ଇଣ୍ଡିଆ ମେଣ୍ଟକୁ ଚ୍ୟାଲେଞ୍ଜ ଦେଲେ ଗିରିରାଜ, କହିଲେ କାହାର ଶକ୍ତି ଅଛି ତ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢନ୍ତୁ
ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଜନତା ପାର୍ଟି (ଭାଜପା) ର ବିଜୟକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଇଣ୍ଡିଆ ମେଣ୍ଟକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ ଯଦି…
ଭାଙ୍ଗିଗଲା ସ୍ବପ୍ନ! ଦିଲ୍ଲୀ ଯିବେ ଶିବରାଜ, ସନ୍ଧ୍ୟାରେ ଭେଟିବେ ନଡ୍ଡାଙ୍କୁ
ଭୋପାଳ,୧୮।୧୨: ଏଥର ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ଏକ ଚମତ୍କାର ବିଜୟ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ମୋହନ ଯାଦବଙ୍କୁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ହଟାଇ ନୂଆ ମୁଖ୍ୟମନ୍ତ୍ରୀ କରିଛନ୍ତି। ସେ ଶପଥ ଗ୍ରହଣ କରି…
ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ଲଢ଼େଇ
ବାରିପଦା,୧୮ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢ଼େଇ ହୋଇଥିବା ଜଣାପଡ଼ିଛି। ଅଞ୍ଚଳ ଦଖଲ ପାଇଁ ଦୁଇ ବାଘଙ୍କ ମଧ୍ୟରେ ଏହି ଘମାଘୋଟ୍ ଲଢ଼େଇ ହୋଇଥିବା ଅନୁମାନ କରାଯାଉଛି। ଟି-୩୧ ଏବଂ ଟି-୩୫ ମଧ୍ୟରେ…
ଦିଲ୍ଲୀରେ ଡବଲ ଆଟାକ: ହସ୍ପିଟାଲରେ ଭିଡ ବଢିଲା…
ନୂଆଦିଲ୍ଲୀ,୧୮।୧୨ : ଦେଶର ପାହାଡିଆ ଅଞ୍ଚଳରେ ତୁଷାରପାତ ହେବା ପରେ ଦିଲ୍ଲୀ ଏନସିଆରରେ ପାଣିପାଗ ବଦଳିଛି। ସୋମବାର ଦିନର ଆରମ୍ଭ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପ୍ରଦୂଷଣ ସହିତ ଥଣ୍ଡା ବୃଦ୍ଧି ପାଇବା ଯୋଗୁ ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ…
କ‘ଣ ଲୁଚାଇବାକୁ ଚେଷ୍ଟା କରୁଛି ପାକିସ୍ତାନ ? ଦାଉଦଙ୍କ ଖବର ପରେ ଦେଶରେ ଇଣ୍ଟରନେଟ ସେବା ବନ୍ଦ, ମୃତ ନା ଜୀବିତ ନେଇ ଚର୍ଚ୍ଚା ଆରମ୍ଭ…
ଇସଲାମାବାଦ,୧୮।୧୨ : ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନର କରାଚିରେ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବାରେ ଲାଗିଛି। ତାଙ୍କୁ କରାଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଧ୍ୟ…
ଦାଉଦ ହସ୍ପିଟାଲରେ ନାହାନ୍ତି, ଜହର ଦେବା ଖବର ମିଥ୍ୟା, ଘରେ ରହି ହେଉଛନ୍ତି ଚିକିତ୍ସିତ: ପାକିସ୍ତାନ ଗଣମାଧ୍ୟମ ଦେଲା ସୂଚନା…
ଇସଲାମାବାଦ,୧୮।୧୨ : ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ ସମ୍ପ୍ରତି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ରହିଛି। ସୋସିଆଲ ମିଡିଆରେ ଏନେଇ ଆଲୋଚନା ଜାରି ରହିଛି। ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି…
ତାମିଲନାଡୁ ଉବୁଟୁବୁ: ରାସ୍ତାରେ ଖେଳୁଛନ୍ତି ମାଛ, ସ୍କୁଲ-କଲେଜ-ଅଫିସ ବନ୍ଦ…
ଚେନ୍ନାଇ,୧୮।୧୨ : ଲଘୁଚାପ ପ୍ରଭାବରେ ତାମିଲନାଡୁରେ ତିରୁନେଲଭେଲି, ଟେନକାସୀ, ଟୁଟିକୋରିନ ଏବଂ କନ୍ୟାକୁମାରୀର ଚାରିଟି ଜିଲାରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ, ଏଠାରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବିଶେଷକରି ତିରୁନେଲଭେଲି…
‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କଲା କଂଗ୍ରେସ…
ନୂଆଦିଲ୍ଲୀ,୧୮।୧୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ଅଭିଯାନରେ କହିଛନ୍ତି ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ଦେବାକୁ କଂଗ୍ରେସ କହିଛି। ଖାର୍ଗେ…
ସଡ଼କ ଦୁର୍ଘଟଣା ମୃତକ ସଂଖ୍ୟା: ସରକାରଙ୍କ ୨ ବିଭାଗର ରିପୋର୍ଟ ଭିନ୍ନ ଭିନ୍ନ, ପ୍ରକୃତ ମୁତ୍ୟୁ କେତେ ନେଇ ପ୍ରଶ୍ନ…
ନୂଆଦିଲ୍ଲୀ,୧୮।୧୨ : ଦେଶରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସରକାରଙ୍କ ଦୁଇଟି ଏଜେନ୍ସି ନିକଟରେ ପ୍ରକାଶ ପାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଆକଳନଗୁଡ଼ିକରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ଏବଂ ସଡକ ପରିବହନ…
ଭାରତକୁ ପୁଣି ଫେରିଲା କରୋନା: ୩୩୫ ଆକ୍ରାନ୍ତ, ୫ ଜଣଙ୍କ ମୃତ୍ୟୁ…
ନୂଆଦିଲ୍ଲୀ,୧୮।୧୨ : କରୋନା ଭୂତାଣୁ ପୁଣି ଥରେ ସାରା ବିଶ୍ୱରେ ନିଜର ସଂକ୍ରମଣ ବିସ୍ତାର କରୁଛି। ଏହି ସଂକ୍ରମଣ ଲୋକଙ୍କୁ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସରେ ଲୋକଙ୍କୁ ଏକାଠି ହେବାକୁ ବାରଣ କରୁଛି । ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ…
୭ ମହଲା ଏହି ମନ୍ଦିରରେ ହେବ ନାହିଁ ଭଗବାନଙ୍କ ପୂଜା, ପ୍ରଧାନମନ୍ତ୍ରୀ କଲେ ଉଦଘାଟନ…
କାଶୀ,୧୮।୧୨ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀରେ ସର୍ବେଦ ମହାମନ୍ଦିର ଉଦଘାଟନ କରିଛନ୍ତି। ସେ କାଶୀରେ ୨ ଦିନିଆ ଗସ୍ତରେ ଅଛନ୍ତି ଏବଂ ତାଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ସେ ସୋମବାର ସକାଳେ…
କଟକଣାକୁ ବେଖାତିର: କିମ୍ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷା, ଜାପାନ-ଦକ୍ଷିଣ କୋରିଆ ପକ୍ଷରୁ ସତର୍କ ସୂଚନା ଜାରି…
ପ୍ୟୋଙ୍ଗୟାଙ୍ଗ,୧୮।୧୨ : ସୋମବାର ସକାଳେ ଉତ୍ତର କୋରିଆ ପୂର୍ବ ସାଗର ଆଡକୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଜୋନ୍ହାପ ନ୍ୟୁଜ ଏଜେନ୍ସି ଦକ୍ଷିଣ କୋରିଆ ସେନା ପକ୍ଷରୁ ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ ଉତ୍ତର କୋରିଆ ଏକ…
Archives


