାହିତ ହୋଇନାହିଁ, ଏହି ସମୟରେ କୋଭିଡ ସବ-ଭାରିଆଣ୍ଟ ଜେଏନ.୧ ର ସାତୋଟି ନୂଆ ମାମଲା ରିପୋର୍ଟ ହୋଇଛି। ଜାତୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପ୍ରଶାସନ ଶୁକ୍ରବାର କହିଛି ଯେ…

୧୦ ଦିନ ହେବ ଜେଲରୁ ନିଖୋଜ ଅଛନ୍ତି ପୁଟିନଙ୍କ ସମାଲୋଚକ ନଭଲନି, ରୁଷିଆ ଅଧିକାରୀଙ୍କ ପାଖରେ ନାହିଁ କୌଣସି ସୂଚନା

ମସ୍କୋ,୧୬।୧୨: ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସାଇ ନଭଲନିଙ୍କ ବିଷୟରେ କିଛି ଖବର ନାହିଁ। ତାଙ୍କ ଓକିଲ କହିଛନ୍ତି ଯେ ଡିସେମ୍ବର ୬ରୁ ସେ ସାକ୍ଷାତ କରିନାହାଁନ୍ତି। ଏଥି ସହିତ କ୍ରେମଲିନ ଆହୁରି ମଧ୍ୟ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri